ଜାତୀୟ

‘ଗାନ୍ଧୀ ପରିବାରରୁ କେହି ହେବେ ନାହିଁ ଅଧ୍ୟକ୍ଷ, କହିବାକୁ ସାହସ ଦରକାର’: ଅଶୋକ ଗେହଲୋଟ

ଜୟପୁର,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ଅର୍ଥାତ୍ ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦଳର ଶୀର୍ଷ ପଦ...

ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାଁରେ ନାମିତ ହେଲା ବିମାନବନ୍ଦର

ନୂଆଦିଲ୍ଲୀ,୧୬।୧୦: ଦେଶର ୨୪ ବିମାନବନ୍ଦର ଏବଂ ୫ ଟର୍ମିନାଲକୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି। ଆର୍‌ଟିଆଇ ବଳରେ ଏହି ସୂଚନା ମିଳିଛି। ଗତ ସେପ୍ଟେମ୍ବର ୨୮ ଶହୀଦ ଭଗତ ସିଂଙ୍କ ୧୧୫ତମ ଜନ୍ମବାର୍ଷିକୀରେ ଚଣ୍ଡିଗଡ଼ ଅନ୍ତର୍ଜାତୀୟ ବିମାନବନ୍ଦରକୁ ତାଙ୍କ...

ହୃଦ୍‌ଘାତରେ ଛତିଶଗଡ଼ ବିଧାନସଭା ଉପବାଚସ୍ପତିଙ୍କ ପରଲୋକ

ରାୟପୁର,୧୬।୧୦: ଛତିଶଗଡ଼ ବିଧାନସଭାର ଉପବାଚସ୍ପତି ମନୋଜ ସିଂହ ମାଣ୍ଡଭିଙ୍କ ରବିବାର ହୃଦ୍‌ଘାତରେ ପରଲୋକ ଘଟିଛି। ୫୮ ବର୍ଷିୟ ମାଣ୍ଡଭିଙ୍କୁ ହୃଦ୍‌ଘାତ ହେବା ପରେ ତାଙ୍କୁ ଚାରାମା ଗାଁରୁ ଧମତରୀ ସହରରେ ଥିବା ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।...

‘ଆତଙ୍କବାଦୀ ସବୁ କଶ୍ମୀର ପଣ୍ଡିତଙ୍କୁ ମାରିଦେବେ’

ଶ୍ରୀନଗର,୧୬।୧୦: କଶ୍ମୀରୀ ପଣ୍ଡିତ ପୁରନ କୃଷ୍ଣ ଭଟ୍ଟଙ୍କୁ ଶନିବାର ଶୋପିୟାନ୍‌ରେ ହତ୍ୟା କରାଯାଇଥିଲା। ଏହି ଘଟଣା ପୁଣି ଥରେ ସମଗ୍ର ଦେଶକୁ ଥରାଇ ଦେଇଛି। ପୁରନଙ୍କ ହତ୍ୟା ହେବାର କିଛି ଘଣ୍ଟା ପରେ ଆତଙ୍କବାଦୀ ସଂଗଠନ କଶ୍ମୀର ଫ୍ରିଡମ ଫାଇଟର୍ସ...

ଚାଇନା, ପାକିସ୍ତାନକୁ କଡ଼ା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୧୬।୧୦: ପୂର୍ବ ଲଦାଖ ଅଞ୍ଚଳରେ ଚାଇନା ସହ ସୀମା ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଭୟ ଚାଇନା ଏବଂ ପାକିସ୍ତାନ ଚେତାବନୀ ଦେଇଛନ୍ତି। ଏହି ଦୁଇ ଦେଶର ନାଁ ନେଇ ପରୋକ୍ଷରେ ଏକ ଭର୍ଚୁଆଲ ଇଭେଣ୍ଟରେ ସେ...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଫଳ ମୋତିଆବିନ୍ଦୁ ଅପରେଶନ

ନୂଆଦିଲ୍ଲୀ,୧୬।୧୦: ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ସଫଳ ମୋତିଆବିନ୍ଦୁ ଅପରେଶନ କରାଯାଇଛି। ରାଷ୍ଟ୍ରପତି ଭବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ତାଙ୍କ ଅପରେସନ ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ...

ପଞ୍ଚମ ଥରରେ ୧୨ ଜଣିଆ ପ୍ରାର୍ଥି ତାଲିକା ଘୋଷଣା କଲା ଏଏପି, ଏବେ ପର୍ଯ୍ୟନ୍ତ ୫୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ,୧୬ ।୧୦: ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ ସତ । ହେଲେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନ ବିଗୁଲ ବାଜି ସାରିଛି । ଶାସକ ଭାରତୀୟ ଜନତା ପାର୍ଟି(ଭାଜପା) ସହ ଆମ ଆଦମୀ ପାର୍ଟି(ଏଏପି)...

ଚର୍ଚ୍ଚିତ ଅଜିମଙ୍କୁ ମିଳିଗଲା ଜୀବନ ସାଥୀ

ଶାମଲି,୧୬।୧୦: ଉତ୍ତର ପ୍ରଦେଶରେ ଶାମଲି ଜିଲାର ଅଢ଼େଇ ଫୁଟ୍‌ର ଲୋକପ୍ରିୟ ବ୍ୟକ୍ତି ଅଜିମ ମାନସୁରୀଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଜିମଙ୍କୁ ତାଙ୍କ ଜୀବନ ସାଥୀ ମିଳିଛି। ବର୍ତ୍ତମାନ ୭ ନଭେମ୍ବରରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଅଜିମ...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର ସମ୍ମିଳନୀ’କୁ ସମ୍ବୋଧିତ କରି ସେ ବିରୋଧୀ ତଥା ଅରବିନ୍ଦ କେଜ୍‌ରିୱାଲ ସରକାରଙ୍କୁ ଟାର୍ଗେଟ...

ସିବିଆଇରୁ ସମନ ପାଇବା ପରେ ସିସୋଡିଆ କହିଲେ ମୁଁ ଆସିବି, ସତ୍ୟମେବ ଜୟତେ

ନୂଆଦିଲ୍ଲୀ,୧୬ ।୧୦: ଅବକାରୀ ଘୋଟାଲା ମାମଲାରେ ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସୋମବାର ୧୧ଟାରେ ପଚରାଉଚରା ପାଇଁ ଡାକିଛି । ଏହି ସମନ ମିଳିବା ପରେ ସିସୋଡିଆ ଏକ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ତଙ୍କ ଘରେ...

ଫଡନଭିଶଙ୍କୁ ଚିଠି ଲେଖି ରାଜ ଠାକରେ କହିଲେ ଲଢନ୍ତୁ ନାହିଁ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ, ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶଙ୍କୁ ଚିଠି ଲେଖିଛନ୍ତି । ସେ ଦେବେନ୍ଦ୍ର ଫଡନଭିଶଙ୍କୁ ଅନୁରୋଧ...

ମାତୃଭାଷାରେ ହେବ ଟେକ୍ନୋଲୋଜି-ମେଡିକାଲ ପାଠପଢା: ଶାହା

ଭୋପାଳ,୧୬ ।୧୦: ମଧ୍ୟ ପ୍ରଦେଶରେ ଏବେ ହିନ୍ଦି ମିଡିୟମରେ ମେଡିକାଲ ଓ ଟେକ୍ନୋଲୋଜିର ପାଠପଢା ଆରମ୍ଭ ହେବାକୁ ଯାଉଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ଭୋପାଳରେ ହିନ୍ଦୀ ପୁସ୍ତକର ଉନ୍ମୋଚନ କରିଛନ୍ତି । ମଧ୍ୟ ପ୍ରଦେଶ ସହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri