ଜାତୀୟ

ମେହେବୁବା ମୁଫତିଙ୍କ ସମେତ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟାରେ ସରକାରୀ ଘର ଖାଲି କରିବାକୁ ନୋଟିସ, ଆଇନଗତ କାର୍ଯ୍ୟାନୁଷ୍ଠାନର ଚେତାବନୀ

ଶ୍ରୀନଗର, ୨୮ ।୧୧: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ପ୍ରଶାସନ ରବିବାର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହେବୁବା ମୁଫତି ଓ ଅନ୍ୟ ୭ ପୂର୍ବତନ ବିଧାୟକଙ୍କୁ ୨୪ ଘଣ୍ଟା ଭିତରେ ସରକାରୀ ଘର ଖାଲି କରିବାକୁ କହିଛନ୍ତି । ଅଧିକାରୀଙ୍କ...

ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ...

ଲୁଟିନେଲେ ୧୬କେଜି ସୁନା, ନଗଦ ଟଙ୍କା

ଭୋପାଳ,୨୭।୧୧: ମଧ୍ୟପ୍ରଦେଶ କଟ୍‌ନି ଜିଲାରେ ସୁନା ବଦଳରେ ଋଣ ଦେଉଥିବା ଏକ ସଂସ୍ଥାରୁ ଡକାୟତମାନେ ୧୬ କେଜି ସୁନା ଓ ନଗଦ ୩.୫ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡିଛି। ମୁଖାପିନ୍ଧା ୬ ଜଣ ସଶସ୍ତ୍ର ଡକାୟତ ବାଇକ୍‌ରେ ଆସି...

ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ: ଜଣେ ମୃତ, ୧୪ ଯାତ୍ରୀ ଆହତ

ନାଗପୁର,୨୭।୧୧: ମହାରାଷ୍ଟ୍ର କେନ୍ଦ୍ରୀୟ ରେଲଓ୍ବେ ନାଗପୁର ଡିଭିଜନ ଅଧୀନ ବଲ୍ଲାରଶାହ ଷ୍ଟେଶନରେ ରବିବାର ଏକ ଅଘଟଣ ଘଟିଛି। ଏକ ଫୁଟ୍‌ ଓଭରବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡିଛି। ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଯାତ୍ରୀ...

‘ମୁଁ ଦଳର କାହା ଉପରେ ରାଗି ନାହିଁ’

ନୂଆଦିଲ୍ଲୀ,୨୭ା୧୧: କଂଗ୍ରେସ ଏମ୍‌ପି ଶଶି ଥରୁର କହିଛନ୍ତି, ସେ କେରଳ ୟୁନିଟ୍‌ରେ କାହା ଉପରେ ରାଗି ନାହାନ୍ତି। ସେ ଦଳର କାହା ବିରୋଧରେ କହି ନାହାନ୍ତି କିମ୍ବା ନିର୍ଦ୍ଦେଶ ବିରୋଧରେ କାର୍ଯ୍ୟ କରିନାହାନ୍ତି। ଯଦି କେହି ଏପରି ଭାବନ୍ତି, ତେବେ...

କଂଗ୍ରେସକୁ ଟାର୍ଗେଟ କଲେ ମୋଦି

ନୂଆଦିଲ୍ଲୀ,୨୭ା୧୧: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭାଜପା ସକ୍ରିୟ ଭାବେ ପ୍ରଚାର କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜୁରାଟର ଖେଡାଠାରେ ଏକ ନିର୍ବାଚନୀ ବୈଠକରେ ସମ୍ବୋଧିତ କରିଛନ୍ତି। ଆତଙ୍କବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରିବା...

ଭାଜପା ପାଲଟିଛି ଭିଡ଼ିଓ ତିଆରି କରୁଥିବା ପାର୍ଟି : କେଜରିଓ୍ବାଲଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୭।୧୧ : ତିହାର ଜେଲର ସତ୍ୟେନ୍ଦ୍ର ଜୈନଙ୍କ ନୂଆ ଭିଡିଓ ଭାଜପା ପକ୍ଷରୁ ଜାରି କରାଯାଇଛି। ଏପରିସ୍ଥଳେ ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସୁରଟରେ ପହଞ୍ଚିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ ଭାଜପା ବର୍ତ୍ତମାନ ଏକ...

ପୃଥିବୀର ୪୮.୭ କୋଟି ହ୍ବାଟସଆପ୍‌ ୟୁଜରଙ୍କ ଡାଟା ହ୍ୟାକ, ୬୧.୬୨ ଲକ୍ଷ ଭାରତୀୟଙ୍କ ଫୋନ୍‌ ନମ୍ବର ସାମିଲ…

ନୂଆଦିଲ୍ଲୀ,୨୭।୧୧ : ହ୍ୟାକର୍ସ ସମଗ୍ର ପୃଥିବୀର ୪୮.୭ କୋଟି ହ୍ବାଟସଆପ୍‌ ୟୁଜରଙ୍କ ଡାଟା ହ୍ୟାକ କରି ଏହାକୁ ଇଣ୍ଟରନେଟରେ ବିକ୍ରୟ ପାଇଁ ଛାଡିଛନ୍ତି। ସେଥିମଧ୍ୟରୁ ୬୧.୬୨ ଲକ୍ଷ ଫୋନ ନମ୍ବର ଭାରତୀୟଙ୍କର ଅଟେ। ଏହା ସବୁଠୁ ବଡ ଡାଟା ଚୋରି...

ମହିଳାଙ୍କୁ ଆତଙ୍କବାଦ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ଆତଙ୍କବାଦୀ…

ଶ୍ରୀନଗର,୨୭।୧୧ : କାଶ୍ମୀରର ତିନୋଟି ଜିଲା ଆତଙ୍କବାଦରୁ ମୁକ୍ତ ହୋଇଛି। ଚଳିତ ବର୍ଷ ୧୮୯ ଆତଙ୍କବାଦୀଙ୍କର ଏନକାଉଣ୍ଟର କରାଯାଇଛି ବୋଲି ଏଡିଜିପି କଶ୍ମୀର ଜୋନ ବିଜୟ କୁମାର କହିଛନ୍ତି। ସେମାନଙ୍କ ମଧ୍ୟରେ ୧୨୭ ଜଣ ସ୍ଥାନୀୟ ଏବଂ ୪୨ ଜଣ...

ଫସଲ ବୀମାରେ ମିଳିଛି ମାତ୍ର ୯୦ ଟଙ୍କା, ମହାରାଷ୍ଟ୍ର ଚାଷୀଙ୍କ ଦୁଃଖଭରା କାହାଣୀ…

ମୁମ୍ବାଇ,୨୭।୧୧ : ମହାରାଷ୍ଟ୍ରରେ ଅତ୍ୟଧିକ ବର୍ଷା ଯୋଗୁ ଅନେକ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିଲା। ସେମାନେ ବହୁତ କମ କ୍ଷତିପୂରଣ ରାଶି ପାଇଛନ୍ତି ବୋଲି କୃଷକମାନେ ଦାବି କରିଛନ୍ତି। ଜଣେ ଚାଷୀଙ୍କୁ ଫସଲ ନଷ୍ଟ ପାଇଁ ମାତ୍ର ୯୦ ଟଙ୍କା...

ପରିଯୋଜନା ପୂରଣ କରିବାରେ ସଡ଼କ ପରିବହନ ବିଭାଗ ପଛୁଆ, ବିଳମ୍ବରେ କାର୍ଯ୍ୟ କରୁଛି ୨୪୩ ପ୍ରକଳ୍ପ…

ନୂଆଦିଲ୍ଲୀ,୨୭।୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବାରେ ସଡକ ପରିବହନ ଏବଂ ରାଜପଥ ବିଭାଗ ପଛରେ ପଡିଛି। ବିଭାଗର ୨୪୩ ଟି ପ୍ରକଳ୍ପ ବିଳମ୍ବରେ ଚାଲିଛି। ଏହା ପରେ ରେଳବାଇ ଦ୍ୱିତୀୟ ସ୍ଥାନରେ ରହିଛି। ରେଳବାଇର ୧୧୪ଟି...

ରେପିଷ୍ଟ ଏବେ ଥେରାପିଷ୍ଟ ହୋଇଗଲେଣି: ନଡ୍ଡା

ନୂଆଦିଲ୍ଲୀ,୨୭ ।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଯୋରସୋରରେ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀର ୱଜିରପୁର େଓøଦ୍ଦୌଗିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri