ଜାତୀୟ

ସୁନା କି ରୂପା ନୁହେଁ, ବ୍ୟାଙ୍କକ୍‌ରୁ ୨ କୋକିଶିଆଳି ଚୋରାଚାଲାଣ ବେଳେ ଗିରଫ ହେଲେ ବ୍ୟକ୍ତି

ଚେନ୍ନାଇ, ୯।୧୨: ସୁନା-ରୂପା-ଡ୍ରଗ୍ସ ଆଦି ଚୋରା ଚାଲାଣ ବିଷୟରେ ଶୁଣିଥାଇପାରନ୍ତି। ହେଲେ ଚେନ୍ନାଇ ବିମାନବନ୍ଦରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି ଜୀବନ କୋକିଶିଆଳି ସହ ଗିରଫ କରାଯାଇଛି। ସେ ବ୍ୟାଙ୍କକ୍‌କୁ ସେମାନଙ୍କୁ ନେଇ...

ଜୀବନରେ ଯାହା ବି ହୁଅ, ମାତୃଭୂମି-ମାତୃଭାଷା-ମା’ଙ୍କୁ କେବେହେଲେ ଭୁଲ ନାହିଁ: ରାଷ୍ଟ୍ରପତି

ଡେରାଡୁନ,୯।୧୨: ଜୀବନରେ ମାତୃଭୂମି, ମାତୃଭାଷା ଏବଂ ମା’ର ଗୁରୁତ୍ୱ ଅଧିକ। ଯାହାଙ୍କ ପାଖରେ ମମତା ନାହିଁ, ତାଙ୍କୁ ଜ୍ଞାନୀ ବୋଲି କହିଲେ, ଅଜ୍ଞ କିଏ ହେବ। ଏଣୁ ପରବର୍ତ୍ତୀ ଜୀବନରେ ଯେଉଁ ପଦବୀରେ ରୁହନ୍ତୁ ନା କାହିଁକି, ଛାତ୍ରମାନଙ୍କୁ ସେମାନଙ୍କ...

ଶାହାଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ: ଏହି ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ,୯।୧୨: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଶୁକ୍ରବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ସଂସଦ ଭବନରେ ମାନ ଶାହାଙ୍କୁ ଭେଟିବା ସହ ଅନେକ ପ୍ରସଙ୍ଗରେ ଦୁହେଁ ଆଲେଚନା କରିଥିଲେ। ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ। ତେଣୁ ସେ ଅନେକ...

କଂଗ୍ରେସକୁ ଝଟ୍‌କା: ମେୟର ନିର୍ବାଚନ ପୂର୍ବରୁ ୨କାଉନସିଲର ଏଏପିରେ ସାମିଲ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀରେ ନଗର ନିଗମ ନିର୍ବାଚନର ଫଳାଫଳ ଆସିବାର ତୃତୀୟ ଦିନରେ ହିଁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମେୟର ନିର୍ବାଚନ ପୂର୍ବରୁ ଶୁକ୍ରବାର କଂଗ୍ରେସର ୨ଜଣ କାଉନସିଲର ଦଳ ଛାଡ଼ି ଆମ ଆଦମୀ ପାର୍ଟି(ଏଏପି) ରେ ସାମିଲ...

ପ୍ରେମିକାଙ୍କ ଘରୁ ମିଳିଲା ପ୍ରେମିକଙ୍କ ଝୁଲନ୍ତା ମୃତଦେହ

ପାଟନା,୯ା୧୨: ବିହାରର ମୋତିହାରୀରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଛି। ନାବାଳକଙ୍କ ମୃତଦେହ ତାଙ୍କ ପ୍ରେମିକାଙ୍କ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ମୃତଦେହ ଉଦ୍ଧାର ପରେ ଗାଁରେ ଏହି ଖବର ପ୍ରଚାରିତ ହୋଇଥିଲା। ଏହି ଘଟଣାଟି ପୂର୍ବ ଚମ୍ପାରଣ ଜିଲା ଘୋଡ଼ାସହାନ...

ଫଡନଭିସଙ୍କୁ ଭେଟିଲେ ଶ୍ରଦ୍ଧାଙ୍କ ପିତା, କହିଲେ ଶୀଘ୍ର ମିଳୁ ନ୍ୟାୟ

ମୁମ୍ବାଇ/ନୂଆଦିଲ୍ଲୀ,୯ ।୧୨: ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲାଙ୍କୁ ଦିଲ୍ଲୀ ପୋଲିସ କୋର୍ଟରେ ହାଜର କରାଇଛି । ସେ ଭିଡିଓ କନଫରେନ୍ସ ଜରିଆରେ ଉପସ୍ଥିତ ହୋଇଥିଲେ । ଏହି ସମୟରେ ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନ...

ବାତ୍ୟା ‘ମାଣ୍ଡୋସ୍‌’କୁ ନେଇ ଚେନ୍ନାଇ ଏୟାରପୋର୍ଟରୁ ବାତିଲ ହେଲା ବିମାନ

ଚେନ୍ନାଇ,୯।୧୨: ଖରାପ ପାଗ ଯୋଗୁ ତାମିଲନାଡୁର ବିମାନ ଉପରେ ପ୍ରଭାବ ପଡ଼ିଛି। ଶୁକ୍ରବାର ଚେନ୍ନାଇ ବିମାନବନ୍ଦରରେ ଖରାପ ପାଗ ଯୋଗୁ ଅନେକ ବିମାନକୁ ବାତିଲ କରାଯାଇଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶୁକ୍ରବାର ମଧ୍ୟରାତ୍ରିରୁ ଚେନ୍ନାଇ ଉପକୂଳ...

ମଧ୍ୟରାତ୍ରରେ ସ୍ଥଳ ଭାଗ ଛୁଇଁବ ମାଣ୍ଡୋସ

ଚେନ୍ନାଇ,୯।୧୨: ବାତ୍ୟା ମାଣ୍ଡୋସ୍‌ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଶୁକ୍ରବାର ମଧ୍ୟରାତ୍ରରେ ପୁଡ଼ୁଚେରୀ ଓ ଶ୍ରୀହରିକୋଟା ସହ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେତିକିବେଳେ ଘଣ୍ଟା ପ୍ରତି ୮୫ କି.ମି....

ଶନିବାର ବସିବ ବିଧାୟକ ଦଳର ବୈଠକ

ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ...

ଆଉ ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ଅଫତାବ

ନୂଆଦିଲ୍ଲୀ,୯।୧୨: ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବଙ୍କୁ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଦିଲ୍ଲୀ ସାକେତ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଅଫତାଭଙ୍କ ନ୍ୟାୟିକ ହେପାଜତକୁ ଆଉ ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ସୂଚନା...

ନିଜ କ୍ୟାବିନେଟ ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୯।୧୨: ଗୁଜରାଟରେ ୧୫୬ ଆସନ ଜିତି ଭାଜପା ଏକ ଇତିହାସ ରଚିଛି। ଏହି ଐତିହାସିକ ବିଜୟ ପରେ ଏବେ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହାକୁ ନଜରରେ ରଖି ଭୂପେନ୍ଦ୍ର ପଟେଲ ଶୁକ୍ରବାର ମୁଖ୍ୟମନ୍ତ୍ରୀ...

ଜି-୨୦ ଶିଖର ସମ୍ମିଳନୀ ବୈଠକରେ ସାମିଲ ହେବେ ନୀତୀଶ: ପ୍ରଧାନମନ୍ତ୍ରୀ ଡକାଇଲେ ବୈଠକ

ପାଟନା,୯।୧୨: ଆସନ୍ତା ବର୍ଷ ଭାରତରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଯାହାର ପ୍ରସ୍ତୁତି ଏବେଠାରୁ ଆରମ୍ଭ ହେଲାଣି। ଏହାର ପ୍ରସ୍ତୁତି ସମ୍ପର୍କରେ ମତାମତ ନେବାକୁ ଭାଜପା ଶୁକ୍ରବାର ଏକ ବୈଠକ ଡକାଇଛି। ସନ୍ଧ୍ୟା ୫ଟାରେ ବସିଥିବା ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri