ଜାତୀୟ

ମଥୁରାର ମୀନା ମସଜିଦ୍‌ ନେଇ ବିବାଦ…

ମଥୁରା,୮।୧୦ : ମଥୁରାର ଶାହି ଇଦଗହା ମସଜିଦ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମିମସଜିଦାନେଇ ବିବାଦ କ୍ରମାଗତଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମାମଲା କୋର୍ଟରେ ବିଚାର କରାଯାଉଛି। ଶାହୀ ଇଦଗାହା ମସଜିଦ ପ୍ରକୃତରେ ଶ୍ରୀକୃଷ୍ଣ ଜନ୍ମଭୂମି ଭାଙ୍ଗି ନିର୍ମିତ ହୋଇଛି କି?...

କଂଗ୍ରେସ ନୂଆ ଅଧ୍ୟକ୍ଷ ରିମୋଟ ଦ୍ୱାରା ପରିଚାଳିତ ହେବେ ମନ୍ତବ୍ୟକୁ ଖଣ୍ଡନ କଲେ ରାହୁଲ…

ନୂଆଦିଲ୍ଲୀ,୮।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କରିଛନ୍ତି ଯେ ଗାନ୍ଧୀ ପରିବାର ଦଳର ପରବର୍ତ୍ତୀ ଅଧ୍ୟକ୍ଷଙ୍କୁ ରିମୋଟରେ ପରିଚାଳିତ କରିବେ ବୋଲି ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହା ଅପପ୍ରଚାର। ସେ କହିଛନ୍ତି ଯେ ଅଧ୍ୟକ୍ଷ...

ରିଫିଲିଂ ସମୟରେ ସିଲିଣ୍ଡର ବିସ୍ଫୋରଣ, ୩ ଶିଶୁଙ୍କ ସମେତ ୪ ମୃତ…

ଯୋଧପୁର,୮।୧୦ : ରାଜସ୍ଥାନର ଯୋଧପୁର ସହରରେ ଗ୍ୟାସ ରିଫିଲିଂ ସମୟରେ ଏକ ସିଲିଣ୍ଡର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ୧୬ ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣର ଶବ୍ଦରେ ଆଖପାଖ...

ମୋଦିଙ୍କୁ ବିରୋଧ ପଡ଼ିଲା ମହଙ୍ଗା,ପଦବୀ ଯିବା ପରେ ଏବେ ସତ୍ୟପାଲଙ୍କୁ ସିବିଆଇର ପଚରାଉଚରା…

ନୂଆଦିଲ୍ଲୀ,୮।୧୦ : ପଦବୀ ଯିବାପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପୂର୍ବତନ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ପଚରାଉଚରା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁଥର ବିରୋଧ କରିବା ସତ୍ୟପାଲଙ୍କ ପାଇଁ ମହଙ୍ଗା ପଡିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା...

ଗୁଜରାଟର ବହୁ ସହରରେ କେଜରିଓ୍ବାଲଙ୍କ ବିବାଦୀୟ ପୋଷ୍ଟର, ଫେରିଯାଅ କେଜରିଓ୍ବାଲ…

ଅହମଦାବାଦ,୮।୧୦ : ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତାମାନେ ଲଗାତାର ଗୁଜୁରାଟ ଗସ୍ତ କରୁଛନ୍ତି। ଦିଲ୍ଲୀ ଏବଂ ପଞ୍ଜାବ ପରେ ଗୁଜରାଟରେ ମଧ୍ୟ ଦଳ ଜିତିବାକୁ ଚେଷ୍ଟା କରୁଛି।...

ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ ବିଭ୍ରାନ୍ତିକର। ଏହି ଖବର ଏପର୍ଯ୍ୟନ୍ତ କୌଣସି ତଥ୍ୟ ବିନା ପ୍ରକାଶ କରାଯାଉଛି। ସରକାର...

ମୁସଲମାନ ପ୍ରେମିକଙ୍କୁ ଜାଳିଦେଲେ, ଗାଁରେ ଉତ୍ତେଜନା

ରାଞ୍ଚି,୮।୧୦: ଝାଡ଼ଖଣ୍ଡ ମହୁଆତଣ୍ଡ ଥାନା ଅଧୀନ ଧଓ୍ବାଇଆ ଗ୍ରାମରେ ଏକ ବର୍ବରକାଣ୍ଡ ଘଟିଛି। ଭିନ୍ନ ସମ୍ପ୍ରଦାୟର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମୁସଲମାନ ଯୁବକଙ୍କୁ କେତେ ଜଣ ଗ୍ରାମବାସୀ ପୋଡ଼ି ହତ୍ୟା କରିଛନ୍ତି। ଝାଡ଼ଖଣ୍ଡ ପୋଲିସ...

ଆସିଲା ଆଉ ଏକ ଲଭ ଲେଟର: କେଜରିୱାଲ

ନୂଆଦିଲ୍ଲୀ,୮ ।୧୦: ଦିଲ୍ଲୀର ଉପରାଜ୍ୟପାଳ ବିନୟ ସାକ୍ସେନା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପତ୍ର ଲେଖିଛନ୍ତି । ଉକ୍ତ ଚିଠିରେ ଉପରାଜ୍ୟପାଳ ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ମନ୍ତ୍ରୀ ଓ ନେତାଙ୍କ ବିଭ୍ରାନ୍ତିକର , ଅବ୍ୟବହୃତ ଏବଂ...

୩୦ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୮।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୦ ହଜାର ତଳେ ରହିଛି। ଗତ...

ବାୟୁସେନା ଦିବସରେ ଏୟାରଫୋର୍ସର ନୂଆ କମବ୍ୟାଟ ୟୁନିଫର୍ମ ସହ ସ୍ୱଦେଶୀ ହେଲିକପ୍ଟର ‘ପ୍ରଚଣ୍ଡ’ର ଦମ୍‌

ଚଣ୍ଡିଗଡ଼,୮ ।୧୦: ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ କରାଯାଇଥାଏ ଭାରତୀୟ ବାୟୁସେନା ଦିବସ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଭାରତୀୟ ବାୟୁସେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ଯୋଗଦାନକୁ ମନେପକାଇବା । ପ୍ରତିବର୍ଷ ଏହାକୁ ଖୁକ୍ ଧୁମଧାମରେ ପାଳନ କରାଯାଉଥିବା...

ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ, ହରିଆଣା ସମେତ ୬ଟି ରାଜ୍ୟରେ ନିର୍ବାଚନ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ନିଜର ବିଜୟ ହାସଲ ପାଇଁ ବିଭିନ୍ନ ରାଜନୈତିକ ଦଳ...

କର୍ନାଟକ ରାସ୍ତାରେ ଚାଲିବନି ଆଉ ଓଲା ଅଟୋ

ବେଙ୍ଗାଲୁରୁ,୮।୧୦: ଓଲା, ଉବେର ଏବଂ ରାପିଡୋ କମ୍ପାନୀକୁ ଝଟକା। ଆସନ୍ତା ଦୁଇ ଦିନ ମଧ୍ୟରେ ସେମାନଙ୍କ ସେବା ବନ୍ଦ କରିବାକୁ କର୍ନାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ ନାହିଁ। ଯାତ୍ରୀମାନଙ୍କଠାରୁ ଅଧିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri