ଜାତୀୟ

ଗୁଗଲ ଉପରେ ୯୩୬ କୋଟିର ଜରିମାନା…

ନୂଆଦିଲ୍ଲୀ,୨୫।୧୦ : ସର୍ଚ୍ଚ ଇଞ୍ଜିନ ଗୁଗଲର ମନଇଛା ବେପରୁଆ କାର୍ଯ୍ୟକୁ ବନ୍ଦ କରିବା ପାଇଁ କମ୍ପିଟେଶନ କମିଶନ ଅଫ ଇଣ୍ଡିଆ (ସିସିଆଇ) ପୁଣି ଥରେ ଜରିମାନା ଲଗାଇଛି। ପ୍ଲେ ଷ୍ଟୋର ପଲିସିରେ ଏହାର ପ୍ରାଧାନ୍ୟ ପଦବୀର ଅପବ୍ୟବହାର କରିଥିବାରୁ ଗୁଗଲ...

ସୁନକଙ୍କ ପୂର୍ବଜଙ୍କ ଜନ୍ମସ୍ଥାନ ଏବେ ପାକିସ୍ତାନରେ…

ନୂଆଦିଲ୍ଲୀ,୨୫।୧୦ : ମରିସସ, କାନାଡା, ଆମେରିକା, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସମେତ ବିଶ୍ୱର ବହୁ ଦେଶରେ ମୂଳ ଭାରତୀୟ ଲୋକମାନେ ନିଜର ପଦଚିହ୍ନ ଛାଡିଛନ୍ତି। କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହୋଇଥିବାବେଳେ ମରିସସର ଶାସନ ମଧ୍ୟ ଅନେକ ଥର ମୂଳ...

ଦିଲ୍ଲୀ-ଲକ୍ଷ୍ନୌ ସମେତ ଅନ୍ୟ ସହରରେ ମହାଜାଗତିକ ବିରଳ ଦୃଶ୍ୟ…

ନୂଆଦିଲ୍ଲୀ,୨୫।୧୦ : ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟ ପରାଗ ଆରମ୍ଭ ହୋଇଛି। ଏହା ଏକ ଆଂଶିକ ସୂର୍ଯ୍ୟ ପରାଗ। ଏହତ ମହାଜାଗତିକ ଦୃଶ୍ୟ ଭାରତ ସମେତ ବିଶ୍ୱର ବହୁ ଦେଶରେ ଦେଖାଯାଇଛି। ଭାରତରେ ଏହି ସୂର୍ଯ୍ୟ ଗ୍ରହଣ କେବଳ...

୭୦୦ ଦୋକାନ ପୋଡ଼ି ପାଉଁଶ : ଦମକଳ ବାହିନୀ ବିରୋଧରେ ଅବହେଳା ଅଭିଯୋଗ…

ଇଟାନଗର,୨୫।୧୦ : ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗର ନିକଟସ୍ଥ ନାହରଲଗୁନ ଦୈନିକ ବଜାରରେ ମଙ୍ଗଳବାର ଭୋର ସମୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭୦୦ ଦୋକାନ ପୋଡ଼ି ପାଉଁଶ ହୋଇ ଯାଇଛି। ଭୋର ପ୍ରାୟ୪ଟା ବେଳେ...

୨ ଘଣ୍ଟା ହ୍ବାଟସଆପ୍‌ ସର୍ଭର ଡାଉନ : ମେଟାକୁ ଜବାବ ତଲବ କଲା ଆଇଟି ମନ୍ତ୍ରଣାଳୟ …

ନୂଆଦିଲ୍ଲୀ,୨୫।୧୦ : ହ୍ବାଟସ ଆପ ସର୍ଭର ୨ ଘଣ୍ଟା ଡାଉନ ହେବା ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ମେଟା ଠାରୁ ଏକ ରିପୋର୍ଟ ମାଗିଛି। ମଙ୍ଗଳବାର ଭାରତ ସମେତ ଅନେକ ଦେଶରେ ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ବାଟସଆପ୍‌...

ସୁନକଙ୍କୁ ନେଇ ମେହବୁବା-ରବିଶଙ୍କର ମୁହାଁମୁହିଁ…

ନୂଆଦିଲ୍ଲୀ/ଶ୍ରୀନଗର,୨୫।୧୦ : ପିଡିପି ସଭାପତି ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ବ୍ରିଟେନରେ ମୂଳ ଭାରତୀୟ ଋଷି ସୁନକଙ୍କ ପ୍ରଧାନମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର...

ସ୍ବାମୀଙ୍କୁ ବଦନାମ କରିବା ମଦ୍ୟପ କହିବା କ୍ରୁରତା, ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୫।୧୦ : ବମ୍ବେ ହାଇକୋର୍ଟ ପରିବାର କୋର୍ଟର ଆଦେଶକୁ କାଏମ ରଖି ରାୟ ଦେଇଛନ୍ତି ଯେ ବିନା ପ୍ରମାଣରେ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ସମ୍ପର୍କ ରଖିଥିବା କହିବା ଏବଂ ମଦ୍ୟପ ବୋଲି କହିବା କ୍ରୁରତା ଶ୍ରେଣୀଭୁକ୍ତ। ଜଷ୍ଟିସ ନିତିନ...

ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ଘୋଷଣା ହୋଇପାରେ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ

ଗାନ୍ଧିନଗର,୨୫ ।୧୦: ଗୁଜରାଟ ବିଧାନସଭାକୁ ଆଖି ଆଗରେ ରଖି ପ୍ରାୟ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଇତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ...

‘ଲଗାନ୍‌ ସେ ଲଗାମ୍‌ ତକ୍‌’: ସୁନକଙ୍କୁ ନେଇ ଶଶି ଥରୁରଙ୍କ ଟୁଇଟ…

ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ମୂଳ ଭାରତୀୟ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ନେଇ ଏକ ନିଆରା ଟୁଇଟ କରିଛନ୍ତି। ସେ ଲେଖିଛନ୍ତି ‘ଲଗାନ୍‌ ସେ ଲଗାମ୍‌ ତକ୍‌’। ମାତ୍ର ୭୫ ବର୍ଷ ମଧ୍ୟରେ...

ବାଣଫୁଟାକୁ ନେଇ ଦୁଇପକ୍ଷ ମୁହାଁମୁହିଁ, ୧୯ ଜଣ ପୋଲିସ ହେପାଜତରେ…

ଅହମଦାବାଦ,୨୫।୧୦: ଦୀପାବଳି ଅବସରରେ ଗୁଜରାଟର ବଡୋଦରା ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ବାଣଫୁଟାକୁ ନେଇ ସଂଘର୍ଷ ହୋଇଥିଲା। ଏହା ପରେ ପୋଲିସ ଉଭୟ ପକ୍ଷରୁ ୧୯ ଜଣଙ୍କୁ ଗିରଫ କରିଥିଲା। ମଙ୍ଗଳବାର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଏହି...

ଦୈନିକ ସଂକ୍ରମଣ ହଜାରେ ତଳେ, ମୃତ୍ୟୁ ସଂଖ୍ୟା ୧…

ନୂଆଦିଲ୍ଲୀ, ୨୫।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୩ ହଜାର ତଳେ ରହିଛି। ଗତ...

ହ୍ବାର୍ଟସ୍‌ଆପ ସର୍ଭର ଡାଉନ୍‌, ସେବା ବନ୍ଦ

ନୂଆଦିଲ୍ଲୀ,୨୫।୧୦: ଭାରତରେ ହ୍ବାର୍ଟସ୍‌ଆପ ଠପ୍‌ ହୋଇଯାଇଛି। ଆଜି ୧୨.୩୦ରୁ ଉପଭୋକ୍ତାମାନେ ହ୍ବାର୍ଟସାପ୍‌ ବ୍ୟବହାର କରିବାରେ ଅସମର୍ଥ ହୋଇପଡିଛନ୍ତି। ଏହାକୁ ନେଇ ଲୋକେ ଟୁଇଟରରେ ଅଭିଯୋଗ କରିଥିଲେ। ତେବେ ହ୍ବାର୍ଟସାପ୍‌ ବନ୍ଦ ହେବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅନ୍ୟ ମେଟା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri