ଜାତୀୟ

କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ

କୋଲକାତା,୨।୯: କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍‌.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍‌ ପଞ୍ଜୀକୃତ...

ଏହି ୫ କଥା ମାନିଲେ ଆଉ ଘଟିବନି କୋଲକାତା ଭଳି ଘଟଣା: ଆରଏସ୍‌ଏସ୍‌ ଦେଲା ପରାମର୍ଶ

ଥିରୁଭାନନ୍ତପୁରମ୍‌,୨।୯: କେରଳର ପାଲକ୍କଡରେ ଆରଏସଏସର ୩ ଦିନିଆ ସମନ୍ବୟ ବୈଠକରେ କୋଲକାତା ଘଟଣାକୁ ନିନ୍ଦା କରାଯାଇଛି। ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି। ସଂଗଠନର ଅନୁବନ୍ଧିତ ସଂଗଠନମାନେ ଏଥିରେ ଅସନ୍ତୋଷ ଏବଂ ଦୁଃଖ ପ୍ରକାଶ କରିଥିଲେ। ଏହି ଘଟଣାଗୁଡ଼ିକୁ କିପରି...

ଗୋଟିଏ ଭୁଲ୍‌ ଯୋଗୁ ହୋଇଯିବ ଆକାଉଣ୍ଟ ଖାଲି: ଠକଙ୍କ ନୂଆ ଫର୍ମୁଲାଠାରୁ କେମିତି ରହିବେ ସତର୍କ

ଆଜିକାଲି ଡିଜିଟାଲ ଦୁନିଆରେ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଠକମାନେ ଲୋକଙ୍କୁ ନୂଆ ଉପାୟରେ ସେମାନଙ୍କର ଠକାମୀର ଶିକାର କରୁଛନ୍ତି। ଅପରାଧୀମାନେ ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି, ଯାହା ଦ୍ୱାରା ସେମାନେ ଲୋକମାନଙ୍କୁ...

ଭାଜପାର ଟେନ୍‌ସନ୍‌ ବଢାଇଲେ ଅଜିତ ପାଓ୍ବାର

ନୂଆଦିଲ୍ଲୀ,୨।୯: ଅଜିତ ପାୱାରଙ୍କ ଦଳ ଏନସିପି ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୧୬ ଜଣ ପ୍ରାର୍ଥୀ ଦେଇଛନ୍ତି। ଏନସିପି ଭାଜପାଠାରୁ ପୃଥକ ଭାବରେ ଏଠାରେ...

କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର: ୭ ବଡ଼ ଯୋଜନାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ନୂଆଦିଲ୍ଲୀ,୨।୯: କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତ, କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ...

କୋଲକତା ଟ୍ରେନି ଡାକ୍ତରଙ୍କ ବଳାତ୍କାର ମାମଲା: ନାଇଟ୍‌ ଶିଫ୍ଟରେ ଥିବା ଡାକ୍ତର କଲେ ଆଶ୍ଚର୍ଯ୍ୟଜନକ ଖୁଲାସା, କହିଲେ…

କୋଲକାତା,୨।୯: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ୩୧ ବର୍ଷିୟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାକୁ ନେଇ ଦେଶରେ ଚର୍ଚ୍ଚା ରହିଛି। ୮ ଅଗଷ୍ଟ ଏହି ଘଟଣା ଦିନ ଡକ୍ତର ତାପସ ପ୍ରୋମାନିକ ହସ୍ପିଟାଲର ଏମରଜେନ୍ସି ଓ୍ବାର୍ଡରେ ଥିଲେ।...

ପୁଅର ଭୁଲ୍‌ ପାଇଁ ବାପାଙ୍କ ଘର ଭାଙ୍ଗିଦେବା ଉଚିତ୍‌ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୯: ସାରା ଦେଶରେ ବୁଲଡୋଜର ଆକ୍ସନ ମାମଲା ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ...

ପ୍ରଥମଥର ନିଜ ଖର୍ଚ୍ଚରେ ମହାକାଶ ଯାଇଥିଲେ ଏହି ଭାରତୀୟ ବ୍ୟକ୍ତି: ଜାଣନ୍ତୁ ସେ କିଏ

ନୂଆଦିଲ୍ଲୀ,୨।୯: ମହାକାଶକୁ ରହସ୍ୟରେ ପରିପୂର୍ଣ୍ଣ ଏକ ବିଶ୍ୱ ବୋଲି କୁହାଯାଏ। କିନ୍ତୁ ଆଜିକାଲି ଟେକ୍ନୋଲୋଜି ଏବଂ ବୈଜ୍ଞାନିକ ହେତୁ ମଣିଷ ମହାକାଶ ଏବଂ ଚନ୍ଦ୍ରରେ ପହଞ୍ଚିଛି। ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ମହାକାଶକୁ ଯାଉଛନ୍ତି। ଗୋପୀଚାନ୍ଦ ଥୋଟାକୁରା ହେଉଛନ୍ତି ଭାରତର...

ଶାହିନବାଗରୁ ତିହାର ଜେଲ, କିଏ ଏହି ଅମାନତୁଲ୍ଲା

ନୂଆଦିଲ୍ଲୀ,୨।୯: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରାଯାଇଛି। ସୋମବାର ୬ଘଣ୍ଟାର ଚଢାଉ ପରେ ଇଡି ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି। ଇଡିଙ୍କ କାର୍ଯ୍ୟ ପରେ ଏହା ସ୍ପଷ୍ଟ ଯେ ଅରବିନ୍ଦ କେଜରିୱାଲଙ୍କ ଅନ୍ୟ ଜଣେ ସୈନିକ...

ନିଜ ଗୋଡ଼ରେ ନିଜେ କୁରାଢି ମାରୁଛି ବାଂଲାଦେଶ

ଢାକା/ନୂଆଦିଲ୍ଲୀ,୨।୯: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଭାରତ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମୀକ୍ଷା କରିପାରିବେ। ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରୀ ତାହିଦ ହୁସେନ କହିଛନ୍ତି ଯେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ...

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ଆମେ…

ନୂଆଦିଲ୍ଲୀ,୨ା୯: ବୁଲଡୋଜର ମଡ଼ାଇବା ଉପରେ ବ୍ରେକ୍‌ ଲଗାଇବେ କି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି, ଆମେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବୁ, ସମସ୍ତ ରାଜ୍ୟକୁ ଅନୁସରଣ କରିବାକୁ ପଡ଼ିବ। ଅପରାଧୀଙ୍କ ବିରୋଧରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେପ୍ଟେମ୍ବର...

‘ପାଓ୍ବାର ଷ୍ଟାର’ ପଓ୍ବନ କଲ୍ୟାଣଙ୍କୁ ଶୁଭେଚ୍ଛା ଜଣାଇଲେ ଶାହା

ନୂଆଦିଲ୍ଲୀ,୨।୯: ସାଉଥ୍‌ ଇଣ୍ଡଷ୍ଟ୍ରିର ପାଓ୍ବାର ଷ୍ଟାର ତଥା ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ତାଙ୍କ ଜନ୍ମଦିନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରଛନ୍ତି। ଏକ୍ସ ପୋଷ୍ଟରେ ସ୍ବରାଷ୍ଟ୍ରମନ୍ତ୍ରୀ ଲେଖିଛନ୍ତି, ଆନ୍ଧ୍ରପ୍ରଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri