ଜାତୀୟ

ଦୈନିକ ସଂକ୍ରମଣ ୬ ଶହ ତଳେ…

ନୂଆଦିଲ୍ଲୀ, ୧୯।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଦୈନିକ...

‘ରୋଗର ଉପହାସ କରି ହୀନ ରାଜନୀତି କରୁଛି ଭାଜପା’: ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓକୁ ନେଇ ପ୍ରତିକ୍ରିୟା ଦେଲେ ସିସୋଡିଆ

ନୂଆଦିଲ୍ଲୀ,୧୯ ।୧୧: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଏକ ପ୍ରେସ କନଫରେନ୍ସ ଜରିଆରେ ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କ ମସାଜ ବାଲା ଭିଡିଓ ମାମଲାରେ କଥା ହେବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା) ହୀନ ରାଜନୀତି କରୁଛି ବୋଲି...

ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ମସାଜ ଭିଡ଼ିଓ ଭାଇରାଲ…

ତିହାର,୧୯।୧୧ : ଭାଜପା ଶନିବାର ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଘେରିଛି। ତିହାର ଜେଲରେ ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ତାଙ୍କ ଜେଲ ସେଲରେ ମସାଜ କରାଯାଉଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ...

ରାଜୌରୀରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୧୧: ଜମ୍ମୁ-କଶ୍ମୀରର ରାଜୌରୀ ସେକ୍ଟରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ସୁରକ୍ଷାକର୍ମୀ ଓ ପାକିସ୍ତାନୀ ଅନୁପ୍ରବେଶକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବାକି ଆତଙ୍କବାଦୀମାନେ ଭୟଭୀତ ହୋଇ...

ମହଙ୍ଗା ପଡ଼ିଲା ଇନ୍‌ଷ୍ଟାଗ୍ରାମ ପୋଷ୍ଟ: ପ୍ରତିକ୍ରିୟା ରଖିଲେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୯।୧୧: ଇନ୍‌ଷ୍ଟାଗ୍ରାମ ପୋଷ୍ଟ ପାଇଁ ଗୁଜରାଟ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଆଇଏଏସ୍‌ ଅଫିସରଙ୍କୁ ମହଙ୍ଗା ପଡିଛି। ଆଇଏଏସ୍‌ ଅଧିକାରୀ ଅଭିଷେକ ସିଂଙ୍କୁ ନିର୍ବାଚନ କମିଶନ ବହିଷ୍କାର କରିଛନ୍ତି। ସେ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହେବା ସହ କାର୍ଯ୍ୟରେ...

ୟୁପିରେ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ

ଲକ୍ଷ୍ନୌ,୧୯।୧୧: ଉତ୍ତରପ୍ରଦେଶର ମେନପୁରୀ, ରାମପୁର ଏବଂ ଖତଉଲି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୫ରେ ଏହି ଆସନଗୁଡିକରେ ଭୋଟ ଦିଆଯିବ ଏବଂ ଡିସେମ୍ବର ୮ରେ ଭୋଟ ଗଣତି କରାଯିବ। ଏହାପରେ ଉତ୍ତରପ୍ରଦେଶରେ ସହରାଞ୍ଚଳ ସଂସ୍ଥା ନିର୍ବାଚନ ଘୋଷଣା...

ଅରୁଣାଚଳ ପ୍ରଦେଶରେ ପ୍ରଥମ ଗ୍ରୀନଫିଲ୍ଡ ଏୟାରପୋର୍ଟର ଉଦଘାଟନ କଲେ ମୋଦି

ଇଟାନଗର,୧୯ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶକୁ ଏକ ବଡ ଉପହାର ଦେଇଛନ୍ତି । ସେଠାରେ ସେ ପ୍ରଥମ ଗ୍ରୀନଫିଲ୍ଡ ଏୟାର ପୋର୍ଟର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ ଜନତାଙ୍କୁ ସମ୍ବୋଧନ ଦେବା ସମୟରେ...

୬୦ ରକମ ସିଗାରେଟ୍‌ ସାଙ୍ଗକୁ ୪୦ ପ୍ରକାର ମଦ ଭୋଗ

ଉଜେନ୍ନ: ଭୈରବ ଅଷ୍ଟମୀ ଅବସରରେ ମଧ୍ୟପ୍ରଦେଶ ଉଜେନ୍ନର ଭୈରବନାଥ ଠାକୁରଙ୍କ ନିକଟରେ ୧,୩୫୧ ପ୍ରକାରର ଭୋଗ ଲଗାଯାଇଛି। ଠାକୁରଙ୍କ ଭୋଗରେ ସିଗାରେଟ ଓ ମଦକୁ ମଧ୍ୟ ସାମିଲ କରିଛନ୍ତି ଭକ୍ତ। ପୂର୍ବର ରୀତିନୀତି ଅନୁସାରେ ଉଜେନ୍ନରେ ଥିବା କାଳ ଭୈରବନାଥଙ୍କ...

ଡିସେମ୍ବର ୭ରୁ ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୭ରୁ ଆରମ୍ଭ ହେବ । ଏହା ୨୯ ତାରିଖ ଯାଏ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଚଳିତବର୍ଷ ଶୀତକାଳୀନ...

ଇନ୍ଦିରା ଗାନ୍ଧିଙ୍କ ୧୦୫ତମ ଜନ୍ମ ବାର୍ଷିକୀ: ଭାରତ ଯୋଡୋ ଯାତ୍ରାରେ କେବଳ ସାମିଲ ହେବେ ମହିଳା

ନୂଆଦିଲ୍ଲୀ,୧୯।୧୧: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଜି ହେଉଛି ୧୦୫ତମ ଜନ୍ମ ବାର୍ଷିକୀ। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ କେବଳ ମହିଳା ସାମିଲ ହେବେ। ଏ ନେଇ ଦଳର ବରିଷ୍ଠ ନେତା...

କଂଗ୍ରେସରେ ଯୋଗଦାନକୁ କେସିଆର୍‌ ଝିଅଙ୍କ ଖଣ୍ଡନ

ହାଇଦ୍ରାବାଦ,୧୯।୧୧: କଂଗ୍ରେସରେ ଯୋଗଦାନ ଖବରକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆର୍‌ଏସ୍‌ ବିଧାନ ପରିଷଦ ସଦସ୍ୟା କେ. କବିତା ଖଣ୍ଡନ କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦେବାର ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ତାଙ୍କୁ...

ଅରୁଣାଚଳ ପ୍ରଦେଶ ଗସ୍ତରେ ମୋଦି: ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଇଟାନଗର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶ ଯିବେ। ସେ ପହଞ୍ଚିବା ପରେ ସେଠାରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର, ଇଟାନଗରର ହୋଲୋଙ୍ଗୀରେ ଡୋନି ପୋଲୋ ବିମାନ ବନ୍ଦର ଏବଂ ପଶ୍ଚିମ କାମେଙ୍ଗ ଜିଲାର 600 ମେଗାୱାଟ କାମେଙ୍ଗ ଜଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri