ଜାତୀୟ

ସକ୍ରିୟ ମାମଲା କମିଲା…

ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି।...

ବାଜିଲା ମୋହର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୧୦।୧୨: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ। ଶନିବାର ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଆସନ୍ତା ସୋମବାର ଦିନ ୨ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ...

ପ୍ରଚଣ୍ଡ ବହୁମତ ପରେ ୧୨ ଡିସେମ୍ବରରେ ଗୁଜରାଟରେ ସପ୍ତମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି ଭାଜପା

ଅହମଦାବାଦ,୧୦ ।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ୧୫୬ ଆସନରେ ବିଜୟୀ ହୋଇ ପ୍ରଚଣ୍ଡ ବହୁମତ ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ ଡିସେମ୍ବରରେ ୭ମ ଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦଳର ନେତା ଭୁପେନ୍ଦ୍ର...

ଅଟକ ପରେ ଅନଶନରେ ବସିଲେ ଶର୍ମିଲା

ହାଇଦ୍ରାବାଦ,୧୦ା୧୨: ଓ୍ବାଇଏସ୍‌ଆର୍‌ ତେଲଙ୍ଗାନା ପାର୍ଟି ଅଧ୍ୟକ୍ଷା ଓ୍ବାଇଏସ୍‌ ଶର୍ମିଲାଙ୍କୁ ଶୁକ୍ରବାର ପୋଲିସ ଅଟକ ରଖିବା ପରେ ସେ ଅନଶନରେ ବସିବା ସହ ରାଜ୍ୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାବି କରିଛନ୍ତି। ଓ୍ବାରାଙ୍ଗଲ୍‌ ପୋଲିସ ତାଙ୍କୁ ପଦଯାତ୍ରା ପାଇଁ ଅନୁମତି ନ...

ହିମାଚଳ ପ୍ରଦେଶରେ ଏଏପିକୁ ଶକ୍ତ ଧକ୍କା

କୁଲୁ,୧୦ା୧୨: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ରାଜ୍ୟର ତୃତୀୟ ତଥା ଶ୍ରେଷ୍ଠ ବିକଳ୍ପ ଦଳ ଭାବେ ନିଜକୁ ଉପସ୍ଥାପିତ କରିଥିଲା। ତେବେ ନିର୍ବାଚନ ଫଳାଫଳ ଏହି ଦଳ ପାଇଁ ଶକ୍ତ...

ରାଜ୍ୟ ସଭାରେ ୟୁସିସି ବିଲ୍‌କୁ ବିରୋଧ

ନୂଆଦିଲ୍ଲୀ,୧୦ା୧୨(ପି.ଟି.): ରାଜ୍ୟ ସଭାରେ ଶୁକ୍ରବାର ବିରୋଧୀ ଦଳଗୁଡ଼ିକର ପ୍ରତିବାଦ ମଧ୍ୟରେ ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି) ବିଲ୍‌, ୨୦୨୦ ଆଗତ କରାଯାଇଛି। ୟୁସିସି ବା ସମାନ ନାଗରିକ ସଂହିତା ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ ପାଇଁ ଏହାକୁ ଏକ...

ଆଫତାବଙ୍କୁ ଫାଶୀ ମିଳୁ: ଶ୍ରଦ୍ଧାଙ୍କ ବାପା

ମୁମ୍ବାଇ,୧୦ା୧୨: ଦିଲ୍ଲୀରେ ଲିଭ୍‌-ଇନ୍‌-ପାର୍ଟନର ଶ୍ରଦ୍ଧା ଓ୍ବାଲ୍‌କରଙ୍କୁ ହତ୍ୟାକରି ୩୫ ଖଣ୍ଡ କରିଥିବା ଆଫତାବ ପୁନାଓ୍ବାଲାଙ୍କୁ ଫାଶୀ ଦିଆଯାଉ ବୋଲି ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାଲ୍‌କର ଶୁକ୍ରବାର ଦାବି କରିଛନ୍ତି। ଏହି ହତ୍ୟାକାଣ୍ଡରେ ଆଫତାବଙ୍କ ସହ ଅନ୍ୟ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ...

କଲେଜିୟମ ତଥ୍ୟ ଦେଇହେବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୦ା୧୨: ସୂଚନା ଅଧିକାର ଆଇନ ବଳରେ କଲେଜିୟମର ୨୦୧୮ ଡିସେମ୍ବର ୧୨ ତାରିଖ ବୈଠକର ସବିଶେଷ ବିବରଣୀ ପ୍ରଦାନ ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ବହୁସଦସ୍ୟ ବିଶିଷ୍ଟ କଲେଜିୟମର ପରୀକ୍ଷାମୂଳକ ନିଷ୍ପତ୍ତିକୁ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ...

ତାଣ୍ଡବ ରଚିଲା ‘ମାଣ୍ଡୋସ୍‌’ ଆନ୍ଧ୍ର-ପ୍ରଦେଶ, ତାମିଲନାଡୁରେ ପବନ ସାଙ୍ଗକୁ ପ୍ରବଳ ବର୍ଷା, ସ୍କୁଲ କଲେଜ ବନ୍ଦ

ତାମିଲନାଡୁ/ଚେନ୍ନାଇ,୧୦ ।୧୨: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମାଣ୍ଡୋସ’ ଏବେ ଦକ୍ଷିଣ ରାଜ୍ୟରେ ତା’ର ପ୍ରଭାବ ଦେଖାଇଛି । ଆନ୍ଧ୍ର ପ୍ରଦେଶ, ତାମିଲ ନାଡୁ ଓ ପୁଡୁଚେରୀ ରାଜ୍ୟରେ ମାଣ୍ଡୋସ ଯୋଗୁ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହୁଛି ।...

ୟୁକ୍ରେନ୍‌ରେ ୧,୧୦୦ ଭାରତୀୟ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୦ା୧୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ବଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ରୀଛାତ୍ର ବୋଲି ଶୁକ୍ରବାର...

ବେତୁଲ ବୋରୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କ ମୃତ୍ୟୁ, ସାଢେ ଚାରି ଦିନ ଚାଲିଥିଲା ରେସକ୍ୟୁ ଅପରେଶନ

ଭୋପାଳ,୧୦ ।୧୨: ମଧ୍ୟ ପ୍ରଦେଶର ବେତୁଲରେ ମଙ୍ଗଳବାର ସନ୍ଧ୍ୟାରୁ ବୋର ୱେଲରେ ଖସି ପଡିଥିବା ଶିଶୁ ତନ୍ମୟଙ୍କୁ ଉଦ୍ଧାର କରାଯାଇଛି ସତ । ହେଲେ ସେ ଶେଷରେ ଜୀନ ଯୁଦ୍ଧରେ ହାରି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏନଡିଆରଏଫ...

ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଲାଗି ଓଡ଼ିଶା ଏଯାଏ ପ୍ରସ୍ତାବ ଦେଇନି: ରିଜିଜୁ

ନୂଆଦିଲ୍ଲୀ,୧୦ା୧୨: ଓଡ଼ିଶା ହାଇକୋର୍ଟର ବେଞ୍ଚ୍‌ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ଏପର୍ଯ୍ୟନ୍ତ ସବିଶେଷ ପ୍ରସ୍ତାବ ଦାଖଲ କରି ନ ଥିବା କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁ ଶୁକ୍ରବାର ଲୋକ ସଭାକୁ ସୂଚନା ଦେଇଛନ୍ତି। କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକାଙ୍କ ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri