ଜାତୀୟ

ଅରୁଣାଚଳ ପ୍ରଦେଶ ଗସ୍ତରେ ମୋଦି: ବିଭିନ୍ନ ପ୍ରକଳ୍ପର କରିବେ ଉଦ୍‌ଘାଟନ

ଇଟାନଗର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅରୁଣାଚଳ ପ୍ରଦେଶ ଯିବେ। ସେ ପହଞ୍ଚିବା ପରେ ସେଠାରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର, ଇଟାନଗରର ହୋଲୋଙ୍ଗୀରେ ଡୋନି ପୋଲୋ ବିମାନ ବନ୍ଦର ଏବଂ ପଶ୍ଚିମ କାମେଙ୍ଗ ଜିଲାର 600 ମେଗାୱାଟ କାମେଙ୍ଗ ଜଳ...

ଭାଙ୍ଗିପାରେ ମହାବିକାଶ ଅଘାଡ଼ି ମେଣ୍ଟ

ମୁମ୍ବାଇ,୧୯।୧୧: ଭାରତ ଯୋଡ଼ୋ ଯାତ୍ରା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିନ୍ଦୁତ୍ୱବାଦୀ ନେତା ବିନାୟକ ଦାମୋଦର ସାବରକରଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମହାବିକାଶ ଅଘାଡ଼ି ମେଣ୍ଟରେ ଫାଟ ସୃଷ୍ଟି କରିଛି। ଶିବସେନା ଏହି ମେଣ୍ଟରେ ରହି ନ...

ଗୁପ୍ତଚର ବୃତ୍ତି: ବହିର୍ବ୍ୟାପାର ମନ୍ତ୍ରଣାଳୟ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ,୧୯।୧୧: ବହିର୍ବ୍ୟାପାର ମନ୍ତ୍ରଣାଳୟରେ ନିୟୋଜିତ ଥିବା ଜଣେ ଡ୍ରାଇଭରଙ୍କୁ ଗୁପ୍ତଚର ବୃତ୍ତି ଅଭିଯୋଗରେ ଶୁକ୍ରବାର ନୂଆଦିଲ୍ଲୀର ଜବାହରଲାଲ୍‌ ନେହେରୁ ଭବନରୁ ଗିରଫ କରାଯାଇଛି। ଅର୍ଥ ବଦଳରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ ଜଣେ ପାକିସ୍ତାନୀଙ୍କୁ ହସ୍ତାନ୍ତର କରୁଥିଲେ। ପାକିସ୍ତାନୀ...

ଗୁଜରାଟ ବିଧାନସଭା ପାଇଁ ଆଜିଠାରୁ ମୋଦିଙ୍କ ମାରାଥନ ରାଲି, ପ୍ରାୟ ୨୫ ଜନସଭାକୁ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୧୯ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସମସ୍ତ ରାଜନୈତିକ ଦଳ ଯୋର ସୋରରେ ସେମାନଙ୍କ ପ୍ରଚାର ଅଭିଯାନ ଆରମ୍ଭ କରି ସାରିଛନ୍ତି । ଏହି କ୍ରମରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନ ପ୍ରଚର ପାଇଁ...

ଆତଙ୍କବାଦ ସମର୍ଥନକାରୀ ରାଷ୍ଟ୍ର ମୂଲ୍ୟ ଦିଅନ୍ତୁ

ନୂଆଦିଲ୍ଲୀ,୧୯।୧୧: କେତେକ ରାଷ୍ଟ୍ର ଆତଙ୍କବାଦକୁ ସିଧାସଳଖ ସମର୍ଥନ କରୁଥିବାବେଳେ ଅନ୍ୟ କେତେକ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଅଟକାଇ ପରୋକ୍ଷରେ ସେମାନଙ୍କୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିବା ସହ ପାକିସ୍ତାନ ଓ ଚାଇନାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ଆତଙ୍କବାଦକୁ...

ଡେଟା ଉଲ୍ଲଂଘନ କଲେ ୫୦୦ କୋଟି ଜରିମାନା

ନୂଆଦିଲ୍ଲୀ,୧୯।୧୧(ପି.ଟି.): ପ୍ରସ୍ତାବିତ ଡିଜିଟାଲ ବ୍ୟକ୍ତିଗତ ସୁରକ୍ଷା ବିଲ୍‌,୨୦୨୨ରେ ଥିବା ବ୍ୟବସ୍ଥାର ଉଲ୍ଲଂଘନ କଲେ ୫୦୦ କୋଟି ଟଙ୍କା ଜରିମାନା ଭରିବାକୁ ପଡ଼ିବ। ପୂର୍ବ ବିଲ୍‌ରେ ଜରିମାନା ପରିମାଣ ୧୫ କୋଟି ଟଙ୍କା କିମ୍ବା ଏକ ଇକ୍ୟୁଟିର ବୈଶ୍ୱିକ କାରବାରର ୪%...

ଫେଜ୍‌ ଡାଉନ୍‌ ନୁହେଁ, ଫେଜ୍‌ ଆଉଟ୍‌

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୧୯।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ ସକାଶେ ଉପାୟ ଖୋଜିବା ପାଇଁ ଗତବର୍ଷ ନଭେମ୍ବରରେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋଠାରେ କୋପ୍‌୨୬ ସମ୍ମିଳନୀ ଆୟୋଜିତ ହୋଇଥିଲା। ୨ ସପ୍ତାହର ମାନସମନ୍ଥନ ପରେ ସର୍ବାଧିକ ତାପମାତ୍ରା ସୃଷ୍ଟିକାରୀ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ...

ଜଣେ ଦୋଷୀ ହେଲେ ୩ ଖଲାସ

ନୂଆଦିଲ୍ଲୀ,୧୯।୧୧(ପି.ଟି.): ଶିଶୁମାନଙ୍କୁ ଯୌନ ଶୋଷଣ, ନିର୍ଯାତନା, ଓ ପର୍ନୋଗ୍ରାଫିରୁ ସୁରକ୍ଷା ଦେବା ଲକ୍ଷ୍ୟରେ ୨୦୧୨ରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) କାର୍ଯ୍ୟକାରୀ ହୋଇଥିଲା। ଏହି ଆଇନରେ ଜଣେ ଦୋଷୀସାବ୍ୟସ୍ତ ହେବା ବେଳେ ୩ ଜଣ ନିର୍ଦ୍ଦୋଷରେ ଖଲାସ...

ଭାଜପା ମହାସଚିବ ବିଏଲ ସନ୍ତୋଷଙ୍କୁ ସମନ ଜାରି କଲା ତେଲେଙ୍ଗାନା ଏସଆଇଟି

ହାଇଦ୍ରାବାଦ,୧୯ ।୧୧: ତେଲେଙ୍ଗାନାରେ ବିଧାୟକଙ୍କ ଘୋଡା ବେପାର ମାମଲା ବେଳକୁ ବେଳ ବଢିବାରେ ଲାଗିଛି । ଏହି ଘଟଣାର ଯାଞ୍ଚ ପାଇଁ ଡିଜିପି ତେଲେଙ୍ଗାନା ଏସଆଇଟିର ଗଠନ କରିଥିଲେ । ଏସଆଇଟି ଏବେ ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)ର...

ଫ୍ଲାଟ ଭଡା ନେବା ବେଳେ ଶ୍ରଦ୍ଧାଙ୍କୁ ସ୍ତ୍ରୀ ଭାବେ ପରିଚିତ କରାଉଥିଲେ ଆଫତାବ୍‌

ନୂଆଦିଲ୍ଲୀ,୧୮।୧୧: ଲିଭ୍‌-ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାଲକରଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ଆଫତାବ୍‌ ଅମିନ ପୁନାଓ୍ବାଲାଙ୍କୁ ନେଇ ଦିଲ୍ଲୀ ପୋଲିସ ବଡ଼ ଖୁଲାସା କରିଛି। ସେ ମୁମ୍ବାଇରେ ଭଡା ଘର ଖୋଜୁଥିବା ବେଳେ ଶ୍ରଦ୍ଧାଙ୍କୁ ତାଙ୍କ ସ୍ତ୍ରୀ ଭାବେ...

୭୦୦ ମିଟର ଗଭୀର ଖାଲରେ ଖସିପଡ଼ିଲା ବୋଲେରୋ: ୧୨ ମୃତ

ଚାମୋଲି,୧୮।୧୧: ଉତ୍ତରପ୍ରଦେଶର ଚାମୋଲିଠାରେ ଶୁକ୍ରବାର ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ପ୍ରାୟ ୭୦୦ ମିଟର ଗଭୀର ଖାଲରେ ଖସି ପଡ଼ିଯାଇଥିଲା। ଫଳରେ ଗାଡ଼ିରେ ଯାତ୍ରା କରୁଥିବା ୧୦ ପୁରୁଷ ଏବଂ ୨ ମହିଳାଙ୍କ ମୃତ୍ୟୁ...

ଭାଜପା ପାଇଁ ଏଏପି ଏକମାତ୍ର ଆହ୍ବାନ; ମୋତେ ଅଭିମନ୍ୟୁ ଭାବି ଚକ୍ରବ୍ୟୁହ ରଚନା କରାଯାଉଛି: କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୮।୧୧: ଗୁଜରାଟ ନିର୍ବାଚନରେ ଭାଜପାକୁ ଟକ୍କର ଦେବା ଲାଗି ଅଣ୍ଟା ଭିଡିଛି ଏଏପି। ଏହାକୁ ନେଇ ଉଭୟ ଦଳ ବିରୋଧରେ ବାକ୍‌ବିତଣ୍ଡା ଜାରି ରହିଛି। ଏହି କ୍ରମରେ ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri