ଜାତୀୟ

ଭାରତରେ ଧନୀକଙ୍କ ସଂଖ୍ୟା ସର୍ବାଧିକ, ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ବଢୁଛି, କହିଲେ ରାହୁଲ…

ମେହବୁବନଗର,୨୯।୧୦ : ଭାରତ ଯୋଡୋ ଯାତ୍ରାରେ ତେଲେଙ୍ଗାନାରେ ମେହବୁବନଗରଠାରେ ଏକ ରାଲିରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶରେ ଥିବା ଧନୀକଙ୍କ ସଂଖ୍ୟା ପୃଥିବୀରେ ସର୍ବାଧିକ। ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି। ଏହା...

ବ୍ରିଟିଶ୍‌ ଶାସନ ସମୟର ସମସ୍ତ ନାମ ହେବ ପରିବର୍ତ୍ତନ, ଧାମିଙ୍କ ଘୋଷଣା…

ଡେରାଡୁନ,୨୯।୧୦ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ଘୋଷଣା କରିଛନ୍ତି ଯେ, ରାଜ୍ୟରେ ବ୍ରିଟିଶ୍‌ ଶାସନ ସମୟର ଥିବା ସମସ୍ତ ନାମର ପରିବର୍ତ୍ତନ ଖୁବ୍‌ ଶୀଘ୍ର କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।...

୧୩୩ ସରପଞ୍ଚ -୧୭,୩୪୭ ପଞ୍ଚ ସର୍ବସମ୍ମତି କ୍ରମେ ନିର୍ବାଚିତ, ୮୬.୭୯ କୋଟି ଟଙ୍କାର ପୁରସ୍କାର ଦେବେ ଖଟ୍ଟର ସରକାର…

ଚଣ୍ଡିଗଡ଼,୨୯।୧୦ : ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ୧୩୩ ସରପଞ୍ଚ ଏବଂ ୧୭,୩୪୭ ପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ୫୬ ବ୍ଲକ୍‌ ସମିତି ସଭ୍ୟଙ୍କୁ ମଧ୍ୟ...

ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା, ପୁଣି ଏକାଠି ହେବେ କି ଭାଜପା-ଶିବସେନା ! ଫଡନାଭୀସଙ୍କୁ ପ୍ରଶଂସା କଲେ ଉଦ୍ଧବ…

ମୁମ୍ବାଇ,୨୯।୧୦ : ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ପୁଣି ଏକାଠି ହେବେ! ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ଦେଇଥିବା ବଡ଼ ସଙ୍କେତରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଦ୍ଧବଙ୍କ ବିବୃତ୍ତି ଏବେ ଆଲୋଡ଼ନ ସୃଷ୍ଟି କରିଛି। ମହାରାଷ୍ଟ୍ର...

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ, ଓ୍ବାର୍କ ଫ୍ରମ୍‌ ହୋମ୍‌ ପରାମର୍ଶ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍‌ର କଠୋରତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଆୟୋଗ ଆବେଦନ କରିଛନ୍ତି ଯେ ଯଦି ସମ୍ଭବ ତେବେ ଘରୁ...

ସାଧାରଣ ଲୋକେ ବି ହେବେ ସରକାରଙ୍କ ବ୍ୟବସାୟିକ ଅଂଶୀଦାର…

ନୂଆଦିଲ୍ଲୀ,୨୯।୧୦ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ପାଇଁ ଗଣମାଧ୍ୟମର ଶୀର୍ଷରେ ରହିଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ସର୍ବଦା ସେମାନଙ୍କ ବକ୍ତବ୍ୟ ବିଷୟରେ ଆଲୋଚନାରେ ରହିଥାନ୍ତି।...

ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…

ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର ଖବରଦାତାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ...

ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଅଛନ୍ତି କଙ୍ଗନା ରାଣାଓ୍ବତ। ଜାତୀୟ ଗଣମାଧ୍ୟମରେ ଏକ...

ଆତଙ୍କବାଦ ବିରୋଧରେ ନୂଆ ଟାର୍ଗେଟ ଧାର୍ଯ୍ୟ…

ନୂଆଦିଲ୍ଲୀ,୨୯।୧୦ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଆତଙ୍କବାଦ ବିରୋଧୀ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିନ ମୁମ୍ବାଇଠାରେ ଶୁକ୍ରବାର ଏବଂ ଦ୍ୱିତୀୟ ଦିନ ଶନିବାର ନୂଆଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ...

ନିର୍ବାଚନ ପୂର୍ବରୁ ୟୁନିର୍ଫମ ସିଭିଲ କୋଡ ନେଇ ଭାଜପାକୁ ଘେରିଲା କଂଗ୍ରେସ…

ନୂଆଦିଲ୍ଲୀ,୨୯।୧୦ : ଖୁବ ଶୀଘ୍ର ଗୁଜରାଟ ଏବଂ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ଭାଜପାକୁ ଟାର୍ଗେଟ କରିଛି। କଂଗ୍ରେସ ଲଗାତାର ଭାଜପା ଦେଶରେ...

ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ପ୍ରଥମେ ଟିଭି ନେଟୱାର୍କକୁ ନିଜ ନିୟନ୍ତ୍ରଣକୁ କରିବା...

ଆଦିବାସୀଙ୍କ ସହିତ ନାଚିଲେ ରାହୁଲ…

ଭଦ୍ରାଚଳମ,୨୯।୧୦ : କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଶନିବାର ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତେଲେଙ୍ଗାନାର ଭଦ୍ରାଚଳମରେ ଆଦିବାସୀ ସମ୍ପ୍ରଦାୟଙ୍କ ସେ ନାଚିଛନ୍ତି। ଏଥିସହ ସେ ଏକ ଭିଡିଓ ଶେୟାର କରି ଟୁଇଟ କରିଛନ୍ତି ଯେଉଁଥିରେ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri