ଜାତୀୟ

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ: ୫ଟା ଯାଏ ୫୯ ପ୍ରତିଶତ ଭୋଟିଂ, ତାପିରେ ସର୍ବାଧିକ

ଅହମ୍ମଦାବାଦ,୧।୧୨: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ଭୋଟ ଦେବାର ସମୟ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ଗୁରୁବାର ଗୁଜୁରାଟ ବିଧାନସଭାର ମୋଟ ୧୮୨ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନ ପାଇଁ...

ଅହମ୍ମଦାବାଦରେ ୫୪କି.ମି. ଯାଏ ମୋଦିଙ୍କ ମେଗା ରୋଡ ଶୋ’: ୧୪ ବିଧାନସଭାକୁ କରିବ କଭର୍‌

ଅହମ୍ମଦାବାଦ,୧।୧୨: ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗୁରୁବାର ଶେଷ ହୋଇଛି। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମ୍ମଦାବାଦରେ ଏକ ମେଗା ରୋଡ ଶୋ’ କରିଛନ୍ତି। ମୋଦିଙ୍କ ଏହି ୫୪ କିଲୋମିଟର ଲମ୍ବା...

ପଲିଗ୍ରାଫ୍‌ ପରେ ନାର୍କୋ ଟେଷ୍ଟରେ ମଧ୍ୟ ନିଜ ଅପରାଧ ସ୍ବୀକାର କଲେ ଆଫ୍‌ତାବ

ନୂଆଦିଲ୍ଲୀ,୧।୧୨: ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଆଫ୍‌ତାବ ଅମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟ ଗୁରୁବାର ଦିଲ୍ଲୀର ରୋହିଣୀ ସ୍ଥିତ ଡା.ଭୀମାରାଓ ଆମ୍ବେଦକର ହସ୍ପିଟାଲରେ ହୋଇଛି। ଆଫ୍‌ତାବଙ୍କ ନାର୍କୋ ଟେଷ୍ଟ ୧ଘଣ୍ଟା ୫୦ମିନିଟ ଧରି ଚାଲିଥିଲା। ଟେଷ୍ଟ ପରେ ଅଭିଯୁକ୍ତ ଆଫ୍‌ତାବଙ୍କୁ...

ରାଜଧାନୀରେ ତିନି ଦିନ ମଦ ବିକ୍ରି ବନ୍ଦ

ନୂଆଦିଲ୍ଲୀ,୧।୧୨: ଆସନ୍ତା ୪ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି) ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସାରୁ ଜାତୀୟ ରାଜଧାନୀରେ ତିନି ଦିନ ପର୍ଯ୍ୟନ୍ତ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରଚାର ଶେଷ ହେବା ଦିନଠାରୁ ଭୋଟ...

ଗୁଜରାଟ ନିର୍ବାଚନ: ଦ୍ୱିପ୍ରହର ୩ଟା ଯାଏ ୪୯% ଭୋଟିଂ, ତାପିରେ ରେକର୍ଡ ଭାଙ୍ଗିଲା ମତଦାନ

ଅହମ୍ମଦାବାଦ,୧।୧୨: ଗୁଜରାଟରେ ୮୯ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ ଶେଷ ହେବାକୁ ଆଉ କିଛି ସମୟ ବାକି ରହିଛି। ତେବେ ଦ୍ୱିପ୍ରହରେ ୩ଟା ଯାଏ ଗୁଜରାଟରେ ୪୯ପ୍ରତିଶତ ଭୋଟିଂ ହୋଇଥିବା ଜଣାପଡ଼ିଛି। ସର୍ବାଧିକ...

ଝାଡଖଣ୍ଡରେ ଏନକାଉଣ୍ଟର : ୨ ଯବାନ ଆହତ

ରାଞ୍ଚି,୧।୧୨: ଝାଡଖଣ୍ଡର ଚାଇବାସାରେ ଗୁରୁବାର ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହତ ଯବାନଙ୍କୁ ଏନକାଉଣ୍ଟର ସ୍ଥାନରୁ ଚିକିିତ୍ସା ପାଇଁ ରାଞ୍ଚି ସ୍ଥାନାନ୍ତର କରାଯାଇଥିବା ଝାଡଖଣ୍ଡ ପୋଲିସ...

ବିଶ୍ୱ କଲ୍ୟାଣ ପାଇଁ ଚିନ୍ତାଧାରାରେ ପରିବର୍ତ୍ତନ ଜରୁରୀ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧।୧୨ : ବିଶ୍ୱର ବୃହତ୍ତମ ଅର୍ଥନୀତିର ଫୋରମ ଜି-୨୦ ରେ ଭାରତର ଅଧ୍ୟକ୍ଷତା ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ମାନବିକତାର ସାମଗ୍ରିକ ଉନ୍ନତି ପାଇଁ ଚିନ୍ତାଧାରାରେ ଏକମୌଳିକ ପରିବର୍ତ୍ତନର ଆବଶ୍ୟକତା ରହିଛିି।...

ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲ ହ୍ୟାକ…

ନୂଆଦିଲ୍ଲୀ,୧।୧୨ : ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକ ପରେ ଏବେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ହ୍ୟାକରମାନେ ହ୍ୟାକ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଶାଖା ଏହାର ଯାଞ୍ଚ୍‌ରେ ଲାଗିଛନ୍ତି। ମନ୍ତ୍ରଣାଳୟର ଟୁଇଟର ହ୍ୟାଣ୍ଡେଲକୁ ଗୁରୁବାର...

ଡିଜିଟାଲ ଟଙ୍କାର ରିଟେଲ ଟ୍ରାଏଲ : ପ୍ରଥମେ ମୁମ୍ବାଇ-ନୂଆଦିଲ୍ଲୀ-ବେଙ୍ଗାଲୁରୁ-ଭୁବନେଶ୍ୱରରେ…

ନୂଆଦିଲ୍ଲୀ,୧।୧୨ : ଖୁଚୁରା ଡିଜିଟାଲ ଟଙ୍କାର ପାଇଲଟ ପ୍ରକଳ୍ପ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ୧ ନଭେମ୍ବର ୨୦୨୨ ରେ ହୋଲସେଲ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି) ର ଏକ ଟ୍ରାଏଲ ରନ ଆରମ୍ଭ କରାଯାଇଥିଲା। ଭାରତୀୟ...

ସାଇକେଲରେ ଗ୍ୟାସ ସିଲିଣ୍ଡର ନେଇ ଭୋଟ ଦେବାକୁ ପହଞ୍ଚିଲେ କଂଗ୍ରେସ ପ୍ରାର୍ଥୀ, ଭିଡ଼ିଓ ଭାଇରାଲ…

ଅମରେଲି,୧।୧୨ : ଗୁଜରାଟରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଗୁରୁବାର ଆରମ୍ଭ ହୋଇଛି। ଏହି ସମୟରେ ଆମରେଲିରେ କଂଗ୍ରେସ ପ୍ରାର୍ଥୀ ପରେଶ ଧନାନୀଙ୍କ ଏକ ଭିନ୍ନ ଶୈଳୀରେ ଭୋଟ ଦେବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଥିବା ଦେଖିବାକୁ ମିଳିଛି।...

ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ-ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ଅଣାଯିବ ବିଧେୟକ…

ନୂଆଦିଲ୍ଲୀ,୧।୧୨ : ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ଆମିଷ ଭୋଜନ ପରସା ନ ଯିବାକୁ ଏବଂ ବେସରକାରୀ କ୍ଷେତ୍ରରେ ଲାଞ୍ଚ କାରବାର ବିରୋଧରେ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପରିପ୍ରେକ୍ଷୀରେ ଏକ ଘରୋଇ ବିଲ ଅଣାଯିବାର ଯୋଜନା ରହିଛି। ଏହି ଦୁଇଟି...

ଦୈନିକ ମୃତ୍ୟୁ ସଂଖ୍ୟା ଶୂନ…

ନୂଆଦିଲ୍ଲୀ, ୧।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri