ଜାତୀୟ

ଶିବସେନା ନେତାଙ୍କୁ ଗୁଳି ମାରିଥିବା ଅଭିଯୁକ୍ତଙ୍କ ଗାଡ଼ିରୁ ମିଳିଲା କମେଡିଆନ ଭାରତୀଙ୍କ ଫଟୋ

ନୂଆଦିଲ୍ଲୀ,୪।୧୧: ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣାରେ ତଦନ୍ତ କରୁଥିବା ପୋଲିସକୁ ଅଭିଯୁକ୍ତ ସନ୍ଦିପ ସିଂଙ୍କ ଗାଡ଼ିରୁ ମିଳିଛି ଏକ ଫାଇଲ୍‌। ଉକ୍ତ ଫାଇଲ୍‌ରୁ କମେଡିଆନ୍‌ ଭାରତୀ ସିଂ ଏବଂ ଆତଙ୍କବାଦୀ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ...

ବହିଷ୍କୃତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି: ଦିଲ୍ଲୀ ସ୍ଥାନାନ୍ତର ହେଲା ମାମଲା

ମୁମ୍ବାଇ,୪।୧୧: ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ସୁପ୍ରିମକୋର୍ଟ ନିଲମ୍ବିତ ଭାଜପା ନେତା ନବୀନ ଜିନ୍ଦଲଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ସମସ୍ତ ଏଫ୍‌ଆଇଆର୍‌ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ଏଥିସହ ତାଙ୍କୁ ଏଫ୍‌ଆଇଆର୍‌ ବନ୍ଦ...

ତଥ୍ୟ ସଂଗ୍ରହ ପାଇ ଗୁପ୍ତଚର ଜାହାଜ ପଠାଇଛି ଚାଇନା

ନୂଆଦିଲ୍ଲୀ,୪ା୧୧: ଓଡ଼ିଶା ଉପକୂଳ ଅବ୍‌ଦୁଲ କଲାମ ଦ୍ୱୀପ (ହ୍ବିଲର ଦ୍ୱୀପ)ରୁ ଆସନ୍ତା ୧୦-୧୧ ତାରିଖରେ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇପାରେ। ଯାହାର ରେଞ୍ଜ ୨,୨୦୦ କି.ମି. ରହିଛି। ଏହି ମିଶାଇଲ ପରୀକ୍ଷଣ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରିବାକୁ ଚାଇନା...

ଚିକିତ୍ସାଧୀନ ଅବସ୍ଥାରେ ଶିବସେନା ନେତାଙ୍କ ପରଲୋକ

ଅମୃତସର,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଧାରଣା ପ୍ରଦର୍ଶନ ବେଳେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।...

ଶନିବାରଠାରୁ ବନ୍ଦ ରହିବ ପ୍ରାଇମେରୀ ସ୍କୁଲ

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ରାଜ୍ୟର ସମସ୍ତ ପ୍ରାଇମେରୀ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଇଛି। ନଭେମ୍ବର ୫ ଅର୍ଥାତ୍‌ ଶନିବାରଠାରୁ ଏହି ସ୍କୁଲ ବନ୍ଦ ରହିବ। ତେବେ ଏହି ସ୍କୁଲ କେତେ ଦିନ ଯାଏ...

ରାଜନୈତିକ ବୟାନବାଜି ଭିତରେ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କୁ ଚିଠି ଲେଖିଲେ ପାଇଲଟ

ଜୟପୁର,୪ ।୧୧: ରାଜସ୍ଥାନ ରାଜନୀତିରେ ବୟାନବାଜି ମଧ୍ୟରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ଏକ ଚିଠି ଲେଖିଛନ୍ତି । ଏଥିରେ ସେ ଲୋକ ଦେବତା ବୀର ତେଜାଜୀ ମହାରାଜଙ୍କ ନାମରେ ରାଜ୍ୟ ସରକାର ବୋର୍ଡ...

ଏମ୍‌ସିଡି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୪ରେ ଭୋଟିଂ, ୭ରେ ଫଳାଫଳ

ନୂଆଦିଲ୍ଲୀ,୪।୧୧: ଦିଲ୍ଲୀରେ ମ୍ୟୁନିସିପାଲଟି କର୍ପୋରେସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଦିଲ୍ଲୀର ନିର୍ବାଚନ କମିଶନର ବିଜୟ ଦେବ ଶୁକ୍ରବାର ଅପରାହ୍ନ ୪ଟାରେ ଏକ ଖବରଦାତା ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଦିଲ୍ଲୀରେ ଡିସେମ୍ବର ୪ରେ ମତଦାନ...

ଶିବସେନା ନେତାଙ୍କୁ ଗୁଳିକରିଥିବା ଅଭିଯୁକ୍ତ ଗିରଫ

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଶିବସେନା ନେତା ସୁଧୀର ସୁରୀଙ୍କୁ ଗୁଳି କରାଯାଇଛି। ସୁରୀଙ୍କୁ ୨ଟି ଗୁଳି ବାଜିଥିବା ବେଳେ ତୁରନ୍ତ ତାଙ୍କୁ ଅମୃତସର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।...

ପ୍ୟାକେଜିଂ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ

ଅହମ୍ମଦାବାଦ,୪।୧୧: ଗୁଜୁରାଟ ଦାମନ ଡାବେଲ ଅଞ୍ଚଳରେ ଥିବା ଗଣେଶ ପ୍ୟାକେଜିଂ ନାମକ ଏକ କମ୍ପାନୀରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବରପାଇ ଦମକଳ ବାହିନୀର ଆଠଟି ଗାଡି ଘଟଣାସ୍ଥଳରେ ପହଞ୍ଚି...

ଦିନ ଦ୍ୱିପ୍ରହରରେ ଶିବସେନା ନେତାଙ୍କୁ ଗୁଳି: ମନ୍ଦିର ବାହାରେ ଦେଇଥିଲେ ଧାରଣା

ଚଣ୍ଡିଗଡ଼,୪।୧୧: ପଞ୍ଜାବ ଅମୃତସରରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବସେନାର ଜଣେ ନେତାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରାଯାଇଛି। ଏହି ଘଟଣା ଅମୃତସରର ମଜିଠା ରୋଡ ସ୍ଥିତ ଗୋପାଳ ମନ୍ଦିରରେ ଘଟିଛି। ଅଳିଆରୁ ଭଗବାନଙ୍କ ମୂର୍ତ୍ତି...

ଝୁଲାପୋଲ ଭୁଶୁଡିବା ଘଟଣା: ନିଲମ୍ବିତ ହେଲେ ମ୍ୟୁନିସିପାଲଟି ଅଧିକାରୀ

ଅହମ୍ମଦାବାଦ,୪।୧୦: ଗୁଜରାଟ ମୋରବିରେ ଝୁଲାପୋଲ ଭୁଶୁଡିବା ଘଟଣାରେ ଶୁକ୍ରବାର ମ୍ୟୁନିସିପାଲଟି ଅଧିକାରୀ ସନ୍ଦୀପସିନ ଜାଲାଙ୍କୁ ନିଲମ୍ବନ କରାଯାଇଛି। ଗତ ୩୦ ତାରିଖରେ ମୋରବି ସହରର ମାଚ୍ଛୁ ନଦୀ ଉପରେ ଥିବା ବ୍ରିଜ୍‌ଟି ହଠାତ୍‌ ଭୁଶୁଡି ପଡିଥିଲା। ଫଳରେ ବ୍ରିଜ୍‌ ଉପରେ...

ମୁମ୍ବାଇର ହାଜି ଅଲି ଦରଗାହରେ ଆତଙ୍କବାଦୀ ଆକ୍ରମଣ ଧମକ, ପୋଲିସର କଣ୍ଟ୍ରୋଲ ରୁମକୁ ଆସିଛି ଫୋନ

ମୁମ୍ବାଇ,୪ ।୧୧: ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଆସିଥିବା ଏକ ଫୋନ କଲରେ ହାଜି ଅଲ୍ଲି ଦରଗାହ ଉପରେ ଆତଙ୍କବାଦୀ ଆକ୍ରମଣର ଧମକ ଦିଆଯାଇଛି । ଏହାପରେ ତାଡଦେବ ପୋଲିସ ସେଠାରେ ପହଞ୍ଚି ହାଜି ଅଲ୍ଲି ଦରଗାହକୁ ଆଲର୍ଟ କରିଦେଇଛି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri