ଜାତୀୟ

ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କଲେ ଅଭିନେତ୍ରୀ ନୋରା

ମୁମ୍ବାଇ,୧୨।୧୨: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟାର ସମାଧାନ ହେବାର ନାଁ ନେଉନାହିଁ। ବର୍ତ୍ତମାନ ଅଭିନେତ୍ରୀ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ନାଣ୍ଡିଜ ଏହି ମାମଲାକୁ ନେଇ...

ସ୍ବାମୀଙ୍କୁ ବିଧାୟକ ଭାବେ ଜିତାଇବା ପଛରେ ୨ ସ୍ତ୍ରୀଙ୍କ ହାତ

ଅହମ୍ମଦାବାଦ,୧୨।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଦେଡିଆପଡାରୁ ନିର୍ବାଚିତ ହୋଇଥିବା ଆମ୍‌ ଆଦମୀ ପାର୍ଟି(ଏଏପି)ବିଧାୟକ ଚୈତର ବାସଭା ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏଏପିର ୫ ବିଜୟୀ ବିଧାୟକଙ୍କ ମଧ୍ୟରୁ ଜଣେ। ଗୁଜରାଟରେ ଭାଜପାର ରେକର୍ଡ ବିଜୟ ଭିତରେ ଚୈତର...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଝିଅ

ଜୟପୁର,୧୨।୧୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ରାଜସ୍ଥାନର ବୁନ୍ଦି ଜିଲାରେ ଦଳର ‘ଭାରତ ଯୋଡୋ ଯାତ୍ରା’ ସୋମବାର ପୁଣି ଥରେ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଭଉଣୀ ତଥା ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ,...

ତୃତୀୟଥର ବାପା ହେଲେ ମନୋଜ

ନୂଆଦିଲ୍ଲୀ,୧୨।୧୨: ଭାଜପା ଏମ୍‌ପି ତଥା ଭୋଜପୁରୀ ଅଭିନେତା ମନୋଜ ତିୱାରୀ ତୃତୀୟଥର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ସୁରଭି ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ମନୋଜ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ମନୋଜ...

ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୨।୧୨: ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଭୂପେନ୍ଦ୍ର ପଟେଲ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍‌ ଯୋଗେ କହିଛନ୍ତି,ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଭୁପେନ୍ଦ୍ର ଭାଇ ପଟେଲ...

‘ସର୍ଟକଟ୍‌ ରାଜନୀତି ନୁହେଁ, ସୁଶାସନ ଚାହାନ୍ତି ମୋଦି’

ନୂଆଦିଲ୍ଲୀ,୧୨।୧୨: କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା ମୂଲ୍ୟର କଳା ଟଙ୍କା ଜବତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏନେଇ ସୂଚନା ଦେଇଛନ୍ତି। ୪,୩୦୦ କୋଟି ଟଙ୍କା ମୂଲ୍ୟର ବେନାମୀ ସମ୍ପତ୍ତି ସହିତ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ: ମୋଦି, ଶାହା ଉପସ୍ଥିତ

ଅହମ୍ମଦାବାଦ୍‌,୧୨।୧୨:ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ସୋମବାର ଶପଥ ନେଇଛନ୍ତି ଭୂପେନ୍ଦ୍ର ଭାଇ ପଟେଲ। ସେ ଗାନ୍ଧିନଗରର ହେଲିପ୍ୟାଡ ଗ୍ରାଉଣ୍ଡରେ ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ତାଙ୍କ ସରକାରର ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ...

ହୀରା ଅଳଙ୍କାର ପ୍ରିୟ ଗୁଜରାଟ ମୁଖ୍ୟମନ୍ତ୍ରୀ: ପାଖରେ ଅଛି ଏତିକି ସମ୍ପତ୍ତି

ଅହମ୍ମଦାବାଦ୍‌,୧୨।୧୨: ଦ୍ୱିତୀୟ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ। ରେକର୍ଡ ଭୋଟରେ ଜିତିଥିବା ଭୂପେନ୍ଦ୍ର ଭାଜପାର ଆଗଧାଡିର ନେତାଙ୍କ ମଧ୍ୟରେ ଜଣାଶୁଣା। ୧୫ ଜୁଲାଇ ୧୯୬୨ରେ ଅହମ୍ମଦାବାଦରେ ଜନ୍ମ ହୋଇଥିବା ବୃତ୍ତି ଅନୁଯାୟୀ ସେ ସିଭିଲ ଇଞ୍ଜିନିୟର ତଥା...

ବିମାନବନ୍ଦର ସୁରକ୍ଷାର ତଦନ୍ତକଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ,୧୨।୧୨: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମାତ୍ରାଧିକ ଜନଗହଳି, କର୍ମଚାରୀ ଅଭାବ ଏବଂ କାର୍ଯ୍ୟରେ ବିଳମ୍ବ ହେବା ସହ ବିଶୃଙ୍ଖଳା ଦେଖାଦେଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ ନେଇ ସୋମବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ...

୨୦୦୦ ଟଙ୍କିଆ ନୋଟ ବନ୍ଦ କରିବାକୁ ଦାବି କଲେ ସୁଶୀଲ ମୋଦି…

ନୂଆଦିଲ୍ଲୀ,୧୨।୧୨ : ସଂସଦର ଶୀତକାଳୀନ ଅଧିବେଶନରେ ଭାରତୀୟ ଜନତା ପାର୍ଟି ଏମ୍‌ପି ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କଳା ଟଙ୍କା ଏବଂ ହୋର୍ଡିଂର ମୂଳ ବୋଲି କହି ୨୦୦୦ ଟଙ୍କା ନୋଟକୁ ରଦ୍ଦ କରିବାକୁ କହିଛନ୍ତି। ରାଜ୍ୟସଭାରେ...

ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ କଲେ ପୁଣି ଓହରିବେ ନୀତୀଶ: ଭାଜପା ନେତାଙ୍କ କଟାକ୍ଷ…

ପାଟନା,୧୨।୧୨ : ବିହାରରେ ଭାଜପା ଏବଂ ଜେଡିୟୁ ରାସ୍ତା ଅଲଗା ହେବା ପରେ ଭୟଙ୍କ ମଧ୍ୟରେ ଲଗାତାର ବିବାଦ ଲାଗିରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭାଜପା ଏକ ଷଡଯନ୍ତ୍ର ରଚିଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ନୀତୀଶ କୁମାରଙ୍କ ବିବୃତ୍ତି...

ଦେଶର ବିକଶିତ ଅର୍ଥ ବ୍ୟବସ୍ଥା ନେଇ କିଛି ଲୋକଙ୍କ ମନ ଜଳିପୋଡ଼ି ଯାଉଛି: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୧୨ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସଂସଦର କିଛି ଲୋକ ଦେଶର ବିକଶିତ ଅର୍ଥନୀତି ପ୍ରତି ଇର୍ଷା କରୁଛନ୍ତି। ସେମାନଙ୍କକର ମନ ଜଳିପୋଡ଼ି ଯାଉଛି। ଭାରତ ହେଉଛି ଦ୍ରୁତ ଅଭିବୃଦ୍ଧିଶୀଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri