ଜାତୀୟ

ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ, ପାକିସ୍ତାନ ଯୁବକଙ୍କ ଗୋଡକୁ ଗୁଳି କଲେ ବିଏସଏଫ ଯବାନ

ଶ୍ରୀଗଙ୍ଗାନଗର,୨୭ ।୧୧: ବିଏସଏଫ ଯବାନଙ୍କ କଡା ନଜର ମଧ୍ୟରେ ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଯୁବକଙ୍କ ଯୋଜନା ପଣ୍ଡ ହୋଇଛି । ଶନିବାର ରାଜସ୍ଥାନର ଶ୍ରୀଗଙ୍ଗାପୁରର ଶ୍ରୀକରଣପୁର ସୀମାରେ ଜଣେ ଯୁବକ ଅନୁପ୍ରବେଶ କରିବାକୁ ଉଦ୍ୟମ...

ଭାଜପା ମୁସଲମାନ ବିରୋଧୀ: ଓଓ୍ବାଇସି

ନୂଆଦିଲ୍ଲୀ,୨୭।୧୧: ହିଂସା ଅପରାଧୀଙ୍କୁ ୨୦୦୨ରେ ଭାଜପା ଶିକ୍ଷା ଦେଇଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ନିନ୍ଦା କରିଛନ୍ତି। ଶାହା କ୍ଷମତା ନିଶାରେ ଚୂର୍‌ ହୋଇଯାଇଥିବା ଓଓ୍ବାଇସି କହିଛନ୍ତି। ଖେଡ଼ା ଜିଲାର ମହୁଧାରେ ଶାହା...

ଗୋପାଳ ଇଟାଲିଆଙ୍କ ଜନସଭାରେ ପଥରମାଡ, ସିସୋଡିଆ କହିଲେ ହାରିବାର ଭୟରେ ବିଳିବିଳାଉଛି ଭାଜପା

ସୁରଟ,୨୭ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଯୋରସୋରେ ପ୍ରଚାରରେ ଲାଗି ପଡିଛନ୍ତି । ଏହି କ୍ରମରେ ଶନିବାର ୨୬ ନଭେମ୍ବରରେ ଆମ ଆଦମୀ ପାର୍ଟି(ଏଏପି)ର ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ସୁରଟରେ ପ୍ରଚାର କରୁଥିଲେ...

କକ୍ଷପଥରେ ଓସନସାଟ୍‌-୩

ଚେନ୍ନାଇ,୨୭।୧୧: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଓସନସାଟ୍‌-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ...

ହିନ୍ଦୀକୁ ବିରୋଧକରି ବୃଦ୍ଧଙ୍କ ଆତ୍ମାହୁତି

ସାଲେମ,୨୭।୧୧: ତାମିଲନାଡୁରେ ହିନ୍ଦୀ ଭାଷାକୁ ଜବରଦସ୍ତ ଲଦିଦେବା ଲାଗି କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ବିରୋଧ କରି ସାଲେମ ଜିଲାର ଜଣେ ୮୫ ବର୍ଷୀୟ ବ୍ୟକ୍ତି ଆତ୍ମାହୁତି ଦେଇଛନ୍ତି। ମୃତକ ଜଣକ ମେଟ୍ଟୁର ନିକଟ ଥାଲାଇୟୁର ଗ୍ରାମର ଥାଙ୍ଗାଭେଲ୍‌। ସେ ପୂର୍ବରୁ...

ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୭।୧୧(ପି.ଟି.): ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋର୍ଟରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ମଦ ବ୍ୟବସାୟୀ ସମୀର ମହାନ୍ଦ୍ରୁଙ୍କୁ ଅଭିଯୁକ୍ତ କରାଯାଇଛି। ଇଣ୍ଡୋସ୍ପିରିଟ୍‌ ମାଲିକ ମହାନ୍ଦ୍ରୁଙ୍କ ବିରୋଧରେ ମନିଲଣ୍ଡରିଂ...

ପିଓକେ କେତେ ଦୂର

ନୂଆଦିଲ୍ଲୀ/ଶ୍ରୀନଗର,୨୭।୧୧: ଗତ ଅକ୍ଟୋବରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତ-ଚାଇନା ସୀମାନ୍ତ ପୂର୍ବ ଲଦାଖ ଗସ୍ତ କରି ସ୍ଥିତି ସମୀକ୍ଷା ପରେ ସଶସ୍ତ୍ର ବଳକୁ ସମ୍ବୋଧନ କରିଥିଲେ। ରାଜନାଥ କହିଥିଲେ, ପିଓକେକୁ ନେଇ ୧୯୯୪ ଫେବୃୟାରୀ ୨୨ରେ ଭାରତୀୟ ପାର୍ଲାମେଣ୍ଟରେ...

କଶ୍ମୀରରେ ୫ ଲକ୍ଷ ନୂଆ ଭୋଟର

ଶ୍ରୀନଗର,୨୭।୧୧: ଜମ୍ମୁ-କଶ୍ମୀରରେ ବାହାର ଲୋକଙ୍କୁ ବିରୋଧ ସତ୍ତ୍ୱେ ଏହି କେନ୍ଦ୍ରଶାସିତ ଅଞ୍ଚଳ ଭୋଟର ତାଲିକାରେ ୫.୧ ଲକ୍ଷ ନୂଆ ଭୋଟର ସାମିଲ ହୋଇଛନ୍ତି। ଏହା ପୂର୍ବରୁ ୨୦୧୯ରେ ହୋଇଥିବା ଭୋଟର ତାଲିକା ସଂଶୋଧନ ବେଳେ ଲଦାଖ ସହ ଜମ୍ମୁ-କଶ୍ମୀର ରାଜ୍ୟରେ...

ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚୁ: ପ୍ରଧାନ ବିଚାରପତି…

ନୂଆଦିଲ୍ଲୀ,୨୬।୧୧ : ଲୋକେ ନ୍ୟାୟିକ ବ୍ୟବସ୍ଥା ପାଖରେ ପହଞ୍ଚିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚିବା ଜରୁରୀ। ଏହାଦ୍ୱାରା ଆଇନ ବ୍ୟବସ୍ଥାକୁ ବ୍ୟାପକ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି। ଶନିବାର ସମ୍ବିଧାନ ଦିବସ...

ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪…

ନୂଆଦିଲ୍ଲୀ,୨୬।୧୧ : ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡରେ ଅଭିଯୁକ୍ତ ଆଫତାବ ପୁନାଓ୍ବାଲାଙ୍କୁ ତିହାର ଜେଲରେ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛି। ଏହା ସହିତ ଏବେ ଆଫତାବଙ୍କ ନୂଆ ଠିକଣା, ତିହାର ଜେଲ୍‌ ନମ୍ବର ୪ । ଆଫତାବଙ୍କ...

ମଦ ବ୍ୟବସାୟ ଛାଡିଲେ ନୀତୀଶ ସରକାର ଦେବେ ଏକ ଲକ୍ଷ ଟଙ୍କା…

ପାଟନା,୨୬।୧୧ : ମଦମୁକ୍ତ ବିହାର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ମଦ ବ୍ୟବସାୟ ଛାଡୁଥିବା ଲୋକଙ୍କୁ ସରକାର ଅନ୍ୟ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ଲକ୍ଷ୍ୟ ଟଙ୍କା...

ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୬ା୧୧: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି। ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ଝିଅ ସ୍ପଷ୍ଟ କରିଛନ୍ତି। ସେ ସୂଚନା ଦେଇ କହିଛନ୍ତି, ଏହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri