ଜାତୀୟ

୨୭ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ...

ଇତିହାସ ଲୁଚାଉଛନ୍ତି ପ୍ରଧାନମନ୍ତ୍ରୀ: ଜୟରାମ

କାନପୁର,୧୨।୧୦: କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ଉପରେ ପୁଣିଥରେ ପରଦା ଢାଙ୍କିବାକୁ ଉଦ୍ୟମ କରିଛନ୍ତି। ବାସ୍ତବ କଥା କ’ଣ ତାହା ଦେଶବାସୀଙ୍କୁ ଭଲ ଭାବେ ଜଣା ବୋଲି ମଙ୍ଗଳବାର କଂଗ୍ରେସ କହିଛି। ଗୁଜରାଟ...

ଆତ୍ମହତ୍ୟା କଲେ ମୁଲାୟମଙ୍କ ସମର୍ଥକ

କାନପୁର, ୧୨।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମ୍ରିୟମାଣ ହୋଇ ତାଙ୍କର ଜଣେ ସମର୍ଥକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ହେଲେ କାନପୁରର ରାଜେଶ କୁମାର ଯାଦବ। ରାଜେଶ ଜାମସେଦପୁରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ।...

ଗର୍ଭସ୍ଥ ଶିଶୁକୁ ହରାଇଲେ ମହିଳା

ବେଙ୍ଗାଲୁରୁ,୧୨।୧୦: ଜଗଦୀଶ ଗୌଡ଼ା କର୍ନାଟକର ଚିକ୍କାମାଗଲୁରୁ ଜିଲାରେ ଭାଜପାର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା। ସେ ୧୬ ଜଣ ଦଳିତଙ୍କୁ ନିଜ କଫି ବଗିଚାରେ ୧୫ ଦିନ ଧରି ଅଟକ ରଖି ଅକଥନୀୟ ନିର୍ଯାତନା ଦେଇଥିଲେ। ସେମାନଙ୍କ ମଧ୍ୟରେ...

ଧନ ପାଇଁ ଦୁଇ ମହିଳାଙ୍କୁ ବଳି

କୋଚି, ୧୨।୧୦: ବିଜ୍ଞାନ ଯେତେ ଅଗ୍ରଗତି କଲେ ବି ସମାଜରୁ ଅନ୍ଧବିଶ୍ୱାସ ଦୂର ହେଉନାହିଁ। ଅନ୍ଧବିଶ୍ୱାସ, କୁସଂସ୍କାର ଓ ନିକୃଷ୍ଟ ପରମ୍ପରା ଧନଜୀବନ ହାନିର କାରଣ ପାଲଟୁଛି। ସମୃଦ୍ଧି ପାଇଁ କେରଳର ଏକ ଦମ୍ପତି ଦୁଇ ଜଣ ମହିଳାଙ୍କୁ ବଳି...

ଔଷଧକୁ ଜହର କରିପାରେ ଏହି ଦୁଇଟି ମିଠା ସ୍ବାଦଯୁକ୍ତ ରାସାୟନିକ ପଦାର୍ଥ,କର୍ନାଟକ ସରକାରଙ୍କ ଚେତାବନୀ…

ବେଙ୍ଗାଲୁରୁ,୧୧।୧୦ : ଭାରତରେ ତିଆରି କଫ ସିରପ ଯୋଗୁଁ ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁକୁ ନେଇ ସମସ୍ୟା ଲାଗି ରହିଛି। ବର୍ତ୍ତମାନ ଔଷଧ ପ୍ରସ୍ତୁତିରେ ଦୁଇଟି ରାସାୟନିକ ପଦାର୍ଥ ବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରାଯାଉଛି। ବିଶ୍ୱ...

ଶ୍ରୀ ମହାକାଳ ଲୋକ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ…

ଉଜ୍ଜୟନୀ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜୟନୀରେ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳ ଲୋକର ଲୋକାର୍ପଣ କରିଛନ୍ତି। ଏଣିକି ଶ୍ରଦ୍ଧାଳୁ ଶ୍ରୀ ମହାକାଳ ଲୋକରେ ଭଗବାନ ଶିବଙ୍କର ବିଭିନ୍ନ ରୂପ ଦେଖିବାର ସୌଭାଗ୍ୟ ଲାଭ କରିବେ। ପ୍ରଭୁ ମହାକାଳଙ୍କୁ...

ଶିନ୍ଦେଙ୍କ ନିର୍ବାଚନୀ ଚିହ୍ନ ଦୁଇଟି ଖଣ୍ଡା ସହ ଢାଲ …

ମୁମ୍ବାଇ,୧୧।୧୦ : ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ବାଲାସାହେବଚି ଶିବସେନା ନାମ ଦେଇଥିଲେ। ମଙ୍ଗଳବାର ଦଳର ନିର୍ବାଚନୀ ଚିହ୍ନ ଭାବେ ଦୁଇଟି ଖଣ୍ଡା ସହ ଢାଲ ପ୍ରଦାନ କରିଛନ୍ତି। ମହାରାଷ୍ଟ୍ରର ଅନ୍ଧେରୀ ଉପନିର୍ବାଚନରେ ଶିନ୍ଦେ ଏବଂ ଉଦ୍ଧବ...

ଜମ୍ମୁ-କଶ୍ମୀରରେ ବିୟର ବିକ୍ରି ନେଇ ଉପରାଜ୍ୟପାଳଙ୍କୁ ଘେରିଲା ଭାଜପା…

ଶ୍ରୀନଗର,୧୧।୧୦ : ଜମ୍ମୁ-କଶ୍ମୀରରେ ଡିପାର୍ଟମେଣ୍ଟାଲ ଷ୍ଟୋରରେ ବିୟର ବିକ୍ରିକୁ ନେଇ ଭାଜପା ପକ୍ଷରୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଘେରିବା ଆରମ୍ଭ ହୋଇଛି। ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା କହିଛନ୍ତି ସରକାରଙ୍କୁ ହିନ୍ଦୁଙ୍କର ଧାର୍ମିକ ଭାବନା...

ମହନ୍ତ କରଶନ ଦାସ ବାପୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ: ୨୦୨୩-୨୪ରେ ଆସିବ ଅନାହାର ମୃତ୍ୟୁ, କରିଛନ୍ତି ଭବିଷ୍ୟବାଣୀ…

ରାଜକୋଟ,୧୧।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଗସ୍ତର ତୃତୀୟ ଦିନରେ ରାଜକୋଟର ଜମକନ୍ଦୋରାନାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହନ୍ତ କରଶନ ଦାସ ବାପୁଙ୍କୁ ମଧ୍ୟ ଭେଟି ତାଙ୍କ ଆଶୀର୍ବାଦ ନେଇଛନ୍ତି। ଭୈସନରେ ପରବ ଧାମ...

ଭୂପେଶ ବଘେଲା ସୋନିଆଙ୍କ ଏଟିଏମ୍‌ କାର୍ଡ, ରମଣ ସିଂଙ୍କ କଟାକ୍ଷ…

ରାୟପୁର,୧୧।୧୦ : ମଙ୍ଗଳବାର ସକାଳୁ ଛତିଶଗଡ଼ରେ ଇଡି ପକ୍ଷରୁ ଚଢ଼ାଉ ଜାରି ରହିଛି। ଏହାକୁ ନେଇ ଛତିଶଗଡରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଏହାକୁ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର ବୋଲି କହିଛନ୍ତି। ଏହାର ଜବାବରେ...

ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ

ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ ସୈଫାଇରେ କରାଯିବ। ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଅନ୍ତର୍ଗତ ସୈଫାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri