ଜାତୀୟ

ଭାରତରେ ୨.୪୯ ଲକ୍ଷ ଶତାୟୁ ଭୋଟର

ପୁଣେ,୧୦।୧୧: ସହରାଞ୍ଚଳରେ ମୋଟ ୨.୪୯ ଲକ୍ଷ ଶତାୟୁ ଭୋଟର ରହିଥିବା ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ରାଜୀବ କୁମାର କହିଛନ୍ତି। ଭୋଟର ତାଲିକା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ନେଇ ବୁଧବାର ମହାରାଷ୍ଟ୍ର ପୁଣେରେ ଆୟୋଜିତ ବାଇସାଇକେଲ ରାଲିରେ ଯୋଗଦେବା...

ସଂସଦୀୟ କମିଟିକୁ ଓଡ଼ିଶାର ୬ ଏମ୍‌ପି ମନୋନୀତ

ନୂଆଦିଲ୍ଲୀ,୧୦ା୧୧: ଓଡ଼ିଶାରୁ ଲୋକ ସଭାରେ ପ୍ରତିନିଧିତ୍ୱ କରୁଥିବା ୬ ସଦସ୍ୟ ୫ ସଂସଦୀୟ କମିଟିକୁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‌ ବିର୍ଲା ବୁଧବାର ଭାଜପା ଏମ୍‌ପି ସୁରେଶ ପୂଜାରୀ ଏବଂ ବିଜେଡି ସଦସ୍ୟ ପିନାକୀ ମିଶ୍ରଙ୍କୁ ସବ୍‌ଅର୍ଡିନେଟ୍‌ ଲେଜିସ୍‌ଲେଶନ୍‌ କମିଟି...

ଜି୨୦ ଲୋଗୋରେ ଭାଜପାର ‘ପଦ୍ମ’

ନୂଆଦିଲ୍ଲୀ,୧୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ଜି୨୦ ପ୍ରେସିଡେନ୍ସି ଲୋଗୋରେ ଥିବା ପଦ୍ମଫୁଲକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ହୋଇଥିବାରୁ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। ଶାସକ ଦଳ ଏଥିରେ...

କତାରରେ ବନ୍ଦୀ ଥିବା ୮ ଭାରତୀୟଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି

ନୂଆଦିଲ୍ଲୀ,୧୦ ।୧୧: ଦୁଇ ମାସରୁ ଅଧିକ ସମୟ ଧରି ଭାରତୀୟ ନୌସେନାର ୮ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏବେ ସେମାନେ ନଜ ବନ୍ଦୀ ଅଛନ୍ତି । ସେମାନଙ୍କ ପୁନରୁଦ୍ଧାରକୁ ନେଇ ରହସ୍ୟ ଜାରି ରହିଥିବା ବେଳେ ଗଲ୍ଫ ଦେଶରେ...

ମୋଦିଙ୍କ ଭଳି ମିଥ୍ୟା ପ୍ରତିଶ୍ରୁତି ଦେଇପାରିବୁ ନାହିଁ, ଯାହା କହିଛୁ ପୂରଣ କରିବୁ: ଖାର୍ଗେ

ଶିମଲା,୯।୧୧: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଭିନ୍ନ ଦଳ ପକ୍ଷରୁ ଭୋଟରଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି। ଏହି କ୍ରମରେ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶିମଲାଙ୍କ ବାନୁତୀରେ...

୩ ମାସ ପରେ ଜେଲ୍‌ରୁ ମୁକୁଳିଲେ ସଞ୍ଜୟ

ମୁମ୍ବାଇ,୯।୧୧: ପାତ୍ରା ଚୌଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ବୁଧବାର ୩ ମାସ୍‌ ପରେ ଜେଲରୁ ମୁକୁଳିଛନ୍ତି। ପ୍ରବର୍ତ୍ତନ ନର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ରହିଥିବା ରାଉତଙ୍କୁ...

ନିର୍ବାଚନ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ୍‌,୯।୧୧: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଏବଂ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିତିନ ପଟେଲ ରାଜ୍ୟ ସଭାପତିଙ୍କୁ ଏକ ଚିଠି ଲେଖିଛନ୍ତି। କିଛି ଦିନ ପୂର୍ବରୁ...

୧୮ ବର୍ଷରେ ପ୍ରଥମ: ୧୧,୦୦୦ କର୍ମଚାରୀଙ୍କ ଛଟେଇ କରିବ ଫେସବୁକ୍‌

ନୂଆଦିଲ୍ଲୀ,୯।୧୧: ଟୁଇଟର ପରେ ଫେସବୁକ ଏହାର ଅନେକ କର୍ମଚାରୀଙ୍କୁ ଛଟେଇ କରିବା ନେଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ(ମେଟା) ବୁଧବାର ୧୧,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ମଞ୍ଜୁରି ଦେଇଛି। ଏନେଇ...

ପାକିସ୍ତାନ ଡ୍ରୋନକୁ ତଳକୁ ଖସାଇଲେ ବିଏସଏଫ ଯବାନ

ଚଣ୍ଡିଗଡ,୯।୧୧: ପଞ୍ଜାବର ଫିରୋଜପୁରରେ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନମାନେ ଭାରତ-ପାକିସ୍ତାନ ସୀମା ନିକଟରେ ଆକାଶରେ ବୁଲୁଥିବା ପାକ ଡ୍ରୋନକୁ ତଳକୁ ଖସାଇଛନ୍ତି। ଡ୍ରୋନରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଅନୁମାନ କରାଯାଉଛି ଯେ, ଡ୍ରୋନ ହେରୋଇନ କିମ୍ବା ଅସ୍ତ୍ରଶସ୍ତ୍ର...

ଗର୍ଜିଲେ ମମତା: ୨୦୨୪ରେ କ୍ଷମତାକୁ ଫେରିବ ନାହିଁ ଭାଜପା

କୋଲକାତା,୯।୧୧: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କେନ୍ଦ୍ର ଭାଜପା ସରକାର ଉପରେ ବର୍ଷିଛନ୍ତି। ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ଏବଂ ନ୍ୟାଶନାଲ ରେଜିଷ୍ଟର ଅଫ...

ମହାନତା ଦେଖାଇଲେ ମୋଦି

ଶିମ୍‌ଲା,୯।୧୧: ହିମାଚଳ ପ୍ରଦେଶ କାଙ୍ଗରା ଜିଲାର ଚମ୍ବିରେ ଏକ ନିର୍ବାଚନ ରାଲିରେ ଯିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାନତା ଦେଖାଇଛନ୍ତି। ନିଜ କନଭେନକୁ ଅଟକାଇ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଯିବାକୁ ପ୍ରାଧାନ୍ୟ ଦେଇଥିଲେ। ପ୍ରଧାନମନ୍ତ୍ରୀ ରୋଗୀର ଜୀବନ ବିପଦରେ...

ମେଦ ବହୁଳତା ସବୁ ରୋଗର କାରଣ ଦର୍ଶାଇ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କଲେ କୋର୍ଟ…

ଚଣ୍ଡିଗଡ଼,୯।୧୧ : ପଞ୍ଜାବ ହରିୟାଣା ହାଇକୋର୍ଟ ମେଦ ବହୁଳତାକୁ ସବୁ ରୋଗର କାରଣ ଦର୍ଶାଇ ଜଣେ ୧୫୩ କିଲୋଗ୍ରାମ ଓଜନ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ବିରୋଧରେ ମନି ଲାଉଣ୍ଡରିଂ ଅଭିଯୋଗ ରହିଛି। ମନି ଲାଉଣ୍ଡରିଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri