ଜାତୀୟ

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବଙ୍କୁ ଗିରଫ କଲା ଇଡି

ରାୟପୁର,୨।୧୨: ମନି ଲଣ୍ଡରିଂ ମାମଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲାଙ୍କ ଉପ ସଚିବ ସୋମ୍ୟା ଚୌରାସିଆଙ୍କୁ ଶୁକ୍ରବାର ରାୟପୁରରୁ ଗିରଫ କରିଛି। ବର୍ତ୍ତମାନ ଯାଞ୍ଚ ପାଇଁ ତାଙ୍କୁ ହସ୍ପିଟାଲ ନିଆଯାଇଛି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବଘେଲାଙ୍କ ଉପ ସଚିବ...

ଛୁଟି ପାଇଁ ଶିକ୍ଷକ ଲେଖିଲେ ଅଜବ ଦରଖାସ୍ତ: ଅଡୁଆରେ ଶିକ୍ଷା ବିଭାଗ

ପାଟନା,୨।୧୨: ବିହାରର ଏବେ ଶିକ୍ଷକମାନେ ଅଜବ ଢ଼ଙ୍ଗରେ ଦରଖାସ୍ତ ଲେଖି ଆକସ୍ମିକ ଛୁଟି ପାଇଁ ଆବେଦନ କରୁଛନ୍ତି। ବର୍ତ୍ତମାନ ଏହି ଛୁଟି ଆବେଦନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶିକ୍ଷକ ଅଜୟ କୁମାର ଡିସେମ୍ବର ୫ ସୋମବାର...

ଚଳନ୍ତା ଟ୍ରେନ୍‌ର ଝରକା ଭାଙ୍ଗି ଯାତ୍ରୀଙ୍କ ଗଳାରେ ପଶିଲା ରଡ୍‌

ଅଲିଗଡ଼,୨।୧୨: ମୃତ୍ୟୁ କେବେ ଏବଂ କିପରି ଆସେ ତାହା କେହି କେବେ ଭାବି ନ ଥା’ନ୍ତି। ଏପରି ଏକ ଘଟଣା ଘଟିଛି ଚଳନ୍ତା ଟ୍ରେନରେ। ଦିଲ୍ଲୀର ଆନନ୍ଦ ବିହାରରୁ ଓଡ଼ିଶାର ପୁରୀ ମଧ୍ୟରେ ଚାଲୁଥିବା ନିଳାଞ୍ଚଳ ଏକ୍ସପ୍ରେସ ଟ୍ରେନ୍‌ରେ ଘଟିଛି...

ପୁଣେରେ ଜିକା ଭାଇରସ

ପୁଣେ,୨ ।୧୨: ମହାରାଷ୍ଟ୍ର ପୁଣେରେ ଜିକା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ୧୬ନଭେମ୍ବର ଜ୍ୱର, କାଶ, ଆଣ୍ଠିଗଣ୍ଠି ଦରଜ ହେବା ଅଭିଯୋଗ କରିବା ସହ ବ୍ୟକ୍ତି ଜଣକ ଜାହାଙ୍ଗିର ହସ୍ପିଟାଲ ଚିକିତ୍ସା ପାଇଁ ଆସିଥିଲେ ।...

କଂଗ୍ରେସର ଦୁଇଟି କାର୍ଯ୍ୟ: ଇଭିଏମ୍‌ରେ ଦୋଷ ଖୋଜିବା, ମୋଦିଙ୍କୁ ଗାଳି ଦେବା

ଅହମ୍ମଦାବାଦ,୨।୧୨: ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରସୋରରେ ଚାଲିଛି। ପ୍ରଚାର ସମୟରେ ବିଭିନ୍ନ ଦଳର ନେତାମାନେ ପରସ୍ପର ଉପରେ କାଦୁଅଫିଙ୍ଗା ରାଜନୀତି କରିବା ସହ ରାଜନୈତିକ ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଛତିଶଗଡରେ ଖଣି ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ପ୍ରଥମେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ୭ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ରହିଥିବା ସୂଚନା ମିଳିଛି। ଏଥିସହ...

କଂଗ୍ରେସର ପୂର୍ବତନ ନେତାଙ୍କୁ ଭାଜପା ଦେଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ,୨ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର କଂଗ୍ରେସର ପୂର୍ବତନ ନେତା ଜୟବୀର ସେରଗିଲଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି କରିବାକୁ ଘୋଷଣା କରିଛି । ଏପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ସୁନିଲ ଜାଖଡଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟ...

ଖଣି ଭୁଶୁଡି ଚାଲିଗଲା ୪ ଜୀବନ, ଫସି ରହିଛନ୍ତି ୧୨ରୁ ଅଧିକ

ରାୟପୁର,୨।୧୨: ଛତିଶଗଡର ମାଲଗାଓଁରେ ଶୁକ୍ରବାର ଚୂନ ପଥର ଖଣି ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗ୍ରାମବାସୀ ଫସି ରହିଥିବା ଜଣାପଡିଛି। ପୋଲିସ ଏବଂ ଏକ ଏସଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର...

ଇଡିରେ ହାଜର ହେଲେ ନୋରା

ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ତେବେ ଆଜି ପୁଣି ଥରେ ସେ...

ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨।୧୨: ରାମପୁର ଉପନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାମପୁର ଡିଏସ୍‌ପି ଅନୁଜ କୁମାର ଚୌଧୁରୀ ଏହି ସୂଚନା ଦେଇଛନ୍ତି। ନଭେମ୍ବର...

କାଲିଫର୍ନିଆରୁ ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର: ମୁସେଓ୍ବାଲାଙ୍କୁ ହତ୍ୟା ପରେ ହୋଇଥିଲେ ଫେରାର

କାଲିଫର୍ନିଆ/ଚଣ୍ଡିଗଡ଼,୨।୧୨: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରଙ୍କୁ ଆମେରିକାର କାଲିଫର୍ନିଆରୁ ହେପାଜତକୁ ନିଆଯାଇଛି। କିଛି ସମୟ ପୂର୍ବରୁ ତାଙ୍କ ବିରୋଧରେ ଇଣ୍ଟରପୋଲ ପକ୍ଷରୁ ଏକ ରେଡ୍‌ କର୍ନର ନୋଟିସ୍‌ ଜାରି କରାଯାଇଥିଲା। ଗୋଲ୍ଡି ବ୍ରାରଙ୍କ ବିରୋଧରେ...

ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ ଭିତ୍ତିହୀନ ହୋଇଛି। ତେଣୁ ଏହା ଉପରେ ରୋକ ଲଗାଯିବ ନାହିଁ। ନ୍ୟାଶ୍‌ନାଲ୍‌ ୟୁଥ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri