ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପା ମେଣ୍ଟକୁ ଝଟ୍‌କା, ଆଇପିଏଫଟି ବିଧାୟକ ଦେଲେ ଇସ୍ତଫା…

ଅଗରତାଲା,୮।୧୧ : ଆସନ୍ତା ବର୍ଷ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ରାଜ୍ୟରେ ଭାଜପା ମେଣ୍ଟକୁ ଝଟ୍‌କା ଲାଗିଛି। ଭାଜପାର ସହଯୋଗୀ ଇଣ୍ଡିଜେନ୍ସ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା (ଆଇପିଏଫଟି) ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି।...

ହିନ୍ଦୁ ଶବ୍ଦକୁ ନେଇ ପୁଣି କହିଲେ ବିଧାୟକ, ଭୁଲ କହିଥିବା ପ୍ରମାଣିତ ହେଲେ ପଦରୁ ଦେବି ଇସ୍ତଫା …

ବେଙ୍ଗାଲୁରୁ,୮।୧୧ : ହିନ୍ଦୁ ଶବ୍ଦକୁ ନେଇ କର୍ନାଟକ କଂଗ୍ରେସର କାର୍ଯ୍ୟରତ ରାଜ୍ୟ ଅଧ୍ୟକ୍ଷ ସତୀଶ ଜରକିହୋଲିଙ୍କ ମନ୍ତବ୍ୟକୁ ନେଇ ଉଠାଯାଇଥିବା ବିବାଦ ବଢ଼ିବାରେ ଲାଗିଛି। ଏହି ବିବୃତ୍ତି ପରେ, କଂଗ୍ରେସ ସତୀଶଙ୍କଠାରୁ ନିଜକୁ ଦୂରେଇ ରଖିଛି। ଏଥି ସହିତ ଭାରତୀୟ...

ଭାଜପାକୁ କେଜରିଓ୍ବାଲଙ୍କ ଚ୍ୟାଲେଞ୍ଜ, ଯଦି ଆତଙ୍କବାଦୀ-ଦୁର୍ନୀତିଗ୍ରସ୍ତ ତେବେ ଗିରଫ କର…

ନୂଆଦିଲ୍ଲୀ,୮।୧୧ : ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟୁଇଟ କରି ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ତାଙ୍କୁ ବିରୋଧରେ ଷଡଯନ୍ତ୍ର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଟୁଇଟ...

ଗୁଜରାଟ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ୧୧ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା

ଅହମଦାବାଦ,୮।୧୧: ଚଳିତ ବର୍ଷ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଛୋଟ ଉଦୟପୁରରୁ ୧୧ ଥର ବିଧାୟକ ରହିଥିବା ମୋହନ ସିଂ ରାଠଓ୍ବା ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଭାଜପାରେ...

ମେଡ଼ିକାଲ ଶିକ୍ଷାରେ ଆତଙ୍କବାଦ ପୀଡ଼ିତଙ୍କୁ ମିଳିବ ସଂରକ୍ଷଣ…

ନୂଆଦିଲ୍ଲୀ,୮।୧୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦରେ ପୀଡିତଙ୍କ ପରିବାରଙ୍କ ସୁବିଧା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରର ପିଲାମାନଙ୍କୁ ସରକାରୀ କଲେଜଗୁଡ଼ିକରେ ଏମବିବିଏସ ଏବଂ ବିଡିଏସ ଭଳି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ...

ଜି-୨୦ର ନୂଆ ଲୋଗୋ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୮।୧୧ : ଡିସେମ୍ବର ୧ ରୁ ଭାରତ ଜି -୨୦ ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବ। ଏହାପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଜି-୨୦ର ନୂତନ ଲୋଗୋ-ଥିମ ଏବଂ ୱେବସାଇଟ ଉନ୍ମୋଚନ କରିଛନ୍ତି। ଏହି...

ଆ-କା-ମା-ବୈ ଉଚ୍ଚାରଣରେ କମ୍ପିଲା ହାଇଦ୍ରାବାଦ

ହାଇଦ୍ରାବାଦ,୮।୧୧: ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୁଏ ବୋଇତ ବନ୍ଦାଣ ଉତ୍ସବ। ଏଥିପାଇଁ ମଙ୍ଗଳବାର ପୁରପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର। ସକାଳୁ ନଦୀ, ପୁଷ୍କରିଣୀ ଏପରିକି ମହୋଦଧିରେ...

ମେଡିକାଲ କଲେଜ ଫି ବୃଦ୍ଧି ମାମଲା: ଶିକ୍ଷା ଲାଭ ପାଇଁ ଏକ ବ୍ୟବସାୟ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୮।୧୧ : ଶିକ୍ଷା ଲାଭଜନକ ବ୍ୟବସାୟ ନୁହେଁ ଏବଂ ଟ୍ୟୁସନ ଫି ସର୍ବଦା କମ ହେବା ଉଚିତ ବୋଲି ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖି ସୁପ୍ରିମକୋର୍ଟ ଏହା କହିଛନ୍ତି। ରାଜ୍ୟ ସରକାର ମେଡିକାଲ କଲେଜଗୁଡ଼ିକରେ ବର୍ଷକୁ ୨୪ ଲକ୍ଷ...

ଝାଡ଼ଖଣ୍ଡରେ ଆୟକର ବିଭାଗର ଚଢ଼ାଉ: ୨କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ, ୧୬ ବ୍ୟାଙ୍କ ଲକର ଉପରେ ଲାଗିଲା ପ୍ରତିବନ୍ଧକ

ରାଞ୍ଚି,୮।୧୧: ଝାଡଖଣ୍ଡରେ କୋଇଲା ବାଣିଜ୍ୟ, ପରିବହନ, ଲୁହା ଖଣି ଇତ୍ୟାଦି ସମ୍ପର୍କିତ କିଛି ବ୍ୟବସାୟ ଉପରେ ମଙ୍ଗଳବାର ଆୟକର ବିଭାଗ ଚଢ଼ାଉ କରିଛି। ରାଞ୍ଚି, ଗୋଡ୍ଡା, ବେରମୋ, ଡୁମ୍‌କା, ଜାମସେଦପୁର, ଚାଇବସା, ପାଟନା, ଗୁରୁଗ୍ରାମ ଏବଂ କୋଲକାତା ସ୍ଥିତ ୫୦ରୁ...

୧.୨୬ ଲକ୍ଷ କୋଟିର ୧୧୬ ପରିଯୋଜନା ହେବ ବନ୍ଦ!…

ନୂଆଦିଲ୍ଲୀ,୮।୧୧ : ଦେଶରେ ଜାରି ରହିଥିବା ୧.୨୬ ଲକ୍ଷ କୋଟି ଟଙ୍କାର ୧୧୬ ଭିତ୍ତିଭୂମି ପ୍ରକଳ୍ପ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିବାଦ, ଜମି ଅଧିଗ୍ରହଣ ଏବଂ ଅମଲାତନ୍ତ୍ରର ଉଦାସୀନତା ଯୋଗୁ ଅନେକ ବର୍ଷ ପଡ଼ି ରହିଛି। ସେସବୁ ପରିଯୋଜନାକୁ...

ରୁଷିଆ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ନୂଆଦିଲ୍ଲୀ,୮।୧୧: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ-ରୁଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ ଆଲୋଚନା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, ଏସ୍‌. ଜୟଶଙ୍କର ସୋମବାର ସନ୍ଧ୍ୟାରେ...

ଭାରତ ଯୋଡୋ ଯାତ୍ରାରେ ବରିଷ୍ଠ ନେତାଙ୍କ ପରଲୋକ…

ମୁମ୍ବାଇ,୮।୧୧ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଅଭିଯାନ ମହାରାଷ୍ଟ୍ରରେ ପହଞ୍ଚିଛି। କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। କିନ୍ତୁ ଏସବୁ ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। କୁହାଯାଉଛି ଯେ ଏହି ଯାତ୍ରା ସମୟରେ ତ୍ରିରଙ୍ଗା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri