ଜାତୀୟ

ସର୍ଦ୍ଦାର ପଟେଲଙ୍କ ଜୟନ୍ତିରେ କେବଡିୟାରେ ଏକତାର ଶପଥ ଦେଲେ ମୋଦି

ଗାନ୍ଧିନଗର,୩୧ ।୧୦: ସର୍ଦ୍ଦାର ପଟେଲଙ୍କ ୧୪୭ ତମ ଜୟନ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ୩୧ ଅକ୍ଟୋବର ୨୦୨୨ ସୋମବାର...

ମୋରବି କେବଲ ବ୍ରିଜ ଦୁର୍ଘଟଣାରେ ୧୪୦ରୁ ଅଧିକ ମୃତ, ରାତିସାରା ପିଏମଓ ସହ ସମ୍ପର୍କରେ ଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏବେବି କେତେଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜା...

ଗଣତନ୍ତ୍ରକୁ ରକ୍ଷା କରନ୍ତୁ ସିଜେଆଇ

କୋଲକାତା,୩୧ା୧୦: ଦେଶରେ ସବୁ ଗଣତାନ୍ତ୍ରିକ ଶକ୍ତିକୁ ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ କବ୍‌ଜା କରିରଖିଛି। ତେଣୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଲିତ ସେମାନଙ୍କ କବଳରୁ ଗଣତନ୍ତ୍ରକୁ ରକ୍ଷା କରନ୍ତୁ ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

୨୩୨ ପିଟିଶନର ଶୁଣାଣି ଆଜି

ନୂଆଦିଲ୍ଲୀ, ୩୧ା୧୦: କେନ୍ଦ୍ର ସରକାର ୨୦୧୯ରେ ଆଣିଥିବା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଖଲ ୨୩୨ ଆବେଦନର ଶୁଣାଣି ସୋମବାର ହେବ। ସିଜେଆଇ ୟୁ.ୟୁ. ଲଲିତ ଏବଂ ଜଷ୍ଟିସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ...

ଗୁଜରାଟରେ ନିର୍ମାଣ ହେବ ବାୟୁସେନାର ପରିବହନ ବିମାନ

ଭଦୋଦରା, ୩୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୁଜରାଟର ଭଦୋଦରାରେ ଏୟାରବସ୍‌, ଟାଟା କନର୍ସୋଟିୟମ ଅଫ୍‌ ଟାଟା ଆଡଭାନ୍ସଡ ସିଷ୍ଟମ ଲିଃ (ଟିଏଏସ୍‌ଏଲ୍‌) ଏବଂ ଟିଏଏସ୍‌ଏଲ୍‌ ନେତୃତ୍ୱରେ ଟାଟା କନ୍ସଲ୍‌ଟାଣ୍ଟ ସର୍ଭିସ୍‌ (ଟିସିଏସ୍‌)ର ମିଳିତ ଉତ୍ପାଦନ ୟୁନିଟ୍‌ର ଶିଳାନ୍ୟାସ କରିଛନ୍ତି।...

ରାହୁଲ ଗାନ୍ଧୀଙ୍କ ଭାବନା ସାଇବାବାଙ୍କ ସହ ସମାନ, ତାଙ୍କୁ ଆଶୀର୍ବାଦ ମିଳିବ: ରବର୍ଟ ଭଦ୍ରା

ଅହମଦନଗର,୩୧ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମି ତଥା ବିଜନେସମ୍ୟାନ ରବର୍ଟ ଭଦ୍ରା ରବିବାର ଏକ ବଡ ବୟାନ ଦେଇଛନ୍ତି । ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ତୁଳନା ସାଇବାବାଙ୍କ ସହ କରିଛନ୍ତି । ଏହାସହ...

ବିବାଦରେ କାଡ୍‌ବରି ଚକୋଲେଟ୍‌

ନୂଆଦିଲ୍ଲୀ, ୩୧ା୧୦: ଲୋକପ୍ରିୟ କାଡବରି ଚକୋଲେଟ୍‌ ବିରୋଧରେ ସୋସିଆଲ ମିଡିଆରେ ବଏକଟ୍‌ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏହି ଚକୋଲେଟ୍‌ରେ ଗୋମାଂସରୁ ବାହାରୁଥିବା ଜିଲେଟିନ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ଆସିଛି। ଏହାଦ୍ୱାରା ହିନ୍ଦୁମାନଙ୍କ ଧର୍ମୀୟ ଭାବନା ଆଘାତ ହେଉଥିବା ସୋସିଆଲ ମିଡିଆରେ...

ପ୍ରତି ୩ରୁ ଗୋଟିଏ ଯୌନ ହିଂସା

ନୂଆଦିଲ୍ଲୀ, ୩୧ା୧୦: ଭାରତରେ ଶିଶୁ ବିରୋଧୀ ଅପରାଧ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ୨୦୨୧ରେ କେବଳ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ବଳରେ ୫୩,୮୭୪ ମାମଲା ରୁଜୁ ହୋଇଥିବା ଜାତୀୟ ଅପରାଧ ରେକଡର୍‌ସ ବ୍ୟୁରୋ(ଏନ୍‌ସିଆର୍‌ବି)...

ଚାଇନା ଋଣ ଆପ୍‌ରେ ବଢ଼ୁଛି ଠକେଇ

ନୂଆଦିଲ୍ଲୀ,୩୧ା୧୦: ଚାଇନାର ଋଣ ଆପ୍‌ଗୁଡ଼ିକ ଜରିଆରେ ଭାରତରେ ଅନେକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଏହି ଆପ୍‌ରେ ଋଣ ପ୍ରଦାନ ଆଳରେ ଲୋକଙ୍କୁ ହଇରାଣ, ବ୍ଲାକ୍‌ମେଲ କରାଯାଉଛି। ରିକଭରି ଏଜେଣ୍ଟମାନଙ୍କ ପ୍ରାଦୁର୍ଭାବ ବଢ଼ୁଥିବାରୁ ଲୋକେ ଆମତ୍ହତ୍ୟା କରିବାକୁ ମଧ୍ୟ...

ମୋରବି ଦୁର୍ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠିତ, ନିଖୋଜ ଲୋକଙ୍କ ପାଇଁ ହେଲପ ଲାଇନ ନମ୍ବର ଜାରି

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ମଚ୍ଛୁ ନଦୀ ଉପରେ ଥିବା ପୋଲ ଭୁଷୁଡିବା ଘଟଣାର ଯାଞ୍ଚ ପାଇଁ ଏସଆଇଟି ଟିମ ଗଠନ କରାଯାଇଛି । ଏହି ମାମଲାର ସମସ୍ତ ଦିଗକୁ ନେଇ ଯାଞ୍ଚ କରାଯିବ । ଏପଟେ ପ୍ରଶାସନ ପକ୍ଷରୁ...

ମୋରବି ଗସ୍ତ କରିପାରନ୍ତି ମୋଦି, ପୋଲ ଭୁଷୁଡିବା ପରେ ରଦ୍ଦ କଲେ ରୋଡ ଶୋ

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ଏଠାରେ ଥିବା କେବଳ ବ୍ରିଜ ହଠାତ୍ ଭାଙ୍ଗିଯିବା ଫଳରେ ଲୋକେ ନଦୀ ମଧ୍ୟରେ ପଡି ଯାଇଥିଲେ । ପୋଲ ଉପରେ କ୍ଷମତାଠାରୁ ଅଧିକ ଲୋକେ...

ମୋରବି ପୋଲ ଭୁଷୁଡିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୦୦ ଟପିଲା, ୭୦ ଆହତ, ୫୦ରୁ ଅଧିକ ନିଖୋଜ

ମୋରବି,୩୧ ।୧୦: ଗୁଜରାଟ ମୋରବିରେ ମଚ୍ଛୁ ନଦୀ ଉପରେ ନିର୍ମାଣ କରାଯାଇଥିବା କେବଳ ବ୍ରିଜ ରବିବାର ହଠାତ୍ ଭୁଷୁଡି ପଡିବା ଫଳରେ ଏବେ ପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୧୦୦ ଟପିଲାଣି । ହସ୍ପିଟାଲ ପକ୍ଷରୁ ମଳିଥିବା ଏହି ସୂଚନା ଅନୁଯାୟୀ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri