ଜାତୀୟ

ପ୍ରଧାନମନ୍ତ୍ରୀ କରିଛନ୍ତି ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ: କଂଗ୍ରେସର ଅଭିଯୋଗ…

ଅହମଦାବାଦ,୫।୧୨ : ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀ ଭୋଟ ଦେବା ପରେ ରୋଡ ଶୋ...

ଜର୍ମାନ ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କଲେ ଜୟଶଙ୍କର

ନୂଆଦିଲ୍ଲୀ,୫ା୧୨: ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଭାରତରେ ପହଞ୍ଚିଛନ୍ତି। ସେ ଦିଲ୍ଲୀର ଗାନ୍ଧୀ ସ୍ମୃତିଠାରେ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଜର୍ମାନ ବୈଦେଶିକ ମନ୍ତ୍ରୀ ଆନ୍ନାଲେନାକୁ ଦିଲ୍ଲୀରେ ଭେଟିଛନ୍ତି। ଆନ୍ନାଲେନା କହିଛନ୍ତି,...

ବାଚସ୍ପତି-ଉପବାଚସ୍ପତିଙ୍କ ଅନୁପସ୍ଥିତିରେ ମହିଳା ବିଧାୟକ କରିବେ ଗୃହ ପରିଚାଳନା…

ଥିରୁଭାନନ୍ତପୁରମ୍‌,୫।୧୨ : କେରଳ ବିଧାନସଭାରେ ଏକ ନୂତନ ତଥା ଐତିହାସିକ ପଦକ୍ଷେପ ନିଆଯାଉଛି। ଗୃହ ଇତିହାସରେ ପ୍ରଥମ ଥର ପାଇଁ ବାଚସ୍ପତି ଏବଂ ଡେପୁଟି ବାଚସ୍ପତିଙ୍କ ଅନୁପସ୍ଥିତିରେ ମହିଳା ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। ଏଥିପାଇଁ ମହିଳା ବିଧାୟକଙ୍କ...

ମତଦାନ କଲେ ଅଖିଳେଶ

ଲକ୍ଷ୍ନୌ,୫ା୧୨: ସୋମବାର ସକାଳ ୭ଟାରୁ ୟୁପିର ମୈନପୁର ଲୋକ ସଭା ଆସନ ତଥା ରାମପୁର ଏବଂ ଖତୌଲି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ଭୋଟ୍‌ ଚାଲିଛି। ଆଜି ସକାଳେ ଭୋଟ୍‌ କେନ୍ଦ୍ରକୁ ଆସି ମତଦାନ କରିଛନ୍ତି ସମାଜବାଦୀ ପାର୍ଟି ସଭାପତି...

ବଙ୍ଗୋପ ସାଗରରେ ଭୂକମ୍ପ…

ନୂଆଦିଲ୍ଲୀ,୫।୧୨ : ସୋମବାର ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହି ଭୂକମ୍ପ ବିଷୟରେ ସୂଚନା ଦେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ସକାଳ ୮ଟା ୩୨ରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

୮ ଡିସେମ୍ବର ପର୍ଯ୍ୟନ୍ତ ତାମିଲନାଡୁ ସମେତ ୩ ରାଜ୍ୟରେ ସାମୁଦ୍ରିକ ଝଡ଼ ବର୍ଷା ପୂର୍ବାନୁମାନ କଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୫।୧୨ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଣ୍ଡାମାନ ଏବଂ ନିକୋବର ନିକଟରେ ସମୁଦ୍ର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଚେତାବନୀ ଦେଇଛି। ଆଇଏମଡି କହିଛି ଯେ ଡିସେମ୍ବର ୮ ତାରିଖ ସକାଳ ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ ଏବଂ ଆନ୍ଧ୍ରପ୍ରଦେଶର...

ଏଥର କିଛି ଅଲଗା କରି ଦେଖାଅ: ଗୁଜରାଟ ଭୋଟରଙ୍କୁ କେଜରିଓ୍ବାଲଙ୍କ ଅନୁରୋଧ…

ଅହମଦାବାଦ,୫।୧୨ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ଧାଡ଼ି ବାନ୍ଧି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ସକାଳ ୭ଟା ୪୫ରେ ଟୁଇଟ...

ମୃତ୍ୟୁ ସଂଖ୍ୟା ଶୂନ, ଦୈନିକ ସଂକ୍ରମଣ ୨୨୪…

ନୂଆଦିଲ୍ଲୀ, ୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି...

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ...

ଗୁଜରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ…

ଅହମଦାବାଦ,୫।୧୨ : ଗୁଜରାଟର ୧୪ ଟି ଜିଲାର ୯୩ ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ...

ଇଣ୍ଟରନେଟ ବ୍ୟବହାରରେ ଭାରତୀୟ ମହିଳା ପଛୁଆ: ଅକ୍ସଫାମ ଇଣ୍ଡିଆ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଏନଜିଓ ଅକ୍ସଫାମ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ଇଣ୍ଟରନେଟ ବ୍ୟବହାରରେ ମହିଳାମାନେ ବହୁ ପଛରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କେବଳ ଏକ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାରକାରୀ ହେଉଛନ୍ତି...

ପ୍ରବାସୀ ଶ୍ରମିକ ଭାରତକୁ ପଠାଇଛନ୍ତି ସର୍ବାଧିକ ଟଙ୍କା: ବିଶ୍ୱବ୍ୟାଙ୍କ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଅନ୍ୟ ଦେଶ ତୁଳନାରେ ଦେଶକୁ ଟଙ୍କା ପଠାଇବାରେ ପ୍ରବାସୀ ଭାରତୀୟ ଶ୍ରମିକମାନେ ଆଗରେ ରହିଛନ୍ତି। ବିଶ୍ୱବ୍ୟାଙ୍କର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ଭାରତର ଟଙ୍କା ୧୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri