ଜାତୀୟ

୧୬-୧୮ ବର୍ଷ ବୟସ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଜାଣନ୍ତି : ପୋକ୍ସୋ ମାମଲାରେ ପୂର୍ବତନ ବିଚାରପତି ଲୋକୁରଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୩।୧୨ : କିଶୋର ବୟସ ସମ୍ପର୍କରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ମଦନ ବି, ଲୋକୁର କହିଛନ୍ତି ଯେ, ୧୬-୧୮ ବର୍ଷ ବୟସ୍କ ସେମାନଙ୍କ ଅନ୍ତରଙ୍ଗ ସମ୍ପର୍କରେ କ’ଣ କରୁଛନ୍ତି ତାହା ଭଲ ଭାବେ ଜାଣନ୍ତି। ଏହାର ଫଳଫଳା ନେଇ ମଧ୍ୟ...

ଭାରତରେ ୨ ପ୍ରତିଶତରୁ ଅଧିକ ଜନସଂଖ୍ୟା ବିଦ୍ୟାଙ୍ଗ, ସେମାନଙ୍କୁ ମିଳୁ ଶିକ୍ଷା-ରୋଜଗାର ସୁଯୋଗ: ରାଷ୍ଟ୍ରପତି…

ନୂଆଦିଲ୍ଲୀ,୩।୧୨ : ବିଦ୍ୟାଙ୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଶନିବାର ସେ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଭାଷା ପ୍ରତିବନ୍ଧକକୁ ହଟାଇବା ଏବଂ ବିଦ୍ୟାଙ୍ଗମାନଙ୍କ ପାଇଁ ଶିକ୍ଷାକୁ ଅଧିକ...

ରାଜ୍ୟପାଳଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ ହେବା ଜରୁରୀ : ଉଦ୍ଧବ…

ମୁମ୍ବାଇ,୩।୧୨ : ଅନେକ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର ନା ଧରୁନି। ତାମିଲନାଡୁରୁ ରାଜ୍ୟପାଳଙ୍କୁ ହଟାଇବାକୁ ଦାବି ହେଉଛି ଏବଂ କେରଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠିଛି। ଏଥି ସହିତ ମହାରାଷ୍ଟ୍ରର...

୨୦୪୭ ସୁଦ୍ଧା ଭାରତୀୟ ନୌସେନା ହେବ ଆତ୍ମନିର୍ଭର : ନୌସେନା ପ୍ରମୁଖ…

ନୂଆଦିଲ୍ଲୀ,୩।୧୨ : ନୌସେନା ଦିବସର ଗୋଟିଏ ଦିନ ପୂର୍ବରୁ ଭାରତୀୟ ନୌସେନାର ବାର୍ଷିକ ଗଣମାଧ୍ୟମ ସମ୍ମିଳନୀକୁ ଶନିବାର ରାଜଧାନୀ ଦିଲ୍ଲୀରେ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଆଇଏନଏସ ବିକ୍ରାନ୍ତର କମିଶନକୁ...

ଏମ୍ସ ସର୍ଭର ହ୍ୟାକ ଏକ ଆତଙ୍କବାଦୀ ଷଡ଼ଯନ୍ତ୍ର : ପୂର୍ବତନ ଦିଲ୍ଲୀ ଡିସିପି…

ନୂଆଦିଲ୍ଲୀ,୩।୧୨ : ଦିଲ୍ଲୀ ଏମ୍ସ ସର୍ଭର ଉପରେ ହୋଇଥିବା ସାଇବର ଆକ୍ରମଣକୁ ଇତିମଧ୍ୟରେ ୧୦ ଦିନ ବିତିଛି। ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକୁ ଏହା ଚିନ୍ତାରେ ପକାଇ ଦେଇଛି। ଇତିହାସରେ ପ୍ରଥମ ଥର ପାଇଁ ଏହା ଘଟିଛି ଯେତେବେଳେ ଦେଶର ଏତେ...

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ ଏବଂ ହିଂସା ସପକ୍ଷରେ ନାହିଁ। ତଥାପି, ଏହା ଅନ୍ୟାୟ ଏବଂ ଅତ୍ୟାଚାର ପ୍ରତି...

ବର୍ଷକରେ ନିର୍ମାଣ ହେବ ୧୪ ଶହ ମନ୍ଦିର

ଅମରାବତୀ,୩।୧୨: ଆନ୍ଧ୍ରପ୍ରଦେଶରେ ୧,୪୦୦ ନୂଆ ମନ୍ଦିର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ଏହି ମନ୍ଦିର ନିର୍ମାଣ କରିବା ନେଇ ପ୍ରସ୍ତାବ ରହିଛି। ଏନେଇ ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି) ଆର୍ଥତ୍କ ସହାୟତା ଯୋଗାଇଦେବ। ରାଜ୍ୟ ସରକାର ଧର୍ମୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଆର୍‌ଏସ୍‌ଏସ୍‌ର...

ସକ୍ରିୟ ମାମଲା ୫ ହଜାର ତଳେ…

ନୂଆଦିଲ୍ଲୀ, ୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ...

‘ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ’: ରାଜାମୌଲି ଶ୍ରେଷ୍ଠ ନିର୍ଦ୍ଦେଶକ

ନୂଆଦିଲ୍ଲୀ,୩।୧୨: ସୁପରହିଟ ଫିଲ୍ମ ଆରଆରଆର ପାଇଁ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କୁ ପୁରସ୍କାର ମିଳିଛି। ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍‌ଓ୍ବାଇଏଫ୍‌ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ହେଉଛି ଆମେରିକାର ଫିଲ୍ମ...

ମଲାଡରେ ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଝରକାରୁ ଡେଇଁଲେ ଯୁବତୀ

ମୁମ୍ବାଇ,୩।୧୨: ମୁମ୍ବାଇର ମଲାଡ ଅଞ୍ଚଳରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ମଲାଡ ସ୍ଥିତ ଜନକଲ୍ୟାଣ ନଗରରେ ଥିବା ଏକ ୨୧ମହଲା ବିଶିଷ୍ଟ କୋଠାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ତୃତୀୟ ମହଲାରେ ଘଟିଥିବା ବେଳେ ଏହାକୁ...

ଟିଏମ୍‌ସି ନେତାଙ୍କ ଘରେ ବିସ୍ଫୋରଣ: ୩ ମୃତ

କୋଲାକାତା,୩।୧୨: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଟିଏମ୍‌ସିି କର୍ମୀ ଥିବା କୁହାଯାଉଛି। ପୂର୍ବ ମେଦିନୀପୁରର...

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri