ଜାତୀୟ

ନୂଆ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା

ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ...

ସେନା ପରିବହନ ବିମାନ କାରଖାନାର ଶିଳାନ୍ୟାସ କରିବେ ମୋଦି

ଅହମଦାବାଦ,୨୭।୧୦: ଚଳିତ ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବା ବେଳେ ଗୁଜରାଟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇତିମଧ୍ୟରେ ମୋଦିଙ୍କ ରାଜ୍ୟ ଗୁଜରାଟର ବଡୋଦରାରେ ସି-୨୯୫ ସୈନ୍ୟବାହିନୀ ପାଇଁ ସେନା ପରିବହନ ବିମାନ ନିର୍ମାଣ...

କୋଏମ୍ବାଟୁର ବିସ୍ଫୋରଣର ତଦନ୍ତ ଏନ୍‌ଆଇଏକୁ ହସ୍ତାନ୍ତର କଲେ କେନ୍ଦ୍ର ସରକାର

କୋଏମ୍ବାଟୁର,୨୭।୧୦: ତାମିଲନାଡୁର କୋଏମ୍ବାଟୁର ମନ୍ଦିର ନିକଟରେ ଗତ ରବିବାର ହୋଇଥିବା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ୱ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ହସ୍ତାନ୍ତର ପାଇଁ କେନ୍ଦ୍ର ସରକାର ଗୁରୁବାର ନିଷ୍ପତ୍ତି ନେଇଛନ୍ତି। ବିସ୍ଫୋରଣରେ ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ...

୨୦୨୪ ସୁଦ୍ଧା ପ୍ରତିଟି ରାଜ୍ୟରେ ହେବ ଏନ୍‌ଆଇଏ ଅଫିସ୍‌

ନୂଆଦିଲ୍ଲୀ,୨୭।୧୦: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ରାଜ୍ୟ କ୍ଷେତ୍ରବାହାରେ କ୍ଷମତା ଦିଆଯିବା ସହ ୨୦୨୪ ସୁଦ୍ଧା ପ୍ରତି ରାଜ୍ୟରେ ଏହାର ଶାଖା ଖୋଲିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର କହିଛନ୍ତି। ହରିୟାଣାର ସୂରଯକୁଣ୍ଡଠାରେ ୨ଦିନିଆ ଚିନ୍ତନ ଶିବିରକୁ...

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀର କୁଲଗାମ ଜିଲା କୌସରନାଗ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା...

ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୨୭।୧୦: ବୌଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ନଭେମ୍ବର ୮ରେ ଋଷିଆ ଗସ୍ତରେ ଯିବେ। ସେ ଋଷିଆର ବୌଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଭାରତ-ଋଷିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆନ୍ତର୍ଜାତୀୟ ବିକାଶ ଉପରେ...

ଦଣ୍ଡ, ଜରିମାନା ପରେ ମିଳିଲା ଜାମିନ: ଆଜମ କହିଲେ…

ଲକ୍ଷ୍ନୌ,୨୭।୧୦: ଉତ୍ତେଜନାମୂଳକ ଭାଷଣ ମାମଲାରେ ସମାଜବାଦୀ ନେତା ଆଜମ ଖାନ୍‌ଙ୍କୁ ରାମପୁର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୯ ଲୋକ ସଭା ନିର୍ବାଚନରେ ଦିଆଯାଇଥିବା ଉତ୍ତେଜନାମୂଳକ ଭାଷଣ ପାଇଁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଜେଲ...

ଭାଇ ଦୁଜରେ ବିଷାକ୍ତ ଚା’ ପିଇ ୨ଭାଇଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ମୈନପୁରୀ,୨୭।୧୦: ଉତ୍ତରପ୍ରଦେଶର ମୈନପୁରୀରେ ଭାଇ ଦୁଜରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ତିଆରି ହୋଇଥିବା ଚା’ ପିଇ ୨ଶିଶୁଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନାଯୋଗ୍ୟ, ନଗଲା କହ୍ନି ଗ୍ରାମରେ ରହୁଥିବା...

ବିମାନରେ ମାଡ଼ ହେଲା ପକ୍ଷୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ,୨୭।୧୦: ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ମଝି ଆକାଶରେ ବିମାନ ସହ ଏକ ପକ୍ଷୀ ମାଡ ହେବାରୁ ଦିଲ୍ଲୀ ବିମାନବନ୍ଦରରେ ଏହାର ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ଫଳରେ ଯାତ୍ରୀ ଅଳ୍ପକେ ବିପଦରୁ...

ବଡ଼ ଆକ୍ରମଣ ଯୋଜନା ପଣ୍ଡ

ଶ୍ରୀନଗର,୨୭।୧୦: ଜମ୍ମୁକଶ୍ମୀରରେ ଏକ ବଡ ଆକ୍ରମଣ ଷଡଯନ୍ତ୍ର ସୁରକ୍ଷା ବାହିନୀ ଦ୍ୱାରା ପଣ୍ଡ ହୋଇଛି। ଜମ୍ମୁର ରେଳ ଷ୍ଟେଶନ ପରିସରରେ ଥିବା ଏକ ଡ୍ରେନ ନିକଟରେ ୧୮ଟି ଡିଟୋନେଟର ଏବଂ କିଛି ତାର ଥିବା ଏକ ସନ୍ଦିଗ୍ଧ ବ୍ୟାଗ ମିଳିଛି।...

ଆଜମ ଖାନଙ୍କୁ ୩ ବର୍ଷ ଜେଲ୍‌

ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କୁ ୨୫ ହଜାର ଜୋରିମାନା ମଧ୍ୟ କରାଯାଇଛି। ତାଙ୍କ ବିଧାନସଭାର...

ଛଟ୍‌ ପୂର୍ବରୁ ପୁଣି ଥରେ ପ୍ରଦୂଷିତ ହେଲା ଯମୁନା ନଦୀ

ନୂଆଦିଲ୍ଲୀ,୨୭।୧୦: ଦୀପାବଳି ପରେ ଏବେ ଛଟ୍‌ ପର୍ବକୁ ନେଇ ଚାରିଆଡ଼େ ପ୍ରସ୍ତୁତି ଜୋରଦାର ଚାଲିଛି। ଶୁକ୍ରବାରଠାରୁ ଏହି ପର୍ବ ଆରମ୍ଭ ହେବାକୁ ଯାଉଛି। ଚାରି ଦିନ ଧରି ଚାଲିବାକୁ ଥିବା ଏହି ପର୍ବ ପୂର୍ବରୁ ଯମୁନା ନଦୀ ପୁଣିଥରେ ପ୍ରଦୂଷିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri