ଜାତୀୟ

ଭାଜପା ଭୟରେ କରିଛି ପ୍ରାର୍ଥୀ ପ୍ରତ୍ୟାହାର…

ମୁମ୍ବାଇ,୧୮।୧୦: ମୁମ୍ବାଇରେ ଅନୁଷ୍ଠିତ ଅନ୍ଧେରୀ ଇଷ୍ଟ ବିଧାନସଭା ଉପ-ନିର୍ବାଚନରେ ଭାଜପା ପକ୍ଷର ୁପ୍ରାର୍ଥୀ ପ୍ରତ୍ୟାହାର କରିବା ଘୋଷଣା ପରେ ରାଜନୀତି ତୀବ୍ର ହୋଇଛି। ଭାଜପାର ଏହି ନିଷ୍ପତ୍ତିକୁ ଏବେ ଉଦ୍ଧବ ଠାକରେ ଦଳ ଟାର୍ଗେଟ କରିଛନ୍ତି। ଏହି ନିର୍ବାଚନରେ ଭାଜପା...

ଭାଜପା ପ୍ରାର୍ଥୀ ପ୍ରତ୍ୟାହାର ପରେ ଋତୁଜା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ

ମୁମ୍ବାଇ,୧୮।୧୦: ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି। ଫଳରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲାଟ୍‌କେ...

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି...

ଦେଶରେ ୧,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୪୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ...

ବସ୍‌-ଟ୍ରଲର ଧକ୍କା: ଶିଶୁ ସମେତ ଚାଲିଗଲା ୬ ଜଣଙ୍କ ଜୀବନ

ଭଡୋଦରା,୧୮।୧୦: ଗୁଜୁରାଟର ଭଡୋଦରା ସହର ଉପକଣ୍ଠରେ ଥିବା ଅହମ୍ମଦାବାଦ-ମୁମ୍ବାଇ ଜାତୀୟ ରାଜପଥରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବସ୍‌ ଟ୍ରଲର ସହ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା...

ତେଜସ୍ବୀଙ୍କୁ ତାଗିଦ୍‌ କଲେ କୋର୍ଟ

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସ୍କାମ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀ ସ୍ଥିତ ରାଉସ ଏଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ...

୭ ମାସର ଝିଅକୁ ଝୁଣି ଖାଇଗଲେ କୁକୁର

ନୋଏଡା,୧୮।୧୦: ନୋଏଡା ସେକ୍ଟର ୩୯ ପୋଲିସ ଷ୍ଟେଶନ ପରିସରରେ ଅବସ୍ଥିତ ଲୋଟସ ବଲ୍ଲଭ ସୋସାଇଟି ଅଫ ସେକ୍ଟର ୧୦୦ରେ କୁକୁର ଆକ୍ରମଣରେ ଜଣେ ସାତ ମାସର ଶିଶୁ ମୃତ୍ୟୁବରଣ କରିଛି। ପୋଲିସ ଏହି ସୂଚନା ଦେଇଛି। ଇନ୍ସପେକ୍ଟର ରାଜୀବ ବାଲିଆନ...

ମଣିପୁରରେ ଭୂକମ୍ପ ଝଟକା

ଇମ୍ପାଲ,୧୮।୧୦: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ମଙ୍ଗଳବାର ୯.୧୯ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଏହାର ଗଭୀରତା ୩୦ କି.ମି., ଆକ୍ଷାଂଶ ୨୪.୯୪ ଏବଂ ଦ୍ରାଘିମା ୯୩.୫୩ ରହିଛି। ଏନେଇ ଜାତୀୟ...

ପୁଣେରେ ଓମିକ୍ରନ୍‌ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ ପ୍ରଥମ ମାମଲା ଚିହ୍ନଟ

ପୁଣେ,୧୮।୧୦: ଭାରତରେ ଓମିକ୍ରନ୍‌ କୋଭିଡ -୧୯ର ସବ୍‌ଭାରିଆଣ୍ଟ ବିକ୍ୟୁ.୧ର ପ୍ରଥମ ମାମଲା ଚିହ୍ନଟ ହୋଇଛି। ପୁଣେରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସୋମବାର ସୂଚନା ଦେଇଛି। ଅନ୍ୟପକ୍ଷେ,ଏହି ଭାରିଆଣ୍ଟ...

ଗ୍ୟାଙ୍ଗଷ୍ଟରଙ୍କ ଉପରେ ଆକ୍ସନ, ଦିଲ୍ଲୀ-ପଞ୍ଜାବ ସମେତ ୫ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ,୧୮ ।୧୦: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ସାରା ଦେଶର ପ୍ରାୟ ୫ ରାଜ୍ୟରେ ୪୦ରୁ ଅଧିକ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଚଢାଉ ଦେଶ...

ଛୁଟି ନେଇ ଭୋଟ ନ ଦେଲେ ନୋଟିସ ବୋର୍ଡରେ ଲାଗିବ ନାମ, ଇସିଙ୍କ ସହ ସାଇନ କଲେ ଗୁଜରାଟର ୧୦୦୦ ଫାର୍ମ

ଗାନ୍ଧିନଗର,୧୮ ।୧୦: ଗୁଜାରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଇତିମଧ୍ୟରେ ଏବେ ଗୁଜରାଟର ୧୦୦୦ କର୍ପୋରେଟ ହାଉସ ନିର୍ବାଚନ କମିଶନଙ୍କ ସହ ଏକ ଚୁକ୍ତି କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ, କର୍ପୋରେଟ ହାଉସ ନଜର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri