ଜାତୀୟ

କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି…

କୋଲକାତା,୪।୯: କୋଲକାତା ଆର୍‌.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍‌ ଏବଂ କୋଲକାତା ପୋଲିସର...

ରାଜ୍ୟ ସଭାରେ ବଢିଲା ଏନଡିଏର ଶକ୍ତି, ଭାଜପା ପାଇଁ ଆସିଲା ଏହି ରାଜ୍ୟରୁ ଗୁଡନ୍ୟୁଜ୍‌

ନୂଆଦିଲ୍ଲୀ,୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ରାଜୀବ ଭଟ୍ଟାଚାର୍ଯ୍ୟ ମଙ୍ଗଳବାର ତ୍ରିପୁରାରୁ ରାଜ୍ୟ ସଭାର ଏକମାତ୍ର ଆସନରେ ୩୭ ଭୋଟ ବ୍ୟବଧାନରେ ଜିତିଛନ୍ତି। ଭାଜପା ରାଜ୍ୟ ୟୁନିଟ ସଭାପତି ଭଟ୍ଟାଚାର୍ଯ୍ୟ ୪୭ଜଣ ବିଧାୟକଙ୍କ ସମର୍ଥନ ପାଇଥିବାବେଳେ ୧୦ ଜଣ...

ଚଷମା ଆବଶ୍ୟକତା ଦୂର କରିବ ନୂଆ ଆଇଡ୍ରପ୍‌

ନୂଆଦିଲ୍ଲୀ,୪ା୯: ଚଷମା ଆବଶ୍ୟକତାକୁ ଦୂର କରିବ ନୂଆ ଆଇଡ୍ରପ୍‌। ଭାରତର ଔଷଧ ନିୟାମକ ସଂସ୍ଥା ଡିସିଜିଆଇ ଉକ୍ତ ଆଇଡ୍ରପ୍‌କୁ ଅନୁମୋଦନ କରିଛି। ଅକ୍ଟୋବରରୁ ଏହା ୩୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି। ମୁମ୍ବାଇର ଏଣ୍ଟୋଡ୍‌ ଫାର୍ମାସ୍ୟୁଟିକାଲ୍ସ ପ୍ରସ୍ତୁତ କରିଥିବା ପ୍ରେସ୍‌ଭୁ...

ନାବାଳିକାଙ୍କୁ ଅପହରଣ, ଗଣବଳାତ୍କାର

ଗୟା,୩ା୯ (ପି.ଟି.): ବିହାରର ଗୟା ଜିଲାରେ ଏକ ଜଘନ୍ୟ ଅପରାଧ ଘଟଣା ସାମନାକୁ ଆସିଛି। ୬ ବର୍ଷର ବାଳିକାଙ୍କୁ ୨ ଜଣ ଯୁବକ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଛନ୍ତି। ପୀଡ଼ିତାଙ୍କୁ ହତ୍ୟା କରିବା ପରେ ୨...

ଦୁର୍ନୀତି ମାମଲାରେ ସନ୍ଦୀପ୍‌ ଘୋଷ ନିଲମ୍ବିତ

କୋଲକାତା,୪ା୯: ଆର୍‌.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ୍‌ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ...

ହଠାତ୍‌ ଏ କ’ଣ…ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ରେଳଟ୍ରାକ୍‌ରେ କାମ କଲେ ରାହୁଲ

ନୂଆଦିଲ୍ଲୀ,୩।୯: ହାତରେ ହାତୁଡି ଓ ମୁଣ୍ଡରେ ଟୋପି ପିନ୍ଧି ହଠାତ୍‌ ଷ୍ଟେଶନରେ ପହଞ୍ଚିଲେ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ। ପହଞ୍ଚିବା ପରେ ସେ ରେଳ ଟ୍ରାକମ୍ୟାନଙ୍କୁ ଭେଟିଥିଲେ। ତେବେ ରାହୁଲଙ୍କ ଏପରି ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ...

ନଡ୍ଡା କହିଲେ ଭାଜପା ଏବେ ବଡ଼ ଦଳ, ଆରଏସଏସର ପଡିବନି ଆବଶ୍ୟକ, ଉତ୍ତର ରଖିଲା ସଂଘ

ନୂଆଦିଲ୍ଲୀ,୩।୯: ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭଗଓ୍ବତ ଓ ୬ ସଂଯୁକ୍ତ ମହାସଚିବଙ୍କ ଉପସ୍ଥିତିରେ କେରଳରେ ଅଖିଳ ଭାରତୀୟ ସମନ୍ବୟ ବୈଠକ ଶେଷ ହୋଇଛି। ତେବେ ଏହି ବୈଠକରେ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା, ମହାସଚିବ ସଂଗଠନ...

ପୁଣି କଙ୍ଗନାଙ୍କ ବାଣ, ଏଥର ନିଜ ଦଳକୁ କଲେ ଟାର୍ଗେଟ

ନୂଆଦିଲ୍ଲୀ,୩।୯: କଙ୍ଗନାଙ୍କ ଫିଲ୍ମ ଏମରଜେନ୍ସି ରିଲିଜ୍‌ ଉପରେ ରୋକ୍‌ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି। ଏକ...

ନୀତୀଶ କୁମାରଙ୍କୁ ଭେଟିଲେ ତେଜସ୍ବୀ ଯାଦବ: ରାଜନୀତି ହଲ୍‌ଚଲ୍‌

ପାଟନା,୩।୯: ଦୀର୍ଘ ୮ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ମଙ୍ଗଳବାର ଭେଟିଛନ୍ତି ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ। ମୁଖ୍ୟମନ୍ତ୍ରୀ ସଚିବାଳୟରେ ନୀତୀଶ ପହଞ୍ଚିବା ପରେ ତେଜସ୍ବୀ ତାଙ୍କୁ ସାକ୍ଷାତ କରିଥିଲେ। ସୂଚନା କମିଶନର ପଦରେ ନିଯୁକ୍ତି...

କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ

ନୂଆଦିଲ୍ଲୀ,୩।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ...

ସୁରକ୍ଷାବାହିନୀକୁ ବଡ଼ ସଫଳତା: ୯ ମାଓବାଦୀ ନିପାତ

ରାୟପୁର,୩।୯: ଛତିଶଗଡର ଦାନ୍ତେୱାଡା ଏବଂ ବିଜାପୁରର ସୀମାନ୍ତ ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ସୁରକ୍ଷାବାହିନୀ ଗୁଳିରେ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ମାଓବାଦୀଙ୍କ ମୃତଦେହ ସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର...

ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଧମକ ଦେଲେ କଂଗ୍ରେସ ନେତା

ଶ୍ରୀନଗର,୩।୯: ଜମ୍ମୁ-କଶ୍ମୀରର ଗାଂଦରବଲ ଜିଲାରେ କଂଗ୍ରେସ ଜିଲାଧ୍ୟକ୍ଷ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯଦି ଦଳ ତାଙ୍କୁ ପ୍ରାର୍ଥୀ ନ କଲା ତେବେ ସେ ନ୍ୟାଶନାଲ କନଫରେନ୍ସ(ଏନସି) ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ ବିପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri