ଜାତୀୟ

ଆଜି ଉପରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ…

ନୂଆଦିଲ୍ଲୀ,୩।୧୦ : ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ସୋମବାର ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ସଂସଦର ସମସ୍ତ ପ୍ରମୁଖ ଦଳର ନେତାଙ୍କ ପାଇଁ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ...

ସିଦ୍ଧୁ ମୁସେୱାଲାଙ୍କ ପରେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ଆକ୍ରମଣ, ଫଟୋ ଶେୟାର କଲେ ହନି ସିଂ

ନୂଆଦିଲ୍ଲୀ,୩ ।୧୦: ପଞ୍ଜାବି ସିଙ୍ଗରଙ୍କ ଉପରେ ଲଗାତାର ଆକ୍ରମଣ ଜାରି ରହିଛି । ସିଦ୍ଧୁ ମୁସେୱାଲାଙ୍କ ପରେ ଏବେ ଆଉ ଜଣେ ପଞ୍ଜାବି ସିଙ୍ଗରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପଞ୍ଜାବର ଫେମଶ ସିଙ୍ଗର ଅଲଫାଜଙ୍କ ଉପରେ ଏହି...

କଙ୍ଗନା କିଣିଲେ ମୋଦିଙ୍କୁ ମିଳିଥିବା ରାମ ଜନ୍ମଭୂମୀ ମାଟି, କହିଲେ ନମାମି ଗଙ୍ଗାରେ ଛୋଟିଆ ସହଯୋଗ

ନୂଆଦିଲ୍ଲୀ,୩ ।୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ରବିବାର ରାଷ୍ଟ୍ରୀୟ କଳା ସଂଗ୍ରହାଳୟ ପହଞ୍ଚି ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଥିବା ଉପହାର ନିଲାମିରେ ଭାଗ ନେଇଥିଲେ । ସେଠାରୁ ସେ ରାମ ଜନ୍ମଭୂମୀର ମାଟି ଓ ରାମ ମନ୍ଦିର...

ଦିଲ୍ଲୀରେ ୬ ବର୍ଷର ବାଳକଙ୍କୁ ବଳି

ନୂଆଦିଲ୍ଲୀ,୩।୧୦(ପି.ଟି.): ଦକ୍ଷିଣ ଦିଲ୍ଲୀର ଲୋଧି କଲୋନୀରେ ଶନିବାର ରାତିରେ ଜଣେ ୬ ବର୍ଷର ବାଳକଙ୍କୁ ବଳି ଦିଆଯାଇଛି। ଦୁଇଜଣ ଅଭିଯୁକ୍ତ ଶିଶୁଟିର ଗଳା କାଟି ହତ୍ୟା କରିଥିଲେ। ଅଭିଯୁକ୍ତ ବିହାରର ବିଜୟ କୁମାର ଏବଂ ଅମର କୁମାରଙ୍କୁ ଗିରଫ କରାଯାଇଛି।...

ସୋସିଆଲ୍‌ ମିଡିଆରେ ସିବିଆଇ

ନୂଆଦିଲ୍ଲୀ,୩।୧୦(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭା ଆସନ୍ତା ଅକ୍ଟୋବରରୁ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ...

ହୋସବାଲେଙ୍କ ଚିତ୍ରର ଭିନ୍ନ ରଙ୍ଗ

ନୂଆଦିଲ୍ଲୀ,୩ା୧୦: ଦେଶରେ ଦାରିଦ୍ର୍ୟ, ବେକାରି ଏବଂ ଅର୍ଥନୈତିକ ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଦୁଃସ୍ଥିତିରେ ସୁଧାର ଆଣିବା ପାଇଁ ୨୦୧୪ ଲୋକ ସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପମ୍ପା ମାଠିଆ...

ମଙ୍ଗଳୟାନର ମିଶନ ଶେଷ

ବେଙ୍ଗାଲୁରୁ, ୩ା୧୦: ଭାରତର ପ୍ରଥମ ମଙ୍ଗଳମିଶନରେ ସାମିଲ ମହାକାଶଯାନ ‘ମଙ୍ଗଳୟାନ’ ଲୋହିତ ଗ୍ରହରେ ଏହାର ମିଶନ ଶେଷ କରିଛି। ମାତ୍ର ୨୦୧୩ରେ ମଙ୍ଗଳୟାନକୁ ଲାଲ ଗ୍ରହର କକ୍ଷପଥରେ ସଫଳତାର ସହ ସ୍ଥାପନ କରାଯାଇଥିଲା। ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା...

ନୀତୀଶଙ୍କୁ ଟାର୍ଗେଟ କଲେ ପ୍ରଶାନ୍ତ କିଶୋର, କହିଲେ ୧୯୯୦ ଭଳି ରହିଛି ୨୦୨୨ର ବିହାର, ୩୦-୪୦ ବର୍ଷରେ କିଛି ବି ବଦଳି ନାହିଁ

ପାଟନା,୩ ।୧୦: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ରବିବାର ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ପଶ୍ଚିମ ଚମ୍ପାରନ ଜିଲାର ଭିତିହାରବା ସ୍ଥିତ ଗାନ୍ଧୀ ଆଶ୍ରମରୁ ତାଙ୍କର ‘ଜନ ସୁରାଜ’ ପଦଯାତ୍ର ଆରମ୍ଭ କରିଛନ୍ତି । ଏହି ସମୟରେ...

ଭେଣ୍ଟିଲେଟରରେ ମୁଲାୟମ, ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ଅଖିଳେଶଙ୍କ ସହ ଫୋନରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି । ଆସନ୍ତା ୨୪ ଘଣ୍ଟା...

ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ: ୪ ମୃତ ୬୪ରୁ ଅଧିକ ଆହତ

ଭଦୋହି,୩ ।୧୦: ଉତ୍ତର ପ୍ରଦେଶ ଭଦୋହିର ଓରାଇ କୋତୱାଲିଠାରୁ କିଛି ଦୂରରେ ଥିବା ଏକତା ଦୁର୍ଗା ପୂଜା ପେଣ୍ଡାଲରେ ରବିବାର ରାତି ପ୍ରାୟ ୮ଟାରେ ଆରତି ସମୟରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ଏହା ସବୁଆଡକୁ ବ୍ୟାପି ଯାଇଥିଲା...

ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବଢ଼ିଲା ସୁରକ୍ଷା

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିପଦ ଥିବା ନିର୍ଦ୍ଦିଷ୍ଟ ସୂଚନା ମିଳିଥିବା ରାଜ୍ୟ ଗୋଇନ୍ଦା ବିଭାଗ କମିଶନର ଆଶୁତୋଷ...

‘ମୁଁ ଧମକକୁ ଭୟ କରେ ନୁହେଁ’

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ରବିବାର ସେ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ମୁଁ ଏସବୁ ପ୍ରତି ଧ୍ୟାନ ଦେଉ ନାହିଁ। ଆମର ଗୃହ ବିଭାଗ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri