ଜାତୀୟ

ଏଣିକି ସର୍ବସାଧାରଣରେ ମାସ୍କ ନ ପିନ୍ଧିଲେ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨୦।୧୦: ବର୍ତ୍ତମାନଠାରୁ ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ। ଗୁରୁବାର ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍‌ଏ) ବାଧ୍ୟତାମୂଳକ ମାସ୍କ କଟକଣାକୁ ସେପ୍ଟେମ୍ବର ୩୦ରୁ ଆଉ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ନେଇଛି। ଏଥିସହ ସେପ୍ଟେମ୍ବର...

‘ତୁମଦ୍ୱାରା ହେବ ନାହିଁ, ଆମେ କରିଦେଖାଇବୁ’

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ମହାନଗର ନିଗମ ନିର୍ବାଚନ(ଏମ୍‌ସିଡି ନିର୍ବାଚନ)କୁ ନେଇ ରାଜନୀତି ସରଗରମ ହୋଇଛି। ବିଶେଷ ଭାବେ ଶାସକ ଆମ୍‌ ଆଦମୀ ପାର୍ଟି(ଏଏପି) ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦିଲ୍ଲୀ ତେହେଖଣ୍ଡରେ ବର୍ଜ୍ୟବସ୍ତୁ-ଶକ୍ତି କାରଖାନାର ଉଦଘାଟନ କରି କେନ୍ଦ୍ର...

ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କଲା ଭାଜପା

ଶିମ୍‌ଲା,୨୦।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଗୁରୁବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏଥିରେ ୬ଜଣ ପ୍ରାର୍ଥୀଙ୍କ ନାମ ରହିଛି। ହିମାଚଳ ପ୍ରଦେଶ ବିଧାନସଭାରେ ୬୮ଟି ଆସନ ରହିଥିବା ବେଳେ ଅକ୍ଟୋବର ୧୯ରେ ନିର୍ବାଚନ ପାଇଁ...

ବାଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଖାରଜ: ସୁପ୍ରିମକୋର୍ଟ କହିଲେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀରେ ବାଣ ସମ୍ପୂର୍ଣ୍ଣ ନିଷେଧାଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କୋର୍ଟ ଏକ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଲୋକଙ୍କୁ ନିର୍ମଳ ପବନରେ ନିଶ୍ୱାସ ନେବାକୁ ଦିଅନ୍ତୁ,...

୨୩ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଜଣାଶୁଣା ବିଲଡର୍‌

ମୁମ୍ବାଇ,୨୦।୧୦: ଜଣାଶୁଣା ରିଏଲ ଇଷ୍ଟେଟ ଡେଭଲପର୍‌ ପାରସ ପୋରୱାଲ ଗୁରୁବାର ମୁମ୍ବାଇର ଏକ କୋଠାର ୨୩ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି। ପରେ ପୋଲିସ ୫୭ ବର୍ଷିୟ ପାରସଙ୍କ ଜିମରୁ ଏକ ‘ଆତ୍ମହତ୍ୟା ନୋଟ’ ଜବତ କରିଛି। ଏଥିରେ...

ଦୀପାବଳିରେ ଯୁବପିଢିଙ୍କୁ ବଡ଼ ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୨୨: ଦୀପାବଳି ପୂର୍ବରୁ ଯୁବପିଢିଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଅକ୍ଟୋବର ୨୨ରେ ଅର୍ଥାତ୍‌ ଧନ୍ତରେସ୍‌ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏକ ରୋଜଗାର ମେଳା ଆରମ୍ଭ କରିବାକୁ...

ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସା ନେଇ ଫୋର୍ଡାର ପ୍ରଶ୍ନ, ଏମ୍‌ପିଙ୍କୁ ଜାଣି ନଥିବା ଗରିବଙ୍କର ଚିକିତ୍ସା ହେବ କିପରି ?…

ନୂଆଦିଲ୍ଲୀ,୨୦।୧୦ : ଫେଡେରେଶନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏଶନ (ଫୋର୍ଡା) ଦିଲ୍ଲୀ ଏମ୍ସର ଭିଆଇପି ସଂସ୍କୃତି ଚିକିତ୍ସାକୁ ବିରୋଧ କରିଛି। ଏମ୍‌ପିଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ ଏକ ଭିଆଇପି ବ୍ୟବସ୍ଥା ପ୍ରସ୍ତୁତ କରିଛି। ଏହି ସୂଚନା ଏମ୍ସ ଦ୍ୱାରା...

ପାକିସ୍ତାନ ଗସ୍ତ ବିଷୟରେ ନିଷ୍ପତ୍ତି ନେବ ଗୃହ ମନ୍ତ୍ରଣାଳୟ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଥିବା ଭାରତୀୟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ କହିଛନ୍ତି, ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାକୁ...

ବାଣ ଗୋଦାମରେ ବିସ୍ଫୋରଣ: ୩ ମୃତ, ୭ ଆହତ

ଭୋପାଳ,୨୦।୧୦: ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣବେଳେ ୧୦ରୁ ଅଧିକ ଲୋକ ସେଠାରେ ଥିଲେ। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ବାନମୋର ନଗରର ଜୈତପୁର ରୋଡରେ...

ଭାରତ ପ୍ରଗତି-ପ୍ରକୃତିର ପାଲଟିଛି ଉତ୍କୃଷ୍ଟ ଉଦାହରଣ: ମୋଦି…

ଅହମଦାବାଦ,୨୦।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଗୁରୁବାର ଗୁଜରାଟର କେଭାଡିଆ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି କମ୍ପ୍ଲେକ୍ସରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ପ୍ରଧାନମନ୍ତ୍ରୀ ମିଶନ ଲାଇଫ (ପରିବେଶ ପାଇଁ...

ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…

ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର...

ଭଗବାନ-ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା, ମନ୍ଦିରରେ କୀର୍ତ୍ତନ କରିବାରୁ ବାସନ୍ଦ…

ଜୟପୁର,୨୦।୧୦ : ରାଜସ୍ଥାନର ଝାଲାୱାଡ ଜିଲାରେ କେତେକ ଲୋକ ଭଗବାନ ଏବଂ ଭକ୍ତଙ୍କ ମଧ୍ୟରେ ଲକ୍ଷ୍ମଣ ରେଖା ଟାଣିଛନ୍ତି। ଏଠାରେ ଏକ ଗ୍ରାମରେ ଥିବା ମନ୍ଦିରରେ କୀର୍ତ୍ତନ କରିବାରୁ ଏକ ଦଳିତ ପରିବାର ସଦସ୍ୟଙ୍କୁ ବାସନ୍ଦ କରାଯାଇଛି। ସେମାନଙ୍କୁ ନିଆଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri