ଜାତୀୟ

ବରାଫାବୃତ ପାହାଡ ଉପରେ କାଲା ଚଷମା ଗୀତରେ ଝୁମିଲେ ଯବାନ

ଶ୍ରୀନଗର,୧୩।୧୧: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ ନମ୍ବର ‘ମେନୁ କାଲା ଚଷମା ଜଞ୍ଚତା ରେ’ର ଲୋକପ୍ରିୟତା ଢେର ଅଧିକ। ଏହି ଗୀତରେ ଝୁମିବାକୁ ସମସ୍ତେ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ଭାରତୀୟ ସୈନିକମାନଙ୍କର ଏକ ଭିଡିଓ ଭାଇରାଲ ହେଉଛ। ଭିଡିଓରେ ସୈନିକମାନେ...

ଯୌତୁକରେ ମଇଁଷି ନ ମିଳିବାରୁ ମହିଳାଙ୍କୁ ପିଟିପିଟି ମାରିଦେଲେ

ଫତେହପୁର,୧୩।୧୧: ୟୁପିର ଫତେହପୁର ଜିଲାରେ ଯୌତୁକ ଲୋଭରେ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିପିଟି ମାରିଦେଇଛନ୍ତି। ଯୌତୁକରେ ମଇଁଷି, ମୁଦି ଏବଂ ଟଙ୍କା ନ ଆଣିବାରୁ ଏଭଳି ଘଟଣା ଘଟିଛି। ମୃତ ମହିଳାଙ୍କ ମାତାପିତାଙ୍କ ଅଭିଯୋଗୁ ପରେ ପୋଲିସ ସ୍ବାମୀ,...

ଜାମ ଖମ୍ବାଲିଆରୁ ଲଢିବେ ଆମ ଆଦ୍‌ମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅହମ୍ମଦାବାଦ,୧୩।୧୧: ଗୁଜରାଟ ବିଧାନସଭା ନିର୍ବଚନରେ ଆମ ଆଦମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢଭୀ ଜାମ ଖମ୍ବଲିଆରୁ ଲଢିବେ। ଏନେଇ ଏଏପି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଘୋଷଣା କରିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଚାଷୀ, ବେରୋଜଗାରୀ ଯୁବକ,...

ରାହୁଲଙ୍କୁ ମିଳିଲା ୨୫୦ ସାହିତି୍ୟକଙ୍କ ସମର୍ଥନ

ମୁମ୍ବାଇ,୧୩।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆଜିକାଲି ମହାରାଷ୍ଟ୍ରରେ ପହଞ୍ଚିଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଉଦ୍ଧବ ଠାକୁରଙ୍କ ନେତା ଶିବସେନା ଆଦିତ୍ୟ ଠାକରେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାରେ ଯୋଗ ଦେଇଛନ୍ତି। ଏହି ସମୟରେ ସେ ରାହୁଲ ଗାନ୍ଧୀଙ୍କ...

ଏଏପିକୁ ଚ୍ୟାଲେଞ୍ଜ୍‌ ଦେଲା ଭାଜପା

ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀର ଏକ୍ସାଇଜ ନୀତି ପ୍ରସଙ୍ଗରେ ରବିବାର ଭାଜପା ପୁଣିଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆମ୍‌ ଆଦ୍‌ମୀ ପାର୍ଟି ଉପରେ ଆକ୍ରମଣ କରିଛି। ଲାଏ ଡିଟେକ୍ଟର ଟେଷ୍ଟ କରି ନିଜର ସତ୍ୟତା ପ୍ରମାଣ କରିବାକୁ ଏଏପିକୁ ଭାଜପା ଚ୍ୟାଲେଞ୍ଜ୍‌ ଦେଇଛି।...

୬ଥର ବିଧାୟକ ଥିବା ନେତାଙ୍କୁ ମିଳିଲାନି ଟିକେଟ: ସମର୍ଥକ ଚାହିଁଲେ ସ୍ବାଧୀନ ଭାବେ ଲଢ଼ିବେ

ଗାନ୍ଧୀନଗର,୧୩।୧୧: ଗୁଜରାଟ ବିଧାନସଭାର ୧୮୨ଟି ଆସନ ପାଇଁ ୨ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟ ଏବଂ ଡିସେମ୍ବର ୫ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଭାଜପା ୧୬୬ ବିଧାନସଭା ଆସନ...

ମହାରାଷ୍ଟ୍ରର ରାଜନୈତିକ ପରିବେଶ ପ୍ରଦୂଷିତ ହୋଇଛି, ସତ୍ୟ କହୁଥିବା ଲୋକଙ୍କ ଶତ୍ରୁ ଦିଲ୍ଲୀରେ…

ମୁମ୍ବାଇ,୧୩।୧୧ : ଜେଲରୁ ବାହାରିବା ପରଠାରୁ ଶିବସେନା ଏମ୍‌ପି ସଞ୍ଜୟ ରାଉତ କ୍ରମାଗତ ଭାବରେ ଭାଜପା ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି। ଏହି କ୍ରମରେ ସେ ରବିବାର ଦାବି କରିଛନ୍ତି ଯେ ମହାରାଷ୍ଟ୍ରର ରାଜନୈତିକ...

ରାଗି ଖରାପ ମାଇକ୍‌କୁ ମଞ୍ଚରେ ବଙ୍କା କରିଦେଲେ ମନ୍ତ୍ରୀ, ଭିଡ଼ିଓ ଭାଇରାଲ…

ବକ୍ସର,୧୩।୧୧ : ବକ୍ସରରେ ଶ୍ରୀ ରାମ କର୍ମଭୂମି ନ୍ୟାସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେ ତାଙ୍କ ମାଇକ କାମ ନ କରିବାରୁ ରାଗି ଯାଇଥିଲେ। ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ...

ମାନ୍‌ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପଞ୍ଜାବରେ ନୂଆ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଉପରେ ରୋକ…

ଚଣ୍ଡିଗଡ଼,୧୩।୧୧ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟରେ ନୂତନ ଅସ୍ତ୍ର ଲାଇସେନ୍ସ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଡିସି ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ନହେବା ପର୍ଯ୍ୟନ୍ତ କୌଣସି ନୂତନ ଲାଇସେନ୍ସ...

ଉଦୟପୁର-ଅହମଦାବାଦ ରେଳ ଲାଇନରେ ବିସ୍ଫୋରଣ…

ଉଦୟପୁର,୧୩।୧୧ : ରାଜସ୍ଥାନ-ଗୁଜରାଟକୁ ରେଳ ଲାଇନ ସହିତ ସଂଯୋଗ କରୁଥିବା ବ୍ରଡ ଗେଜ ଟ୍ରାକକୁ ବିସ୍ଫୋରଣ କରି କେତେକ ଅଜଣା ବ୍ୟକ୍ତି ଶନିବାର ରାତିରେ ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣ ଶବ୍ଦ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ୩...

ଟିକେଟ ନ ମିଳିବାରୁ, ଏଏପି ନେତାଙ୍କ ହାଇ ଡ୍ରାମା

ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ନଗର ନିଗମ ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି(ଏଏପି) ପ୍ରାର୍ଥିଙ୍କ ଦ୍ୱିତୀୟ ତାଲିକା ଜାରି କରି ସାରିଛି । ଏହାସହ ଏଏପି ସମସ୍ତ ୨୫୦ ୱାର୍ଡ ପାଇଁ ପ୍ରାର୍ଥିଙ୍କ ନାମ ଘୋଷଣା କରି ସାରିଛି ।...

ରାଜ୍ୟସଭା ଏମ୍‌ପି ଅବା ରାଜ୍ୟପାଳ ହେବିନି: ପୂର୍ବତନ ସିଜେଆଇ…

ନୂଆଦିଲ୍ଲୀ,୧୩।୧୧ : ଭାରତର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅବସର ପରେ ସରକାରୀ ନିଯୁକ୍ତିକୁ ସେ ବିରୋଧ କରନ୍ତି ନାହିଁ। କିନ୍ତୁ ରାଜ୍ୟସଭା ଏମ୍‌ପି କିମ୍ବା ରାଜ୍ୟପାଳ ହେବା ପ୍ରସ୍ତାବକୁ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri