ଜାତୀୟ

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ।...

ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୧୧।୧୨ : ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଦିଲ୍ଲୀ ଭାଜପା ଉପାଧ୍ୟକ୍ଷ ବିରେନ୍ଦ୍ର...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖବିନ୍ଦର ସିଂ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେଲେ ଉପମୁଖ୍ୟମନ୍ତ୍ରୀ

ଶିମଲା,୧୧ ।୧୨: ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦର ସିଂ ସୁଖୁ ରବିବାର ଶପଥ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ମୁକେଶ ଅଗ୍ନିହୋତ୍ରୀ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରବିବାର ଶିମଲାର ରିଜ ମଇଦାନରେ...

ସୋମବାର ୨୫ ରାଜ୍ୟର ୧୯୭ ଜିଲାରେ ଆପ୍ରେଣ୍ଟିଶିପ ମେଳା…

ନୂଆଦିଲ୍ଲୀ,୧୧।୧୨ : ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ଉତ୍ସାହିତ କରିବା ପାଇଁ ଜାତୀୟ ଦକ୍ଷତା ବିକାଶ ଯୋଜନା ଅଧୀନରେ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ୧୨ ଡିସେମ୍ବର ୨୦୨୨ ରେ ୨୫ ଟି ରାଜ୍ୟ ତଥା କେନ୍ଦ୍ରଶାସିତ...

୨୦ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ହଟାଗଲା…

ଶ୍ରୀନଗର,୧୧।୧୨ : ଜମ୍ମୁ-କଶ୍ମୀରରେ ୨୦ ଜଣ ରାଜନେତାଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଡିସେମ୍ବର ୧୦ ରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। କିଛି ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦିଆଯାଇଛି। ରାଜନେତାମାନଙ୍କୁ ସୁରକ୍ଷା କର୍ମୀ ପ୍ରଦାନ କରାଯିବା ବ୍ୟତୀତ ସେମାନଙ୍କ...

ଗୁଜରାଟରେ କାହିଁକି ହାରିଲା କଂଗ୍ରେସ, ବିରପ୍ପା ମୋଇଲି କହିଲେ କାରଣ…

ନୂଆଦିଲ୍ଲୀ,୧୧।୧୨ : ଗୁଜରାଟରେ କଂଗ୍ରେସର ଅପମାନଜନକ ପରାଜୟ କାହିଁକି ହେଲା? ଏଥିପାଇଁ କିଏ ଦାୟୀ? ଦଳର ବରିଷ୍ଠ ନେତା ଏମ ବିରାପ୍ପା ମୋଇଲି ବର୍ତ୍ତମାନ ଏହି ସବୁ କାରଣ ନେଇ ନୀରବତା ଭାଙ୍ଗିଛନ୍ତି। ମୋଇଲି କହିଛନ୍ତି ଯେ ବିଧାନସଭା ନିର୍ବାଚନରେ...

୪ ହଜାର ତଳେ ସକ୍ରିୟ ମାମଲା, ଦୈନିକ ସଂକ୍ରମଣ ୧୭୩…

ନୂଆଦିଲ୍ଲୀ, ୧୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି।...

ସ୍କ୍ରାପ ବିକ୍ରି କରି ୧୪୦ କୋଟିରୁ ଅଧିକ ଟଙ୍କା ଆୟ କଲା ଉତ୍ତର ପଶ୍ଚିମ ରେଲଓ୍ବେ…

ଜୟପୁର,୧୧।୧୨ : ସ୍କ୍ରାପରୁ କୋଟି କୋଟି ଟଙ୍କା ଆୟ କରିଛି ରେଲଓ୍ବେ। ଉତ୍ତର ପଶ୍ଚିମ ରେଲଓ୍ବେ ସ୍କ୍ରାପ ବିକ୍ରି କରି ୧୪୦କୋଟିରୁ ଅଧିକ ଆୟ ସଂଗ୍ରହ କରିଛି। ଉତ୍ତର ପଶ୍ଚିମ ରେଲଓ୍ବେ ଏହାର ଅଜମେର, ଯୋଧପୁର, ବିକାନେର ଏବଂ ଜୟପୁର...

ହତ୍ୟାର ୭ ବର୍ଷ ପରେ ଫେରିଲେ ମହିଳା, ପୋଲିସର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଚିହ୍ନ, ୨ ନିର୍ଦ୍ଦୋଷ ୩ ବର୍ଷ ହେଲା ଜେଲରେ…

ଦୌସା/ଲକ୍ଷ୍ନୌ,୧୧।୧୨ : ରାଜସ୍ଥାନର ଦୌସା ଏକ ଆଶ୍ଚର୍ଯ୍ୟ ଜନକ ଫିଲ୍ମ ଷ୍ଟାଇଲର ଘଟଣା ଘଟିଛି। ଏଠାରେ ଜଣେ ମହିଳା ପୋଲିସକୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହାର କାରଣ ହେଉଛି ତାଙ୍କ ହତ୍ୟା ମାମଲା। ଏହି ମହିଳାଙ୍କ ହତ୍ୟା ମାମଲା ପୋଲିସ ଫାଇଲରେ...

ବଦଳିବ ସଲାମ ଆଳତିର ନାମ, ହେବ ସନ୍ଧ୍ୟା ଆଳତି…

ବେଙ୍ଗାଲୁରୁ,୧୧।୧୨ : କର୍ନାଟକର ସମସ୍ତ ମନ୍ଦିରରେ ଥିବା ସଲାମ ଆଳତି ବର୍ତ୍ତମାନ ସନ୍ଧ୍ୟା ଆଳତି ଭାବରେ ପରିଚିତ ହେବ। ହିନ୍ଦୁ ମନ୍ଦିରଗୁଡିକର ତଦାରଖ କରୁଥିବା ସର୍ବୋଚ୍ଚ ସରକାରୀ ସଂସ୍ଥା ଏକ ୬ ମାସର ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ, ଟିପୁ...

୫୬ କୋଟି ଭୋଟର ଆଧାର ଲିଙ୍କ୍‌ କରିଛନ୍ତି

ନୂଆଦିଲ୍ଲୀ,୧୧।୧୨: ଦେଶର ୯୫ କୋଟି ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ପାଖାପାଖି ୫୬ କୋଟି ସେମାନଙ୍କ ଭୋଟର ପରିଚୟ ପତ୍ର ସହ ଆଧାର ଲିଙ୍କ୍‌ କରିଛନ୍ତି। ଭୋଟର ତାଲିକାରୁ ଜାଲ୍‌ ଭୋଟରଙ୍କୁ ହଟାଇବା ପାଇଁ ଏହାକୁ ଆଧାର ନମ୍ବର ସହ ସଂଯୋଗ...

ମନ୍ତ୍ରୀଙ୍କ ଉପରେ କାଳି ପକାଇବା ଘଟଣା, ୧୦ ପୋଲିସ ନିଲମ୍ବିତ…

ମୁମ୍ବାଇ,୧୧।୧୨ : ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ଉପରେ କାଳି ପକାଇବା ମାମଲାରେ ପୁଣେ ଜିଲାର ପିମ୍ପିରିି ଚିଞ୍ଚୱାଡ ସହରରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାଟିଲଙ୍କ ସୁରକ୍ଷାରେ ଅବହେଳା ନେଇ ତିନିଜଣ ଅଧିକାରୀଙ୍କ ସମେତ ୧୦ ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri