ଜାତୀୟ

୫-ଜି ଠକେଇ ପ୍ରତି ସାବଧାନ ! ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ,୧୦।୧୦ : ଦେଶର ବିଭିନ୍ନ ସହରରେ ୫ ସେବା ଆରମ୍ଭ ହୋଇଛି। ୮ ଟି ସହରରେ ଏୟାରଟେଲ (ଭାରତୀ ଏୟାରଟେଲ) ଏବଂ ଜିଓ (ରିଲାଏନ୍ସ ଜିଓ) ୫ ନେଟୱାର୍କ ଉପଲବ୍ଧ କରାଯାଇଛି। ଏହି ରୋଲ ଆଉଟ ସହିତ ୫ ଜି...

ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ...

ମୁଲାୟମଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ…

ନୂଆଦିଲ୍ଲୀ,୧୦।୧୦ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସୋମବାର ପରଲୋକ ଘଟିଛି। ଅଖିଳେଶ ଯାଦବ ଏକ ଟୁଇଟ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମୁଲାୟମଙ୍କ ପରଲୋକ…

ନୂଆଦିଲ୍ଲୀ/ଗୁରୁଗ୍ରାମ,୧୦।୧୦ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସୋମବାର ପୂର୍ବାହ୍ନ ୮ଟା ୨୦ରେ ସେ...

ଶିନ୍ଦେଙ୍କ ସହ ୪୦ ବିଧାୟକ ଦିଲ୍ଲୀର ଚାକର, ସେଭଳି ଧୃର୍ତ୍ତଙ୍କୁ ବିଶ୍ୱାସ ନାହିଁ: ସାମନାରେ କଡ଼ା ସମାଲୋଚନା…

ମୁମ୍ବାଇ,୧୦।୧୦ : ଶିବସେନାର ନିର୍ବାଚନ ଚିହ୍ନ ଫ୍ରିଜ ହୋଇଯିବାପରେ ବର୍ତ୍ତମାନ ନିର୍ବାଚନ ଆୟୋଗ ଉଭୟ ଦଳକୁ ପୃଥକ ନିର୍ବାଚନ ଚିହ୍ନ ଦେବେ। କାରଣ ନଭେମ୍ବର ୩ ରେ ମୁମ୍ବାଇର ଏକ ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଏଥି ସହିତ ନିର୍ବାଚନ...

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୦ ହଜାର ତଳେ ରହିଛି। ଗତ...

ମୋମିନପୁରରେ ବଢୁଛି ହିଂସା, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ଭାଜପା ନେତା

କୋଲକାତା,୧୦ ।୧୦: ପଶ୍ଚିମବଙ୍ଗ ପୁଣିଥରେ ହିଂସା ଓ ସାମ୍ପ୍ରଦାୟିକ ହିଂସା ମଧ୍ୟକୁ ଚାଲିଯାଇଛି । ମୋମିନପୁର ଅଞ୍ଚଳରେ ରବିବାର ରାତିରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏହାପରେ ଉକ୍ତ ଅଞ୍ଚଳରେ ହିଂସା ଓ ଭଙ୍ଗାରୁଜା ହୋଇଛି ।...

ହିମାଚଳ: ଅକ୍ଟୋବର ୧୩ ପରେ ଯେକୌଣସି ସମୟରେ ଲାଗିପାରେ ଆଦର୍ଶ ଆଚରଣ ସଂହିତା

ଶିମଲା,୧୦ ।୧୦: ହିମାଚଳ ପ୍ରଦେଶରେ ବିଧାନସଭା ନିବାଚନ ପାଇଁ ୧୩ ଅକ୍ଟୋବର ପରେ ଯେ କୌଣି ସମୟରେ ଆଦର୍ଶ ଆଚରଣ ସଂହିତା ଲାଗୁ କରାଯାଇପାରେ । ଗତଥର ବି ଏହା ୧୩ ଅକ୍ଟୋବର ପରେ ଲାଗୁ କରାଯାଇଥିଲା । ଏହାପରେ...

ସୁରକ୍ଷାବାହିନୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର,୧୦।୧୦: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାର କୋକେରନାଗର ଟେଙ୍ଗପୋ ଗ୍ରାମରେ ସୋମବାର ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏନେଇ କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର...

ଧର୍ମାନ୍ତରୀକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦିଲ୍ଲୀ ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୦ା୧୦: ଦିଲ୍ଲୀରେ ଏକ ଧର୍ମାନ୍ତରୀକରଣ ଉତ୍ସବରେ ଯୋଗଦେଇ ବିବାଦ ଘେରକୁ ଆସିଥିବା ଅରବିନ୍ଦ କେଜ୍‌ରିଓ୍ବାଲ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ୍‌ ଗୌତମ ରବିବାର ଇସ୍ତଫା ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଧର୍ମାନ୍ତରୀକରଣ ଉତ୍ସବରେ ହିନ୍ଦୁ ଦେବଦେବୀଙ୍କୁ ଅପମାନିତ କରାଯାଉଥିବାବେଳେ...

ସବୁ ଶିକ୍ଷାନୁଷ୍ଠାନରେ ହିନ୍ଦୀ ବାଧ୍ୟତାମୂଳକ ହେଉ

ନୂଆଦିଲ୍ଲୀ,୧୦ା୧୦: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନରେ ହିନ୍ଦୁକୁ ବାଧ୍ୟତାମୂଳକ ଭାବେ ପାଠପଢ଼ାର ମାଧ୍ୟମ କରାଯାଉ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ନେତୃତ୍ୱରେ ଗଠିତ ଭାଷା ସମ୍ପର୍କିତ ସଂସଦୀୟ କମିଟି ଉପରୋକ୍ତ ସୁପାରିସ୍‌ କରିଛି। ଗତ...

ମୁସଲମାନ ଜନସଂଖ୍ୟା କମୁଛି: ଓଓ୍ବାଇସି

ହାଇଦ୍ରାବାଦ,୧୦ା୧୦: ଦେଶରେ ମୁସଲମାନ ଜନସଂଖ୍ୟା ବଢ଼ୁନାହିଁ ବରଂ ଏହା ହ୍ରାସ ପାଉଛି। ସେମାନଙ୍କର ସନ୍ତାନ ଜନ୍ମ ବ୍ୟବଧାନ ମଧ୍ୟ ବଢ଼ିଛି। ମୁସଲମାନମାନେ ସର୍ବାଧିକ ଗର୍ଭନିରୋଧକ ବ୍ୟବହାର କରୁଥିବା ଏଆଇଏମ୍‌ଆଇଏମ୍‌ ନେତା ଅସାଦୁଦ୍ଦିନ ଓଓ୍ବାଇସି କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri