ଜାତୀୟ

ସର୍ବସହମତିରେ ପ୍ରାର୍ଥୀ ହେବା ଭଲ: ମଲ୍ଲିକାର୍ଜୁନ ଖାର୍ଗେ

ନୂଆଦିଲ୍ଲୀ,୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାର୍ଥୀ ଥିବା ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଦଳର ସର୍ବସହମତିରେ ପ୍ରାର୍ଥୀ ହେବା ଭଲ ବୋଲି ସେ କହିଛନ୍ତି। ଏପରି କି କଂଗ୍ରେସ ଅଧ୍ୟକ୍ଷ ଲାଗି ରାହୁଲ ଗାନ୍ଧୀ, ସୋନିଆ...

ଖାର୍ଗେ କଂଗ୍ରେସରେ ପରିବର୍ତ୍ତନ ଆଣିପାରିବେ ନାହିଁ: ଥରୁର

ନାଗପୁର.୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ମଲିକାର୍ଜୁନ ଖାର୍ଗେଙ୍କ ସହ ଶଶି ଥରୁର ନିର୍ବାଚନ ମଇଦାନରେ ଅଛନ୍ତି। ତିରୁଭାନନ୍ତପୁରମ ଏମ୍‌ପି ଥରରୁ ନିର୍ବାଚନରେ ପଛକୁ ହଟିବେ ନାହିଁ ବୋଲି ପୂର୍ବରୁ ସଙ୍କେତ ଦେଇସାରିଛନ୍ତି। ରବିବାର ନାଗପୁରରେ...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହାପରେ ରାଜ୍ୟ ଗୋଇାନ୍ଦା ବିଭାଗ ତତ୍ପର ହୋଇପଡିଛି। ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆତ୍ମଘାତୀ ବିସ୍ଫୋରଣରେ ମୁଖ୍ୟମନ୍ତ୍ରୀଙ୍କ ହତ୍ୟା ପାଇଁ ଏକ ଷଡଯନ୍ତ୍ର ହୋଇଥିବା ଜଣାପଡିଛି।...

ଇଣ୍ଡିଆ ହେଉ ହିନ୍ଦୁସ୍ଥାନ, ରବି କିଶନ ସଂସଦରେ ଆଣିବେ ଘରୋଇ ବିଲ୍‌…

ନୂଆଦିଲ୍ଲୀ,୨।୧୦ : ମହାରାଷ୍ଟ୍ରରେ ବନ୍ଦେ ମାତରଂ ନେଇ ଚାଲିଥିବା ବିବାଦ ମଧ୍ୟରେ ଗୋରଖପୁର ଏମ୍‌ପି ରବି କିଶନ ରବିବାର ହେଲୋ ପରିବର୍ତ୍ତେ ବନ୍ଦେ ମାତରଂକୁ ସମର୍ଥନ କରି କହିଛନ୍ତି ଯେ ସେ ଖୁବ ଶୀଘ୍ର ସଂସଦରେ ଏକ ଘରୋଇ ବିଲ...

ବିଗିଡିଲା ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୨।୧୦: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଆଇସିୟୁରେ ଥିବା ଜଣାପଡିଛି। ଡାକ୍ତର ଲଗାତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେପଟେ ମୁଲାୟମଙ୍କ...

ପୋଲିସ-ସିଆରପିଏଫ୍‌ ଦଳଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ଜଣେ ଯବାନ ଶହୀଦ…

ଶ୍ରୀନଗର,୨।୧୦ : ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରର ପୁଲୱାମା ଜିଲାର ପୋଲିସ ଏବଂ ସିଆରପିଏଫ୍‌ ଦଳଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ ଯବାନ ଶହୀଦ ହୋଇଥିବାବେଳେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା...

ଗୁଜରାଟରେ ଏଏପି ସରକାର ଗଠନ କରିବାକୁ ଯାଉଛି, କହିଲେ କେଜରିଓ୍ବାଲ…

ଅହମଦାବାଦ,୨।୧୦ : ଆଗାମୀ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସମ୍ମିଳନୀକାରୀ ଅରବିନ୍ଦ କେଜରିୱାଲ କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନ...

୩ କଂଗ୍ରେସ ନେତା ମୁଖପାତ୍ର ପଦରୁ ଦେଲେ ଇସ୍ତଫା, ଖାର୍ଗେଙ୍କ ପାଇଁ କରିବେ ପ୍ରଚାର…

ନୂଆଦିଲ୍ଲୀ,୨।୧୦ : କଂଗ୍ରେସ ନେତା ଗୌରବ ବଲ୍ଲଭ, ଡିପେନ୍ଦର ଏସ ହୁଡା ଏବଂ ସୟଦ ନାସିର ହୁସେନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେବାର କାରଣ ହେଉଛି ମଲ୍ଲକାର୍ଜୁନ ଖାର୍ଗେଙ୍କ ପାଇଁ...

ଶୋପିଆନ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ବାରମୁଳା ଏବଂ ଶୋପିଆନ ଜିଲାରେ ମିଳିତ ସୁରକ୍ଷାବାହିନୀଙ୍କୁ ସଫଳତା ମିଳିଛି। ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବାରମୁଳାର ପଟ୍ଟନର ୟେଦୁପୋରା ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଛି ବୋଲି କଶ୍ମୀର ଜୋନ ପୋଲିସ କହିଛି। ଏହାପୂର୍ବରୁ...

ନୀତୀଶଙ୍କୁ ଝଟ୍‌କା, କୃଷିମନ୍ତ୍ରୀ ସୁଧାକର ସିଂ ଦେଲେ ଇସ୍ତଫା…

ପାଟନା,୨।୧୦ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟ୍‌କା ଲାଗିଛି। ନୀତୀଶ ସରକାରଙ୍କ କୃଷି ମନ୍ତ୍ରୀ ସୁଧାକର ସିଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ପ୍ରଦାନ କରିଛନ୍ତି। ଏସମ୍ପର୍କରେ...

ପାଇଲଟଙ୍କୁ ଭାଜପାର ଅଫର, ଘରକୁ ଆସୁଥିବା ଲକ୍ଷ୍ମୀଙ୍କୁ ପ୍ରତ୍ୟାଖ୍ୟାନ କରିବା ଠିକ ନୁହେଁ, କଂଗ୍ରେସ ଏକ ବୁଡ଼ିବାକୁ ଯାଉଥିବା ଜାହାଜ…

ଜୟପୁର,୨।୧୦ : ରାଜସ୍ଥାନରେ ଜାରି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଭାଜପା ବିଧାୟକ କାଳିଚରଣ ସରାଫ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପାଇଲଟ ଭାଜପାକୁ ଆସିବା ପ୍ରଶ୍ନରେ ବିଧାୟକ ସରାଫ କହିଛନ୍ତି ଯେ ଯଦି କଂଗ୍ରେସ ସରକାରଙ୍କ ପତନ ଘଟେ...

ନକଲି କଲ ସେଣ୍ଟରର ପର୍ଦ୍ଦାଫାଶ, ଆମେରିକା ଲୋକଙ୍କୁ ଠକାଯାଉଥିଲା, ୧୬ ଗିରଫ…

ଥାଣେ,୨।୧୦ : ମହାରାଷ୍ଟ୍ରର ଥାଣେରେ ଏକ ନକଲି କଲ ସେଣ୍ଟରର ପର୍ଦ୍ଦାଫାଶ କରାଯାଇଛି। ଏହି ଘଟଣାରେ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ରବିବାର ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ କଲ ସେଣ୍ଟର ଆମେରିକୀୟ ନାଗରିକମାନଙ୍କୁ ଋଣ ଦେଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri