ଜାତୀୟ

ଆଜି ସିଙ୍ଗାପୁରରେ ହେବ ଲାଲୁଙ୍କ କିଡ୍‌ନୀ ପ୍ରତିରୋପଣ

ପାଟନା,୫ ।୧୨: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର ସୋମବାର ସିଙ୍ଗାପୁରରେ କିଡନୀ ପ୍ରତିରୋପଣ ହେବାକୁ ଯାଉଛି । ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ ଦେବେ । ଏହାକୁ ନେଇ ରୋହିଣୀ ପ୍ରତି ମୁହୂର୍ତ୍ତର ଅପଡେଟ ଦେବା ସହ...

ଭିଡିଓ ଜାରି କରି ଭାଜପା ଉପରେ ଅଭିଯୋଗ ଆଣିଲେ ଡିମ୍ପଲ

ଲକ୍ଷ୍ନୌ,୫ ।୧୨: ଉତ୍ତର ପ୍ରଦେଶର ମେନପୁରୀ ଲୋକ ସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଛି । ଏହି ଆସନରେ ସମାଜବାଦୀ ପାର୍ଟି ମେଣ୍ଟ ଓ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ମୁକାବିଲା ହେଉଛି ।...

ବିଧାୟକଙ୍କ ଉପରେ ଆକ୍ରମଣ: ୧୫ କିମି ଦୌଡି ବଞ୍ଚାଇଲେ ଜୀବନ

ଅହମ୍ମଦାବାଦ,୫।୧୨: ଗୁଜରାଟ ବିଧାନସଭା ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହେଉଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଉତ୍ତର ଗୁଜରାଟର ବନାସକାନ୍ତ ଜିଲାରେ କଂଗ୍ରେସ ବିଧାୟକ କାନ୍ତୀ ଖରାଡିଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କାନ୍ତୀ ଅଭିଯୋଗ...

ଏଆଇଏଡିଏମ୍‌କେରେ ଫାଟ ବଢ଼ୁଛି

ଚେନ୍ନାଇ,୫।୧୨ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏଡିଏମ୍‌କେରେ ଗୋଷ୍ଠୀ ବିବାଦ ବଢ଼ୁଥିବା ପୁନର୍ବାର ପଦାରେ ପଡ଼ିଛି। ଓ. ପିନୀରସେଲଭାମ୍‌ ସୋମବାର ଚେପକ୍‌ ଗେଷ୍ଟହାଉସ୍‌ରୁ ଜୟଲଲିଥାଙ୍କ ସ୍ମାରକୀ ପର୍ଯ୍ୟନ୍ତ ରାଲି...

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ, ନହେଲେ ଅନ୍ୟମାନଙ୍କୁ ବାଟ ଛାଡ଼ିଦିଅନ୍ତୁ ବୋଲି ଖାର୍ଗେ ବୈଠକରେ କଡ଼ା ବାର୍ତ୍ତା ଦେଇଛନ୍ତି।...

ଉଦୟପୁରରେ ପ୍ରଥମ ଜି୨୦ ଶେର୍ପା ବୈଠକ

ନୂଆଦିଲ୍ଲୀ,୫।୧୨ : ଭାରତ ଅଧ୍ୟକ୍ଷତାରେ ଜି୨୦ ଶେର୍ପା ବୈଠକ ରବିବାର ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ନେତାମାନଙ୍କ ସମିଟ୍‌ ଲାଗି ଏହି ବୈଠକରେ କାର୍ଯ୍ୟସୂଚୀ ସ୍ଥିର ହେବ। ଏହି ୪...

ମହିଳାଙ୍କୁ ଗଣବଳାତ୍କାର, ସିଗାରେଟ ଚେଙ୍କ

ମୁମ୍ବାଇ,୫।୧୨ : ମୁମ୍ବାଇରେ ଜଣେ ୪୨ ବର୍ଷୀୟ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର...

ଗୁଜରାଟର ୧୪ ଜିଲାର ୯୩ ଆସନରେ ମତଦାନ ଆରମ୍ଭ…

ଅହମଦାବାଦ,୫।୧୨ : ଶେଷ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଗୁଜରାଟର ୧୪ ଟି ଜିଲ୍ଲାର ୯୩ ଟି ଆସନରେ ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଛି। ଏଥିମଧ୍ୟରେ କେନ୍ଦ୍ରୀୟ ଏବଂ ଉତ୍ତର ଜିଲ୍ଲାର ୧୫ ଟି...

ଗୁଜରାଟ ବିଧାନସଭା ପାଇଁ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ, ଅହମଦାବାଦରେ ଭୋଟେ ଦେବେ ମୋଦି-ଶାହା

ଅହମଦାବାଦ,୫ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ସୋମବାର ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅହମଦାବାଦରୁ ଭୋଟ ଦେବେ ବୋଲି ଜଣାପଡିଛି ।...

ସର୍ବଦଳୀୟ ବୈଠକରେ ଯୋଗଦେବେ ମମତା

ନୂଆଦିଲ୍ଲୀ,୪।୧୨: ୨୦୨୩ ସେପ୍ଟେମ୍ବରରେ ହେବାକୁ ଥିବା ଜି-୨୦ ସମିଟ୍‌ ଉପରେ ଆଲୋଚନା ଏବଂ ଚୂଡ଼ାନ୍ତ ରୂପରେଖ ନେଇ କେନ୍ଦ୍ର ସରକାର ସୋମବାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ୪୦ଟି ଦଳର ଅଧ୍ୟକ୍ଷଙ୍କୁ ମନ୍ତ୍ରଣ...

ଦିବ୍ୟାଙ୍ଗଙ୍କୁ ମିଳିବ ଘରେ ରହି କାମ କରିବାର ସୁଯୋଗ

ଚେନ୍ନାଇ,୪।୧୨: ତାମିଲନାଡୁରେ ଉଭୟ ସରକାରୀ ଏବଂ ଘରୋଇ ସଂସ୍ଥାରେ ନିୟୋଜିତ ଦିବ୍ୟାଙ୍ଗ କର୍ମଚାରୀମାନଙ୍କୁ ଖୁବ୍‌ଶୀଘ୍ର ଘରେ ରହି କାମ କରିବାର ସୁଯୋଗ ମିଳିବ। ଏନେଇ ତାମିଲନାଡୁର ଦକ୍ଷତା ବିକାଶ ନିଗମ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସଫ୍ଟଓ୍ବେର ମାଧ୍ୟମରେ ତାଲିମ ଦେବା ଲାଗି...

ମୁଖ୍ୟମନ୍ତ୍ରୀଙ୍କ ସହ ନାଚିଲେ ରାହୁଲ ଗାନ୍ଧୀ

ଜୟପୁର,୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରବିବାର ମଧ୍ୟପ୍ରଦେଶରୁ ରାଜସ୍ଥାନର ଝାଲାୱାରରେ ପ୍ରବେଶ କରିଛି। ଏଠାରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ବାଗତ କରାଯାଇଛି। କେବଳ ଏତିକି ନୁହେଁ, ରାହୁଲ ଗୋଟିଏ ମଞ୍ଚରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri