ଜାତୀୟ

ପୁଣି ବଢିଲା କ୍ଷୀର ଦର

ନୂଆଦିଲ୍ଲୀ,୨୦।୧୧: ସାଧାରଣ ଜନତାଙ୍କୁ ମୁଦ୍ରାସ୍ଫୀତିରୁ କୌଣସି ଆଶ୍ୱସ୍ତି ମିଳୁନାହିଁ। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ୧ ଟଙ୍କା ବୃଦ୍ଧି କରିଛି। ଫୁଲ କ୍ରିମ...

ହାତ ଛାଡି ଝାଡୁ ଧରିଲେ ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀ ମହାନଗର ନିଗମ(ଏମସିଡି) ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ପୂର୍ବତନ ଏମ୍‌ପି ମହାବଳ ମିଶ୍ରା ଦଳ ଛାଡି ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି। ପାହାଡଗଞ୍ଜରେ ଏକ ନିର୍ବାଚନୀ ରାଲିରେ ଏଏପି ସୁପ୍ରିମୋ ତଥା...

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣରେ ଆତଙ୍କବାଦୀ ଲିଙ୍କ୍‌

ମାଙ୍ଗାଲୁରୁ,୨୦।୧୧: କର୍ନାଟକ ମାଙ୍ଗାଲୁରୁରେ ଶନିବାର ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍‌ ରହିଥିବା ଜଣାପଡିଛି। କର୍ନାଟକ ପୋଲିସ ଡିଜି ପ୍ରବୀଣ ସୁଦ୍‌ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣ ସାଧାରଣ ନ ଥିଲା। ଏଥିରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ରହିଥିବା ପାଲିସର...

ସୈନିକଙ୍କ ପାଇଁ ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ୍‌ କିଣିବ ସେନା

ନୂଆଦିଲ୍ଲୀ,୨୦।୧୧: ଆତଙ୍କବାଦୀ ଘଟଣା ଏବଂ ସୀମାରେ ଥିବା ବିପଦକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ବଡ ପଦକ୍ଷେପ ନେଇଛି। ସୈନିକମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସେନା ୬୨,୫୦୦ ବୁଲେଟପ୍ରୁଫ ଜ୍ୟାକେଟ (ବିପିଜେ) କିଣିବା ପାଇଁ ଟେଣ୍ଡର ଜାରି କରିଛି।...

ମୋଦି କହିଥିଲେ ‘ବନବାସୀ’, ରାହୁଲ ବୁଝାଇଲେ ‘ଆଦିବାସୀ’ର ଅର୍ଥ

ନୂଆଦିଲ୍ଲୀ,୨୦ ।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଆଦିବାସୀ’କୁ ‘ବନବାସୀ’ କହିଥିବା କଥାକୁ ନେଇ ଟାର୍ଗେଟ କରିଛନ୍ତି । ରହୁଲ ମହାରାଷ୍ଟ୍ରରେ କହିଛନ୍ତି ଆଦିବାସୀ ଦେଶର ପ୍ରକୃତ ମାଲିକ । ରାହୁଲ ଗାନ୍ଧୀ ବୁଲଢାଣା ଜିଲାରେ ଆଦିବାସୀ...

କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୦।୧୧: ଗୁଜରାଟ ବିଧାନସଭା ଏବଂ ଦିଲ୍ଲୀ ଏମସିଡି ନିର୍ବାଚନ ମଧ୍ୟରେ ପୂର୍ବତନ ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା କବି କୁମାର ବିଶ୍ୱାସଙ୍କୁ ହତ୍ୟା ଧମକ ମିଳିଛି। ଏଥିସହ ତାଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଉପରେ କୌଣସି ମନ୍ତବ୍ୟ...

ଭଗବାନ ରାମ କେବଳ ହିନ୍ଦୁଙ୍କର ନୁହେଁ, ସମସ୍ତଙ୍କର: ଫାରୁକ ଅବଦ୍ଦୁଲ୍ଲା

ଶ୍ରୀନଗର,୨୦।୧୧: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏକ ସାଧାରଣ ସଭାରେ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ଜମ୍ମୁ କଶ୍ମୀରର ଅଖନୁର ଜିଲାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅବଦୁଲ୍ଲା କହିଛନ୍ତି, ନିର୍ବାଚନ ସମୟରେ ଭାଜପା ‘ହିନ୍ଦୁ ବିପଦରେ’...

ଅଜା ହେଲେ ମୁକେଶ ଅମ୍ବାନୀ: ଯମଜ ସନ୍ତାନ ଜନ୍ମ ଦେଲେ ଝିଅ ଇଶା

ମୁମ୍ବାଇ,୨୦।୧୧: ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଯମଜ ଶିଶୁ ସନ୍ତାନ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ଦ୍ୱାରା ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ, ଇଶା ୧୯ ନଭେମ୍ବରରେ...

ବେଶ କିଛିଦିନ ପରେ ଗୋଟିଏ ମଞ୍ଚରେ ଏକାଠି ହେଲେ ଅଖିଳେଶ-ଶିବପାଲ, କାକାଙ୍କ ପାଦ ଛୁଇଁଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଇଟାୱା,୨୦ ।୧୧: ଦାଦା ପୁତୁରାଙ୍କ ମଧ୍ୟରେ ସେମିତି କୌଣସି ଦୂରତା ନ ଥିଲା । କେବଳ ରାଜନୈତିକ ଦୂରତା ରହିଥିଲା ଯାହା ଏବେ ଦୂର ହୋଇଯାଇଛି । ଏହା ରବିବାର ଏସଏସ ମେମୋରିଆଲ ଇଣ୍ଟର କଲେଜରେ ହୋଇଥିବା ସମ୍ମିଳନୀରେ ରାଷ୍ଟ୍ରୀୟ...

ଭାଜପାରୁ ୭ ବିଦ୍ରୋହୀ ନେତା ବିଦା

ଗାନ୍ଧୀନଗର,୨୦।୧୧: ଗୁଜରାଟରେ ବିଦ୍ରୋହୀ ନେତାଙ୍କ ବିରୋଧରେ ଭାଜପାା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାଜପା ଗୁଜରାଟର ରାଜ୍ୟ ସଭାପତି ସିଆର ପାଟିଲ ବିଦ୍ରୋହୀ ୭ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ମଧୁ ଶ୍ରୀବାସ୍ତବ, ଅରବିନ୍ଦ...

ଗୁଜରାଟରେ ଆଜିଠାରୁ ମୋଦିଙ୍କ ପ୍ରଚାର ଅଭିଯାନ ଆରମ୍ଭ, କଂଗ୍ରେସର ଗଡ ସୌରାଷ୍ଟ୍ରରେ କରିବେ ପ୍ରଚାର

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଣ୍ଟ୍ରି ହୋଇ ସାରିଛି । ଶନିବାର ମୋଦି ବଲସାଡରେ ରାଲି କରିବା ସହ ରୋଡ ଶୋ’ ବି କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ମୋଦି ରାଲି...

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ, କହିଲେ ଦେଶକୁ କେବଳ ମୁସଲମାନ ହିଁ ବଞ୍ଚାଇ ପାରିବେ

ନୂଆଦିଲ୍ଲୀ,୨୦ ।୧୧: ଗୁଜରାଟ ନିର୍ବାଚନ ପାଇଁ ପ୍ରଚର ଯୋରସୋରରେ ଚାଲିଛି । ନେତାମାନଙ୍କ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହି ସମୟରେ ଜଣେ କଂଗ୍ରେସ ନେତା ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ । ସେ କହିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri