ଜାତୀୟ

ଷ୍ଟିଲ ମ୍ୟାନ ଜାମସେଦ ଜି ଇରାନୀଙ୍କ ପରଲୋକ

ନୂଆଦିଲ୍ଲୀ,୧ ।୧୧: ଦେଶର ଷ୍ଟିଲ ମ୍ୟାନ ଭାବେ ପରିଚିତ ଜାମସେଦ ଜି ଇରାନୀଙ୍କର ପରଲୋକ ହୋଇଛି । ସୋମବାର ୩୧ ଅକ୍ଟୋବରରେ ସେ ଜାମସେଦପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ...

ପୁଣେର ଲୁଲ୍ଲା ନଗର ଅଞ୍ଚଳରେ ହୋଟେଲରେ ଲାଗିଲା ନିଆଁ

ପୁଣେ,୧ ।୧୧: ମହାରାଷ୍ଟ୍ର ପୁଣେର ଲୁଲ୍ଲା ନଗର ଅଞ୍ଚଳରେ ଥିବା ଏକ ପ୍ରସିଦ୍ଧ ହୋଟେଲରେ ମଙ୍ଗଳବାର ସକାଳେ ନିଆଁ ଲାଗି ଯାଇଛି । ହୋଟେଲର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ଦମକଳ ବାହିନୀର...

ପୀଡିତଙ୍କ ଦୁଃଖ ବାଣ୍ଟିବାକୁ ଆଜି ମୋରବି ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୧ ।୧୧: ଗୁଜରାଟର ମୋରବି ସହରରେ ମଚ୍ଛୁ ନଦୀ ଉପରେ ଥିବା କେବଲ ସସପେନସନ ପୋଲ ଭାଙ୍ଗି ଯିବାରୁ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ୧୦୦ରୁ ଅଧିକ ଆହତଙ୍କର ଏବେ ଚିକିତ୍ସା ଚାଲିଛି ।...

ଆରଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ନୀତୀଶ

ପାଟନା,୧।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସହଯୋଗୀ ଆରଜେଡି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ମୋକାମା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟରଙ୍କୁ ଆରଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ମୋକାମା ବିଧାନସଭା...

କମିଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧୧: ନଭେମ୍ବର ମାସ ଆରମ୍ଭର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଆଜିଠାରୁ ଏଲପିଜ ଗ୍ୟାସ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ତେବେ ସାରା ଦେଶରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ...

ଏମ୍‌ପିଙ୍କ ପରିବାରର ୧୨ ମୃତ

ଅହମଦାବାଦ, ୧ା୧୧: ମୋରବି ସହର ସ୍ଥିତ ମାଛୁ ନଦୀରେ ଥିବା ଝୁଲାପୋଲ ଭାଙ୍ଗିବା ଯୋଗୁ ରାଜକୋଟର ଭାଜପା ଏମ୍‌ପି ମୋହନ କୁନ୍ଦରିଆଙ୍କ ପରିବାରର ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଶିଶୁ, ୪ ମହିଳା ଏବଂ ୩...

ଅଟଳ ବ୍ରିଜ୍‌ରେ ଯାଇପାରିବେନି ୩ ହଜାରରୁ ଊର୍ଦ୍ଧ୍ୱ

ଅହମଦାବାଦ, ୧ା୧୧: ଝୁଲାପୋଲ ଦୁର୍ଘଟଣା ପରେ ଅହମଦାବାଦ ମହାନଗର ନିଗମର ଚେତା ପଶିଛି। ଅହମଦାବାଦରେ ଥିବା ଅଟଳ ବ୍ରିଜ୍‌ରେ ଏକ ସଙ୍ଗରେ ୩ ହଜାରରୁ ଅଧିକ ଲୋକଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଏଏମ୍‌ସି ପକ୍ଷରୁ କୁହାଯାଇଛି। ଗତ...

ଭାରତରେ ବଡ଼ ବ୍ରିଜ୍‌ ଦୁର୍ଘଟଣା

ନୂଆଦିଲ୍ଲୀ,୧।୧୧: ଗୁଜରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍‌ ରବିବାର ଭୁଶୁଡ଼ି ପଡ଼ିବାରୁ ୪୭ ପିଲାଙ୍କ ସମେତ ୧୩୪ ଜଣଙ୍କ ଜୀବନ ଯାଇଛି। କ୍ଷମତାଠାରୁ ଅଧିକ ଲୋକଙ୍କୁ ଏକସଙ୍ଗେ ଯିବାକୁ ଅନୁମତି ଦିଆଯିବାରୁ ଏଭଳି ଅଘଟଣ...

ଈଶ୍ୱରକୃତ ନା ଜାଲିଆତି

ଅହମଦାବାଦ, ୧ା୧୧: ଗୁଜରାଟର ମୋର୍‌ବିସ୍ଥିତ ମାଛୁ ନଦୀରେ ରବିବାର ଝୁଲାପୋଲ ଭାଙ୍ଗିବା ଘଟଣାରେ ବିରୋଧୀ ରାଜ୍ୟରେ ଥିବା ଭାଜପା ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ପୋଲ ଭୁଶୁଡ଼ିବା ଉପରେ...

କେନ୍ଦ୍ରର ବଡ ନିଷ୍ପତ୍ତି ପଡୋଶୀ ଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କୁ ୧୯୯୫ରେ ଆସିଥିବା ଆଇନ ଅନୁଯାୟୀ ଦିଆଯିବ ନାଗରିକତା

ନୂଆଦିଲ୍ଲୀ,୧ ।୧୧: କେନ୍ଦ୍ର ସରକାର ସୋମବାର ପୁଣିଥରେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଆସିବାକୁ ଥିବା ଓ ଏବେ ଗୁଜରାଟର ଦୁଇଟି ଜିଲାରେ ରହୁଥିବା ହିନ୍ଦୁ, ଶିଖ, ବୈଦ୍ଧ, ଜୈନ, ପାର୍ସି, ଇସାଇଙ୍କୁ ଭାରତୀୟ ନାଗରିକତା ଦେବାକୁ ନିଷ୍ପତ୍ତି ନେଇଛନ୍ତି...

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ଓ...

ରିଲାୟନ୍ସ ଏଣ୍ଟଟେନମେଣ୍ଟ ଷ୍ଟୁଡିଓ-ରିସି ଏଣ୍ଟରଟେନମେଣ୍ଟକୁ ୧୧.୫୮ ଅରବ ଟଙ୍କାରେ କିଣିଲେ ଶିବାଶିଷ ସରକାର

ମୁମ୍ବାଇ,୧ ।୧୧: ଭାରତୀୟ ମିଡିଆ ମୋଗଲ ଶିବାଶିଷ ସରକାରଙ୍କ ଦ୍ୱାରା ଗତବର୍ଷ ଲଞ୍ଚ କରାଯାଇଥିବା ବିଶେଷ ପ୍ରୟୋଜନ ଅଧିଗ୍ରହଣ କମ୍ପାନୀ(ଏସପିଏସି) ଇଣ୍ଟରନ୍ୟାଶନାଲ ମିଡିଆ ଏକ୍ୱିଜିଶେନ କର୍ପ ରିସି ଏଣ୍ଟରଟେନମେଣ୍ଟ ଓ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଷ୍ଟୁଡିଓଜକୁ କିଣି ନେଇଛନ୍ତି । ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri