ଧୋନୀଙ୍କୁ ଯୋଗୁ ହାରିଲା CSK: ବର୍ଷିଲେ ପୂର୍ବତନ ଖେଳାଳି
ଚେନ୍ନାଇ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗସକୁ ୫୦ ରନରେ ପରାସ୍ତ କରିଥିଲା। ଏହି ମୁକାବିଲାରେ CSK ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଆଗୁଆ ବ୍ୟାଟିଂ କରିବାକୁ ପଠାଇଥିଲାଲା। ସୋସିଆଲ ମିଡିଆରେ ବ୍ୟାଟିଂ କ୍ରମକୁ ନେଇ...