ଜାତୀୟ

ପ୍ରମାଣ ନଷ୍ଟ ପାଇଁ ୧୪୦ ଫୋନ୍‌ ବଦଳାଇଛନ୍ତି ଅଭିଯୁକ୍ତ

ନୂଆଦିଲ୍ଲୀ,୧୨ା୧୧: ଦିଲ୍ଲୀ ଅବକାରୀ ନୀତି କାର୍ଯ୍ୟକାରୀ ହେବା ପୂର୍ବରୁ ଏହା କେତେକ ମଦ କମ୍ପାନୀ ନିକଟରେ ପହଞ୍ଚତ୍ଥିଲା। ମଦ ଲାଇସେନ୍ସ ପ୍ରଦାନରେ ହୋଇଥିବା ଲାଞ୍ଚ କାରବାରର ଡିଜିଟାଲ ପ୍ରମାଣ ନଷ୍ଟ କରିବା ନିମନ୍ତେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ଅନ୍ୟ...

ସବୁ ଅଭିଯୁକ୍ତ ଦୋଷମୁକ୍ତ

ବେଙ୍ଗାଲୁରୁ,୧୨ା୧୧: ଆର୍‌ଟିଆଇ କର୍ମୀ ତଥା ‘ମହାପ୍ରଚଣ୍ଡ’ ଖବରକାଗଜର ସମ୍ପାଦକ ଲିଙ୍ଗାରାଜୁ ହତ୍ୟା ମାମଲାରେ ଉପଯୁକ୍ତ ତଥ୍ୟ ପ୍ରମାଣ ଅଭାବରୁ କର୍ନାଟକ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ୨୦୧୨ ନଭେମ୍ବର ୧୨ରେ ଲିଙ୍ଗାରାଜୁଙ୍କୁ ୩ ଜଣ ସଶସ୍ତ୍ର ବ୍ୟକ୍ତି...

୪ ହଜାର କି.ମି. ଯାତ୍ରା କରିବ ରିଭର୍‌ କ୍ରୁଜ୍‌

ଲକ୍ଷ୍ନୌ,୧୨ା୧୧: ଭାରତରେ ଜଳପଥର ଉନ୍ନତୀକରଣ ଲାଗି କେନ୍ଦ୍ର ସରକାର ବାରଣସୀରେ ବିଶ୍ୱର ଦୀର୍ଘତମ ରିଭର୍‌ କ୍ରୁଜ୍‌ ଯାତ୍ରା ଆରମ୍ଭ କରିବା ନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ବାରାଣସୀଠାରୁ ଆସାମର ଦିବ୍ରୁଗଡ଼ ପର୍ଯ୍ୟନ୍ତ ପାଖାପାଖି ୪୦୦୦ କି.ମି ଦୂର ଅତିକ୍ରମ...

ହିମାଚଳ ପ୍ରଦେଶ ମତଦାନକୁ ନେଇ କଡା ସୁରକ୍ଷା ବ୍ୟବସ୍ଥା, ସିଏପିଏଫର ୬୭ କମ୍ପାନୀ, ୩୦ ହଜାର ଯବାନ ମୁତୟନ, ଏନଡିଆରଏଫ ବି ରଖିଛି ନଜର

ଶିମଲା,୧୨ ।୧୧: ହିମାଚଳ ପ୍ରଦେଶ ବିଧାନସଭାର ସମସ୍ତ ୬୮ ଆସନ ପାଇଁ ଶନିବାର ଭୋଟ ଗ୍ରହଣ ହେବାକୁ ଯାଉଛି । ଏହି ମତଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ତୁଲାଇବା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେନ୍ଦ୍ରୀୟ...

ଡିସେମ୍ବର ପ୍ରଥମ ସପ୍ତାହରୁ ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୨ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ସେହି ମାସ ସୁଦ୍ଧା ଶେଷ ହୋଇପାରେ। ଅଧିବେଶନ ପୁରୁଣା ପାର୍ଲାମେଣ୍ଟ ଭବନରେ ଅନୁଷ୍ଠିତ ହେବ ବୋଲି ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ତାରିଖ ସମ୍ପର୍କରେ ଚୂଡ଼ାନ୍ତ...

ସୁପାରିସ ସତ୍ତ୍ୱେ ପକାଇରଖୁଛି କେନ୍ଦ୍ର

ନୂଆଦିଲ୍ଲୀ,୧୨ା୧୧: ଉଚ୍ଚତର ଅଦାଲତଗୁଡ଼ିକରେ ବିଚାରପତି ନିଯୁକ୍ତି ଲାଗି ନାମ ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ପକାଇ ରଖିଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରିକି ସୁପ୍ରିମକୋର୍ଟ କଲେଜିୟମ ଏନେଇ ସରକାରଙ୍କୁ ସ୍ମରଣ କରାଇବା ସତ୍ତ୍ୱେ ନିଯୁକ୍ତି ଦିଆଯାଉ...

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: କଂଗ୍ରେସର ପ୍ରଶ୍ନ କ’ଣ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର ପାଇଁ ଆବେଦନ କରିବେ

ନୂଆଦିଲ୍ଲୀ,୧୨ ।୧୧: କଂଗ୍ରେସର ସାଧାରଣ ସମ୍ପାଦକ ତଥା କର୍ନାଟକ ପ୍ରଭାରୀ ରଣଦୀପ ସୁରଜେୱାଲା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ବିଧାନର ମୂଳ ନୀତିର ଅଣଦେଖା ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଗଣତାନ୍ତ୍ରିକ ସିଦ୍ଧାନ୍ତର ବିଜୟ: ଷ୍ଟାଲିନ୍‌

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ସ୍ବାଗତ କରିଛନ୍ତି। ଡିଏମ୍‌କେ ମୁଖ୍ୟ ଷ୍ଟାଲିନ୍‌ କହିଛନ୍ତି, ଏ.ଜି. ପେରାରିଭଲନ୍‌ଙ୍କ ପରେ ସୁପ୍ରିମକୋର୍ଟ ଅନ୍ୟ ୬ ଜଣଙ୍କୁ ଛାଡ଼ିଦେଇଛନ୍ତି।...

ଆମ ପାଇଁ ନ୍ୟାୟ କାହିଁ

ଚେନ୍ନାଇ/ନୂଆଦିଲ୍ଲୀ,୧୨ା୧୧: ମୁକ୍ତି ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କ ସମେତ ଅନ୍ୟ ଦୋଷୀମାନଙ୍କ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ସମୟରେ ଆମତ୍ଘାତୀ ବିସ୍ଫୋରଣରେ ମୃତାହତ ହୋଇଥିବା ଲୋକଙ୍କ ପାଇଁ ନ୍ୟାୟ କାହିଁ ବୋଲି ଶୁକ୍ରବାର...

୩୧% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୧୨।୧୧: ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ମଧ୍ୟରେ (୨୦୨୨-୨୩ ନଭେମ୍ବର ୧୦ ପର୍ଯ୍ୟନ୍ତ) ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୩୧% (୩୦.୬୯%) ବୃଦ୍ଧି ପାଇଛି। ଏପରିକି ଏହି ସମୟ ମଧ୍ୟରେ ଟିକସ ସଂଗ୍ରହ ୧୦.୫୪ ଟ୍ରିଲିୟନ ଟଙ୍କାରେ...

ଏମସିଡି ନିର୍ବାଚନ ପାଇଁ ଏଏପିର ପ୍ରଥମ ପ୍ରାର୍ଥି ତାଲିକାରେ ୧୩୪ ଜଣଙ୍କ ନାମ

ନୂଆଦିଲ୍ଲୀ,୧୨ ।୧୧: ଦିଲ୍ଲୀର ଶାସନ କ୍ଷମତାରେ ଥିବା ଆମ ଆଦମୀ ପାର୍ଟି(ଏଏପି) ଶନିବାର ରାତିରେ ଏମସିଡି ବା ଦିଲ୍ଲୀ ନଗର ନିଗମ ନିର୍ବାଚନ ଲାଗି ପ୍ରାର୍ଥି ତାଲିକା ଘୋଷଣା କରିଛି । ଏଥିରେ ୧୩୪ ଜଣଙ୍କ ନାମ ସାମିଲ କରାଯାଇଛି...

ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟିଂ, ମଇଦାନରେ ୪୧୨ ପ୍ରାର୍ଥି

ଶିମଲା,୧୨ ।୧: ହିମାଚଳ ପ୍ରଦେଶର ସମସ୍ତ ୬୮ ବିଧାନସଭା ଆସନ ଲାଗି ଶନିବାର ଭୋଟିଂ ହେବ । ସାରା ରାଜ୍ୟରେ ଏଥିପାଇଁ ୭,୮୮୪ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏଠାରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri