ଜାତୀୟ

ଆର୍ମି କ୍ୟାମ୍ପ୍‌ରେ ଗୁଳି: ଜଣେ ଯବାନ ଆହତ

ଶ୍ରୀନଗର,୨ା୯: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍‌ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ...

ରକ୍ତରେ ଜୁଡୁବୁଡୁ ଥିଲେ ଡାକ୍ତର, ମୁଁ ଡରିକି ପଳାଇ ଗଲି, ସଞ୍ଜୟଙ୍କ ନୂଆ ଦାବି

କୋଲକାତା,୨।୯: କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା ଓ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟ ତାଙ୍କ ଓକିଲ କବିତା ସରକାରଙ୍କୁ କହିଛନ୍ତି ଯେ ସେ ନିର୍ଦ୍ଦୋଷ ଏବଂ ଏଥିରେ ତାଙ୍କୁ ଫସାଇ...

କୋଲକାତା ବଳାତ୍କାର ମାମଲା: ଅଭିଯୁକ୍ତ କହିଲେ ମହିଳା ଡାକ୍ତରଙ୍କ ରକ୍ତ ଦେଖି…

କୋଲକାତା,୨ା୯: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦିନକୁ ଦିନ ନୂଆ ନୂଆ କଥା କହୁଛନ୍ତି। ସେ ତାଙ୍କ ଓକିଲ କବିତା...

କୋଲକାତା ଲଜ୍ଜା: ସବୁ ପ୍ରମାଣ ଥାଇ ବି ଅଭିଯୁକ୍ତ କହୁଛନ୍ତି ମୁଁ ନିର୍ଦ୍ଦୋଷ

କୋଲକାତା,୨।୯: କୋଲକାତାର ଆରଜି କର ହସ୍ପିଟାଲରେ ଯ୍ୟେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସଞ୍ଜୟ ରୟ ଅତ୍ୟନ୍ତ ନିଷ୍ଠୁର ହୋଇପଡିଥିଲେ। ଏହି ଘଟଣାରେ ପ୍ରମାଣ ଚିତ୍କାର କରି କହୁଛି ଏବଂ ସାକ୍ଷ୍ୟ ଦେଉଛି, କିନ୍ତୁ ଅଭିଯୁକ୍ତ ସଞ୍ଜୟ...

ସେପ୍ଟେମ୍ବର ୧ରୁ ବଦଳି ଯାଇଛି ଗୁଗୁଲର ନିୟମ! ମୋବାଇଲ ୟୁଜର୍ସ ଏହି କାମ ନ କଲେ ହୋଇପାରେ କ୍ଷତି

ନୂଆଦିଲ୍ଲୀ,୨।୯: ସେପ୍ଟେମ୍ବର ୧ରୁ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଅନଲାଇନ କାର୍ଯ୍ୟ ପାଇଁ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହା ଗୁଗୁଲ ଏବଂ ଆଧାର ବ୍ୟବହାରକାରୀଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବାକୁ ଯାଉଛି। ଏଥି ସହିତ, ଏହାର ପ୍ରଭାବ ଟେଲିକମ କମ୍ପାନୀଗୁଡିକ...

ଏଏପି ବିଧାୟକଙ୍କ ଘରେ ଇଡି ରେଡ! ଦଳ କହିଲା ଜାରି ରହିଛି ମୋଦିଙ୍କ ଏକଛତ୍ରବାଦୀ ଶାସନ

ନୂଆଦିଲ୍ଲୀ,୨।୯: ଦିଲ୍ଲୀର ଓଖଲା ଆସନରୁ ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ଥିବା ଅମାନତୁଲ୍ଲା ଖାନ ସୋମବାର (ସେପ୍ଟେମ୍ବର ୨)ରେ ଦାବି କରିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଚଢାଉ ପାଇଁ ତାଙ୍କ ଘରେ ପହଞ୍ଚିଛି। ସୋସିଆଲ ମିଡିଆ...

ଦୀପକ ବାବରିଆଙ୍କ ବୟାନକୁ ନେଇ ହରିୟାଣା ରାଜନୀତିରେ ଚାପା ଗୁଞ୍ଜରଣ

ଚଣ୍ଡିଗଡ଼,୨।୯: ବିଧାନସଭା ନିର୍ବାଚନ ପାଇଁ ହରିୟାଣାରେ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ବୈଠକ ଚାଲିଛି। ସେପଟେ ହରିୟାଣା କଂଗ୍ରେସ ଦାୟିତ୍ୱରେ ଥିବା ଦୀପକ ବାବରିଆଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ...

ବାଂଲାଦେଶର ବିପର୍ଯ୍ୟୟରେ ଭାରତ ହେଲା ମାଲାମାଲ, ଖବର ଜାଣିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ/ଢାକା,୨।୯: ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପତନ ପରଠାରୁ ପଡୋଶୀ ଦେଶରେ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ଯେତେବେଳେ ଶେଖ ହସିନା କ୍ଷମତାରେ ଥିଲେ, ପଡୋଶୀ ଦେଶରେ ପୋଷାକ ଶିଳ୍ପ ଗାରମେଣ୍ଟ ଇଣ୍ଡଷ୍ଟ୍ରି ଶୀର୍ଷକୁ ଆସିଥିଲା, କିନ୍ତୁ ବର୍ତ୍ତମାନ ମୌଳବାଦୀଙ୍କ...

ମାଲୟାଲମ ଚଳଚ୍ଚିତ୍ରରେ ପାଓ୍ବାର ସେଣ୍ଟର ନାହିଁ: ମାମୁଥି

ନୂଆଦିଲ୍ଲୀ,୨ା୯: ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର କେତେଜଣ ଶୀର୍ଷ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଝଡ଼ ଦେଖାଦେଇଥିବାବେଳେ ଚଳଚ୍ଚିତ୍ର ଶିଳ୍ପରେ କୌଣସି ପାଓ୍ବାର ସେଣ୍ଟର ନ ଥିଲା ବୋଲି ଅଭିନେତା ମାମୁଥି କହିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ...

ଲେହରୁ ସୋନମ୍‌ଙ୍କ ଦିଲ୍ଲୀ ଚଲୋ ପଦଯାତ୍ରା

ଲେହ,୨ା୯: ଖ୍ୟାତନାମା ଜଳବାୟୁ କର୍ମୀ ସୋନମ୍‌ ଓ୍ବାଙ୍ଗଚୁକ୍‌ ରବିବାର ଲେହରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ତାଙ୍କ ସହ ଶତାଧିକ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ସେମାନଙ୍କର ୪ ସୂତ୍ରୀ ଦାବି ଉପରେ ଲଦାଖର ନେତୃବୃନ୍ଦଙ୍କ ସହ ଅଟକି ରହିଥିବା ଆଲୋଚନା ପୁଣିଥରେ...

ଏମ୍‌ଭିଏର ବିଶାଳ ପ୍ରତିବାଦ ଶୋଭାଯାତ୍ରା

ମୁମ୍ବାଇ,୨ା୯: ସିନ୍ଧୁଦୁର୍ଗର ମାଲ୍‌ଭାନଠାରେ ଛତ୍ରପତି ଶିବାଜୀଙ୍କ ୩୫ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ଭୁଶୁଡ଼ି ପଡ଼ିବା ଘଟଣାରେ ରବିବାର ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ ମୁମ୍ବାଇରେ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ‘ଜୋତେ ମାରୋ’...

ମହିଳା ସୁରକ୍ଷା ଉପରେ ରାଷ୍ଟ୍ରପତିଙ୍କ ବଡ଼ ବୟାନ: ”ମୁକ୍ତ ହୋଇ ବୁଲୁଛନ୍ତି ଅପରାଧୀ, ଭୟରେ ରହୁଛନ୍ତି ପୀଡିତା “

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ମହିଳାଙ୍କୁ ସମାଜର ସମର୍ଥନ ଅଭାବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚିନ୍ତା ପ୍ରକଟ କରିଛନ୍ତି। ବର୍ତମାନ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି। କୋଲକାତା ଡାକ୍ତରଖାନାରେ ଜଣେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri