ଜାତୀୟ

ଦାଦାଙ୍କ ସହ ପୁଣି ଆସିବେ କି ଅଜିତ ପାଓ୍ବାର: କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୧୬।୮: ମହାରାଷ୍ଟ୍ର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ତାଙ୍କ ଦାତା ତଥା ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ଛାୟାଠାରୁ ଦୂରରେ ରହି ଏନସିପିକୁ ସମ୍ଭାଳିବା ଏକ ବଡ ଦାୟିତ୍ୱ ଅଟେ। ଅଜିତ ପାୱାର...

ସଂସଦକୁ ବଳଦଗାଡିରେ ଯାଉଥିଲେ ବାଜପେୟୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୬।୮: ଆଜି, ଯଦିଓ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ରାଜନୈତିକ ଦଳ ପାଇଁ ଆଉ ଏକ ବଡ଼ ପ୍ରସଙ୍ଗ ନୁହେଁ, ଏକ ସମୟ ଥିଲା ଯେତେବେଳେ ସରକାରଙ୍କୁ ଏହି ପ୍ରସଙ୍ଗରେ ଦୃଢ ବିରୋଧର ସମ୍ମୁଖୀନ ହେବାକୁ...

ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ସେଦିନ ରାତିରେ କ’ଣ ସବୁ ଘଟିଥିଲା ଆଜି ୪ ଡାକ୍ତରଙ୍କୁ ପଚରାଉଚରା କରିବ ସିବିଆଇ

କୋଲକାତା,୧୬ା୮: ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ଶୁକ୍ରବାର କୋଲକାତାର ସଲ୍ଟ ଲେକ୍‌ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ସିବିଆଇର ସ୍ବତନ୍ତ୍ର କ୍ରାଇମ ବ୍ରାଞ୍ଚ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ୪ ଜଣ ଡାକ୍ତରଙ୍କୁ ପଚରାଉଚରା ପାଇଁ...

ଅଲିମ୍ପିକ୍ସରୁ ଫେରିଥିବା ଖେଳାଳିଙ୍କୁ ଏମିତି କି ପ୍ରଶ୍ନ ପଚାରିଦେଲେ ମୋଦି, ଯାହାକୁ ଶୁଣି ହସିବାକୁ ଲାଗିଲେ ମନୁ ଭାକର

ନୂଆଦିଲ୍ଲୀ,୧୬।୮: ପ୍ୟାରିସ ଅଲିମ୍ପିକ୍ସରୁ ଫେରିଥିବା ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କ ସହ କ’ଣ କଥା ହୋଇଛନ୍ତି ସେ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି। ପିଏମ ମୋଦି ନିଜେ ଏକ ଭିଡିଓ ଶେୟାର...

ନର୍ସଙ୍କୁ ବଳାତ୍କାର ପରେ ହତ୍ୟା, ୯ ଦିନପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୧୬।୦୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା...

ଚାଷୀଙ୍କୁ ମିଳିବ ବୋନସ: ଏହି ରାଜ୍ୟ ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୮: ହରିଆଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ନିର୍ବାଚନ କେବେ ହେବ ସେନେଇ ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବେ। ଏହାର ମାତ୍ର ୬ ଘଣ୍ଟା ପୂର୍ବରୁ ହରିୟାଣା ସିଏମ ନାୟବ ସିଂ ସଇନି...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଦରମା-ଭତ୍ତା କେତେ ମିଳେ? ଭାରତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏତେ…

ନୂଆଦିଲ୍ଲୀ,୧୬।୮: ଆମ ଦେଶ ୭୮ତମ ସ୍ବାଧୀନତାର ପର୍ବ ପାଳନ କରୁଛି। ତେବେ ସ୍ବାଧୀନତା ପୂର୍ବରୁ ଭାରତ ବିଭାଜନ ହୋଇଥିଲା। ଯେଉଁଥିରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ଗଠନ ହୋଇଥିଲା। ତେବେ କୌଣସି କୌଣସି କାରଣରୁ ସୋସିଆଲ ମିଡିଆରେ...

ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ଚିହ୍ନଟ, ଭାରତ ପାଇଁ ବଢିଲା ଚିନ୍ତା

ଇସଲାମାବାଦ,୧୬।୮: ମଙ୍କିପକ୍ସ ଜୀବାଣୁ ବିପଦକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ବିଶ୍ୱବ୍ୟାପୀ ସତର୍କ ସୂଚନା ଜାରି କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗ ଆଫ୍ରିକୀୟ ଦେଶରେ ବ୍ୟାପିଥିଲା। ବର୍ତ୍ତମାନ ପାକିସ୍ତାନରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି,...

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସିସୋଡିଆ, କହିଲେ ଆଜି ଦେଶର ଗଣତନ୍ତ୍ର…

ନୂଆଦିଲ୍ଲୀ,୧୬ା୮: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ହେଉଛି ଜନ୍ମଦିନ। ତିହାର ଜେଲରେ ଥିବା କେଜ୍‌ରିଓ୍ବାଲ ଆଜି ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଏଏପି ନେତା...

୩୭୦ ଧାରା ହଟିବା ପରେ ଜମ୍ମୁ-କଶ୍ମୀରରେ ହେବ ପ୍ରଥମଥର ଭୋଟ୍‌: ଆଜି ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬ା୮: ନିର୍ବାଚନ ଆୟୋଗ ଶୁକ୍ରବାର ବିଧାନସଭା ନିର୍ବାଚନର କାର୍ଯ୍ୟସୂଚୀ ଘୋଷଣା କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହେବାର ସମ୍ଭାବନା ରହିଛି। ତେବେ ଜମ୍ମୁ-କଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କ...

ଡାକ୍ତର ବଳାତ୍କାର-ହତ୍ୟା ଘଟଣାରେ ମମତାଙ୍କ ଉପରେ ବର୍ଷିଲା ଜେଡିୟୁ, କହିଲେ ମରିଯାଇଛି…

କୋଲକାତା,୧୬।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ରାଜନୀତି ସରଗରମ ରହିଛି। ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ ଭବନରେ ପହଞ୍ଚିଥିଲେ। ହେଲେ ଏଠାରେ ସେ ଚା’ପାର୍ଟି ପରେ...

ପୁଣି ଇତହାସ ରଚିଲା ଇସ୍ରୋ, SSLV-D3 ର କଲା ସଫଳ ଉତକ୍ଷେପଣ, ଜାଣନ୍ତୁ ଏହି ରକେଟ୍‌ ବିଷୟରେ…

ଶ୍ରୀହରିକୋଟା,୧୬।୮: ଇସ୍ରୋ(ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ) ଅଗଷ୍ଟ ୧୬ ସକାଳ ୯.୧୭ ରେ ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ SSLV-D3 ରକେଟ ଉତକ୍ଷେପଣ କରିଛି। ଏହି ମିଶନ ଅଧୀନରେ ଦେଶର ନୂଆ ପୃଥିବୀ ପର୍ଯ୍ୟବେକ୍ଷଣ ସାଟେଲାଇଟ EOS-8 ଏବଂ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri