ଜାତୀୟ

ଟିଏମ୍‌ସି ନେତାଙ୍କ ଘରେ ବିସ୍ଫୋରଣ: ୩ ମୃତ

କୋଲାକାତା,୩।୧୨: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଟିଏମ୍‌ସିି କର୍ମୀ ଥିବା କୁହାଯାଉଛି। ପୂର୍ବ ମେଦିନୀପୁରର...

ଶୀତ ଅଧିବେଶନ ପାଇଁ ରଣକୌଶଳ

ନୂଆଦିଲ୍ଲୀ,୩ା୧୨: ଆସନ୍ତା ୭ ତାରିଖରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳ କଂଗ୍ରେସ ରଣକୌଶଳ ପ୍ରସ୍ତୁତି ନିମନ୍ତେ ଶନିବାର ଏହାର ବରିଷ୍ଠ ନେତାମାନଙ୍କ ବୈଠକ ଡାକିଛି। ମୁଖ୍ୟତଃ ବେରୋଜଗାରୀ,...

ବିଜେଡି, ଭାଜପା ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ

ପଦ୍ମପୁର,୩ା୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣକୁ ଆଉ ୩ ଦିନ ବାକି ଅଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପଦ୍ମପୁର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭାରେ ଯୋଗ ଦେଇଥିଲେ।...

ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩।୧୨: ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ...

ଶାହି ଇଦଗାହରେ ହନୁମାନ ଚାଳିଶା ପାଠ ପାଇଁ ଅନୁମତି ମାଗିଲା ହିନ୍ଦୁ ମହାସଭା, ମଥୁରାରେ ୧୪୪ ଧାରା ଜାରି

ମଥୁରା, ୩ ।୧୨: ଉତ୍ତର ପ୍ରଦେଶ ମଥୁରାରେ ହଠାତ୍ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାକୁ ଯାଉଛି । ସୂଚନାଯୋଗ୍ୟ, ଅଖିଳ ଭାରତୀୟ ହିନ୍ଦୁ ମହାସଭା ମଥୁରା ଜନପଦରେ ଶ୍ରୀକୃଷ୍ଣ ଜନ୍ମଭୂମୀ-ଇଦଗାହ ପରିସରରେ ଲଡୁ ଗୋପାଳଙ୍କର ୬ ଡିସେମ୍ବରରେ ଜଳାଭିଷେକ କରିବା...

ବିଚାରପତି ନିଯୁକ୍ତି ବ୍ୟବସ୍ଥା ସବୁଠୁ ସ୍ବଚ୍ଛ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୧୨: ବିଚାରପତି ନିଯୁକ୍ତି ବ୍ୟବସ୍ଥାକୁ ନେଇ ଦେଶବ୍ୟାପୀ ବିତର୍କ ଆରମ୍ଭ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମ୍ପୃକ୍ତ ବିଚାରପତିମାନଙ୍କ କଲେଜିୟମ ସବୁଠୁ ସ୍ବଚ୍ଛ ବୋଲି ସର୍ବୋଚ୍ଚ ଅଦାଲତ...

ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ

ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ ରଖିଥାଏ । ଭାରତୀୟ-ଆମେରିକୀୟ ବ୍ୟବସାୟ ଓ ଉଦ୍ଦ୍ୟୋଗ କ୍ଷେତ୍ରରେ ୨୦୨୨ ପାଇଁ ପଦ୍ମ...

୪ ଜଣଙ୍କ ଜାମିନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୩ା୧୨: ୧୯୯୪ ଇସ୍ରୋ ଗୁପ୍ତଚରଗିରି ଘଟଣାରେ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ସମ୍ପୃକ୍ତ କରାଯିବା ମାମଲାରେ ପୂର୍ବତନ ପୋଲିସ ଡିଜିଙ୍କ ସମେତ ୪ ଜଣଙ୍କୁ କେରଳ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଥିବାବେଳେ ସୁପ୍ରିମକୋର୍ଟ ଶୁକ୍ରବାର ଏହାକୁ ଖାରଜ କରିଦେଇଛନ୍ତି। ଜଷ୍ଟିସ୍‌...

ଜେଏନ୍‌ୟୁରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ

ନୂଆଦିଲ୍ଲୀ,୩ା୧୨: ନୂଆଦିଲ୍ଲୀସ୍ଥିତ ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଜବାହାରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ପୁଣି ବିବାଦ ଘେରକୁ ଆସିଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର କାନ୍ଥଗୁଡ଼ିକରେ ବ୍ରାହ୍ମଣ ବିରୋଧୀ ସ୍ଲୋଗାନ ଲେଖାଯାଇଛି। ବ୍ରାହ୍ମଣ ଓ ବଣିଆ ସମ୍ପ୍ରଦାୟର ଲୋକେ କ୍ୟାମ୍ପସ୍‌ ତଥା ଦେଶ ଛାଡ଼ି...

ସ୍ପାଇସ ଜେଟ, କତର ଏୟାର ୱେଜ ପରେ ଇଣ୍ଡିଗୋ ବିମାନରେ ତ୍ରୁଟି, ମୁମ୍ବାଇ ଡାଇଭର୍ଟ

ମୁମ୍ବାଇ,୩ ।୧୨: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ କନ୍ନୁରରୁ ଦୋହା ଯାଉଥିବା ବେଳେ ଶୁକ୍ରବାର ଏହାକୁ ମୁମ୍ବାଇ ଏୟାରପୋର୍ଟକୁ ଡାଇଭର୍ଟ କରି ଦିଆଯାଇଛି । ଗୋଟିଏ ଦିନରେ ଏହି ଯାନ୍ତ୍ରିକ ତ୍ରୁଟିର ଏହା ତୃତୀୟ ଘଟଣା । ଏହାପୂର୍ବରୁ ଶୁକ୍ରବାର...

ଏମସିଡି ନିର୍ବାଚନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩ ।୧୨: ଦିଲ୍ଲୀରେ ଆସନ୍ତା କାଲି ଅର୍ଥାତ୍ ୪ ଡିସେମ୍ବର ରବିବାର ନଗର ନିଗମ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଡିସେମ୍ବର ୪ର ମତଦାନ ପାଇଁ ସମସ୍ତ ସ୍କୁଲରେ ପୋଲିଂ ଷ୍ଟେଶନ କରାଯିବ । ଏହାର ପ୍ରସ୍ତୁତି...

୩ ବିଧାନସଭା ଦେଇ ଯିବ ମୋଦିଙ୍କ ରୋଡ ଶୋ’

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ଇତିମଧ୍ୟରେ ଶୁକ୍ରବାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋଡ ଶୋ’ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ରୋଡ ଶୋ’ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଛି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri