ଜାତୀୟ

ଆସାମ-ମେଘାଳୟ ସୀମାରେ ଅଶାନ୍ତି

ଗୁଆହାଟୀ/ ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମେଘାଳୟର ଓ୍ବେଷ୍ଟ ଜାଇନ୍ତିଆ ହିଲ୍ସର ମୁକ୍‌ରୋହ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ବେଆଇନ କାଠ ଚାଲାଣକୁ ନେଇ ହିଂସାକାଣ୍ଡ ଘଟିଛି। କାଠଭର୍ତ୍ତି ଏକ ଟ୍ରକ୍‌କୁ ଆସାମ ବନ ବିଭାଗର ଏକ ଟିମ୍‌ ଅଟକାଇଥିଲା। ଟ୍ରକ୍‌ଟି ନ ଅଟକି...

୫ରେ ଇଲେକ୍ଟୋରାଲ ବଣ୍ଡ୍‌ ଶୁଣାଣି

ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ସମୟସୀମା ଆଉ ୧୫ ଦିନ ବଢ଼ାଇବା ଲାଗି ନିକଟରେ ସରକାରଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନର...

ବିପଦ ଟଳି ନାହିଁ ! କଶ୍ମୀରରେ ୩୦୦ ଆତଙ୍କବାଦୀ ସକ୍ରିୟ-ଅନୁପ୍ରବେଶ ପାଇଁ ୧୬୦ ପ୍ରସ୍ତୁତ…

ଶ୍ରୀନଗର,୨୨।୧୧ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୁରକ୍ଷା ବାହିନୀଙ୍କ ମିଳିତ ଅପରେଶନରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହୋଇଛନ୍ତି, କିନ୍ତୁ ଏହା ପରେ ମଧ୍ୟ...

କଂଗ୍ରେସର ଅଭିଯୋଗ : ମୋଦି ସରକାରଙ୍କ ପ୍ରଥମ ୫ ବର୍ଷରେ ଏନପିଏ ବଢ଼ିଛି ୩୬୫ ପ୍ରତିଶତ…

ନୂଆଦିଲ୍ଲୀ,୨୨।୧୧ : କଂଗ୍ରେସ ପୁଣି ଥରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛି। ମଙ୍ଗଳବାର କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଥମ ପାଞ୍ଚ ବର୍ଷରେ ରେ ଅଣ-ସମ୍ପତ୍ତି ସମ୍ପତ୍ତି (ଏନପିଏ)...

କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍‌ ଆରମ୍ଭ କଲେ ସିଏଜି…

ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଦ୍ୱାରା ଠିକା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଆବଣ୍ଟନ...

ପିଓକେ ଫେରାଇ ଆଣିବାକୁ ଯୋଜନା, ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି ସେନା…

ନୂଆଦିଲ୍ଲୀ,୨୨।୧୧ : ପାକିସ୍ତାନ ଦଖଲ କରିଥିବା କଶ୍ମୀରକୁ ମୁକ୍ତ କରିବାକୁ ଭାରତୀୟ ସେନା ପ୍ରସ୍ତୁତ ରହିଛନ୍ତି। ତେବେ ସେମାନେ ଏଥିପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତିି। ମଙ୍ଗଳବାର କମାଣ୍ଡର ଲ୍ୟୁଟନାଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏହି ମନ୍ତବ୍ୟ ଦେଇଛନ୍ତି। ନିକଟରେ...

ଭାରତ-ୟୁଏଇ ବାଣିଜ୍ୟ ୮୮ ବିଲିୟନ ଡଲାର ଟପିବ…

ନୂଆଦିଲ୍ଲୀ,୨୨।୧୧ : ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ବୈଦେଶିକ ବ୍ୟାପାର ଏବଂ ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ଶେଖ ଅବଦୁଲ୍ଲା ବିନ ଜାଏଦ ଅଲ ନାହାନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ସହ ଏକ ଉଚ୍ଚ ସ୍ତରୀୟ...

୨୦୦୭ ପରେ ସିଇସିଙ୍କ କାର୍ଯ୍ୟକାଳ କାହିଁକି କମାଯାଇଥିଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୨।୧୧ : ମଙ୍ଗଳବାର ସୁପ୍ରିମକୋର୍ଟରେ ଭାରତର ନିର୍ବାଚନ ଆୟୋଗଙ୍କର କାର୍ଯ୍ୟରେ ସ୍ବଚ୍ଛତା ସମ୍ପର୍କରେ ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ବିଚାରପତିଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ବେଞ୍ଚ ଏହି ଆବେଦନ ସମ୍ପର୍କରେ କେନ୍ଦ୍ରକୁ ଅନେକ ପ୍ରଶ୍ନ...

ଦୁର୍ଘଟଣା ଦିନ ବିକ୍ରି ହୋଇଥିଲା ୩,୧୬୫ ଟିକଟ : ଏଫଏସଏଲ ରିପୋର୍ଟ…

ମୋରବି,୨୨।୧୧ : ମୋରବି ଝୁଲା ପୋଲ ଦୁର୍ଘଟଣାର କେମିକାଲ ଆନାଲିଷ୍ଟସ୍‌ (ଏଫଏସଏଲ) ରିପୋର୍ଟରେ ଓରେଭା ଏବଂ ମ୍ୟୁନିସିପାଲିଟି କର୍ପୋରେଶନ ଦ୍ୱାରା ଦୁର୍ନୀତି ଏବଂ ଅପରାଧିକ ଅବହେଳା ହୋଇଥିବାର ପ୍ରକାଶ ପାଇଛି। ଓରେଭା ଗ୍ରୁପ, ସହିତ ପୋଲ ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ...

ସାବଧାନ ! ସାନିଟାରୀ ପ୍ୟାଡରେ କର୍କଟ ସୃଷ୍ଟିକାରୀ ରାସାୟନିକ ପଦାର୍ଥ…

ନୂଆଦିଲ୍ଲୀ,୨୨।୧୧ : ବହୁଳ ଭାବରେ ବ୍ୟବହୃତ ସାନିଟାରୀ ପ୍ୟାଡ ସମ୍ବନ୍ଧରେ ଏକ ଅଧ୍ୟୟନରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଭାରତରେ ବ୍ୟାପକ ଉପଲବ୍ଧ ସାନିଟାରୀ ପ୍ୟାଡରେ କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ମିଳିଛି ବୋଲି ଏକ ନୂତନ ଅଧ୍ୟୟନରୁ...

ମୁଁ କାହାକୁ ଡରେନା, କେହି ମଧ୍ୟ ମତେ ଡରିବା କଥା ନୁହେଁ : ଥରୁର…

ଥିରୁଭାନନ୍ତପୁରମ୍‌,୨୨।୧୧ : ମଙ୍ଗଳବାର କଂଗ୍ରେସ ଏମ୍‌ ପି ଶଶି ଥରୁର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଥରୁର କେରଳର ମାଲାବାର ଗସ୍ତ କରି ବରିଷ୍ଠ ନେତାମାନଙ୍କୁ ଭେଟି କହିଥିଲେ ଯେ ମୁଁ...

ମୋତିଆବିନ୍ଦୁ ଅପରେଶନ୍‌ ପରେ ଚାଲିଗଲା ୬ଜଣଙ୍କ ଦୃଷ୍ଟି ଶକ୍ତି: ଯାଞ୍ଚ ନିର୍ଦ୍ଦେଶ ଦେଲେ ସିଏମ୍‌ଓ

କାନପୁର,୨୨।୧୧: ଉତ୍ତରପ୍ରଦେଶ କାନପୁରରେ ସ୍ବାସ୍ଥ୍ୟବିଭାଗର ଅବହେଳାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏକ ଘରୋଇ ନର୍ସିଂ ହୋମରେ ଆଇ କ୍ୟାମ୍ପ୍‌ରେ ମୋତିଆବିନ୍ଦୁ ଅପରେଶନ୍‌ ପାଇଁ ଆସିଥିବା ୬ଜଣ ବ୍ୟକ୍ତିଙ୍କ ଦୃଷ୍ଟି ଶକ୍ତି ଚାଲିଯାଇଛି। ସୂଚନାଯୋଗ୍ୟ, ଶିବରାଜପୁରରେ ରହୁଥିବା ଉକ୍ତ ୬ଜଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri