ଜାତୀୟ

ଭାଜପା-ଟିଆରଏସ୍‌ ପରସ୍ପରକୁ କରୁଛନ୍ତି ସହଯୋଗ, ମୋଦିଙ୍କ ନିର୍ଦ୍ଦେଶ ହେଉଛି କାର୍ଯ୍ୟ: ରାହୁଲ…

ହାଇଦ୍ରାବାଦ,୧।୧୧: କଂଗ୍ରେସର ଭାରତ ଯୋଡୋ ଯାତ୍ରୀ ବର୍ତ୍ତମାନ ତେଲେଙ୍ଗାନାରେ ପହଞ୍ଚିଛି। ମଙ୍ଗଳବାର ହାଇଦ୍ରାବାଦରେ ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଭାଜପାକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ଆମର ଯାତ୍ରା ଘୃଣା...

ମୋଦିଙ୍କ ଗସ୍ତ ପୂର୍ବରୁ ହସ୍ପିଟାଲର ବହୁ ମରାମତି, ଧଳା କପଡ଼ାରେ ଲୁଚାଯାଇଥିଲା କମ୍ପାନୀର ନାମ: ବିରୋଧୀଙ୍କ ଅଭିଯୋଗ…

ମୋରବି,୧।୧୧ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜୁରାଟର ମୋରବି ଗସ୍ତ କରିଥିଲେ। ଏହି ସମୟରେ ସେ ଝୁଲାପୋଲ ଦୁର୍ଘଟଣା ଘଟିଥିବା ମାଚ୍ଛୁ ନଦୀ କୂଳକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସମଗ୍ର ଅଞ୍ଚଳରେ ବ୍ୟାପକ ମରାମତି କରାଯାଇଥିଲା। ଦୁର୍ଘଟଣାସ୍ଥଳରେ...

ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନ: ନୋଟାରେ ଭୋଟ ଦେବାକୁ ଭୋଟରଙ୍କୁ ଟଙ୍କା ଦେଉଛି ଭାଜପା, ଉଦ୍ଧବ ସମର୍ଥକଙ୍କ ଅଭିଯୋଗ…

ମୁମ୍ବାଇ,୧।୧ : ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ମଙ୍ଗଳବାର ଅଭିଯୋଗ କରିଛି ଯେ ଅନ୍ଧେରୀ ଇଷ୍ଟ ଉପ-ନିର୍ବାଚନରେ ଭୋଟରଙ୍କୁ ଉପରୋକ୍ତ କୌଣସିଟ ନୁହେଁ (ନୋଟା) ବିକଳ୍ପରେ ଭୋଟ ଦେବାକୁ ଭାଜପା ପକ୍ଷରୁ ଟଙ୍କା ଦିଆଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...

୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…

ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିରେ ଉଲ୍ଲେଖଥିଲା ଯେ ରାଜଧାନୀକୁ ଘୁଞ୍ଚାଇବା, ବିଭାଜନ ନେଇ କୌଣସି ଆଇନ...

ମୋରବି ଦୋଷୀଙ୍କୁ ସରକାରୀ ସୁରକ୍ଷା ମିଳୁଥିବା ଅଭିଯୋଗ, ଓରେଭା କମ୍ପାନୀ ମାଲିକ ନିଖୋଜ, ଫାର୍ମହାଉସରେ ତାଲା…

ମୋରବି,୧।୧୧ : ଗୁଜରାଟର ମୋରବିରେ ଘଟିଥିବା ଝୁଲାପୋଲ ଦୁର୍ଘଟଣାରେ ୪୭ ଜଣ ଶିଶୁଙ୍କ ସମେତ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ବିରୋଧୀ ଦଳଙ୍କ ପକ୍ଷରୁ ଭାଜପା ନେତୃତ୍ୱାଧୀନ ଗୁଜରାଟ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ଔପନିବେଶ ସମୟର...

ପଶ୍ଚିମବଙ୍ଗରେ ଶୀଘ୍ର ଲାଗୁ ହେବ ସିଏଏ: ଶୁଭେନ୍ଦୁ ଅଧିକାରୀ…

କୋଲକାତା,୧।୧୧ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଙ୍ଗଳବାର କହିଛନ୍ତି ଯେ ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) ଲାଗୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ପଶ୍ଚିମବଙ୍ଗରେ ମଧ୍ୟ ଏହା ଲାଗୁ କରାଯିବ।...

ଦେଶୀ ଘିଅ ତୁଳନାରେ ପେଟ୍ରୋଲ-ଡିଜେଲ ହୋଇଛି ମହଙ୍ଗା, କିନ୍ତୁ ମୋଦି-ଶାହା ଲୋକଙ୍କୁ କରୁଛନ୍ତି ଭ୍ରମିତ: ପାଇଲଟ…

ଶିମଲା,୧।୧୧ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଙ୍ଗଳବାର ହିମାଚଳ ପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ସେ କୁଟେଲହଡ ଉନା ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭୁଟ୍ଟୋଙ୍କ ପାଇଁ ପ୍ରଚାର ସମୟ ଏକ ସାଧାରଣ ସଭାକୁ...

ଭାଜପାରେ ଯୋଗ ଦେଇଥିବା ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ମାମଲା ଆଣିବ କଂଗ୍ରେସ…

ପଣଜୀ,୧।୧୧ : ନିକଟରେ ଗୋଆ କଂଗ୍ରେସ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କାମତ ଏବଂ ବିରୋଧୀ ଦଳର ନେତା ମାଇକେଲ ଲୋବୋଙ୍କ ସମେତ ଆଠ ଜଣ କଂଗ୍ରେସ...

ମୂର୍ତ୍ତିକାର କନୟି କୁହ୍ନିରମଣ ପ୍ରତ୍ୟାଖ୍ୟାନ କଲେ ରାଜ୍ୟ ସରକାରଙ୍କ ସବୋର୍ଚ୍ଚ ସମ୍ମାନ…

ଥିରୁଭାନନ୍ତପୁରମ୍‌,୧।୧୧ : ମୂର୍ତ୍ତିକାର କନୟି କୁହ୍ନିରମଣ କେରଳ ସରକାରଙ୍କ ସର୍ବୋଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପଦ୍ମ ପୁରସ୍କାରରେ ସମ୍ମାନୀତ କୁହ୍ନିରମଣଙ୍କୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାରଙ୍କ ଦ୍ୱାରା ରାଜ୍ୟର ସର୍ବୋଚ୍ଚ ସମ୍ମାନ ଘୋଷଣା କରାଯାଇଥିଲା। କିନ୍ତୁ କୁହ୍ନିରମଣ ସମ୍ମାନକୁ ପ୍ରତ୍ୟାଖ୍ୟାନ...

ଭିକ ମାଗି ଶିକ୍ଷକଙ୍କୁ ଦେବି ଦରମା, କିନ୍ତୁ ବନ୍ଦ ହେବନି ଯୋଗ କ୍ଲାସ…

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀରେ ମାଗଣା ଯୋଗ କ୍ଲାସ ବନ୍ଦ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ମୁଁ ନିଜେ ଏକ ପାତ୍ର୍‌ ଧରି ଭିକ ମାଗିବ ବରଂ କିନ୍ତୁ ଯୋଗ ଶିକ୍ଷକମାନଙ୍କୁ...

ଝୁଲା ପୋଲ ଦୁର୍ଘଟଣା ନେଇ ସିସୋଡିଆଙ୍କ ୫ ପ୍ରଶ୍ନ, ସମ୍ପୃକ୍ତ କମ୍ପାନୀଠାରୁ କେତେ ଟଙ୍କା ଚାନ୍ଦା ପାଇଛି ଭାଜପା…

ନୂଆଦିଲ୍ଲୀ,୧।୧୧ : ଗୁଜୁରାଟର ମୋରବିରେ ଝୁଲାପୋଲ ଦୁର୍ଘଟଣା ପରେ ଏହି ପ୍ରସଙ୍ଗକୁ ନେଇ ଆରୋପ ପ୍ରତ୍ୟାରୋପର ରାଜନୀତି ତୀବ୍ର ହେବାରେ ଲାଗିଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାଜପାକୁ ୫ ଟି ପ୍ରଶ୍ନ ପଚାରିଛନ୍ତି। ଗଣମାଧ୍ୟମକସିସୋଡିଆ କହିଛନ୍ତି ଯେ ମୋରବିରେ...

ମୋରବିରେ ପହଞ୍ଚିଲେ ମୋଦି

ଅହମ୍ମଦାବାଦ,୧।୧୧: ଝୁଲାପୋଲ ଭୁଶୁଡିବା ଘଟଣା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୋରବି ଜିଲାରେ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିବେ ବୋଲି ଜଣାପଡିଛି। ସୋମବାର ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri