ଜାତୀୟ

ହିମନ୍ତ ଶର୍ମାଙ୍କ ଉପରେ ତାତିଲେଣି ଭାଜପା ହାଇକମାଣ୍ଡ? ତେଜିଲାଣି ବବାଦ

ନୂଆଦିଲ୍ଲୀ,୧।୯:ଆସାମ ବିଧାନସଭାରେ ନମାଜ ପଢିବାକୁ ବନ୍ଦ କରିବା ନେଇ ରାଜନୀତି ସରଗରମ ରହିଛି। ଆସାମ ବିଧାନସଭାରେ ଶୁକ୍ରବାର ଦୁଇ ଘଣ୍ଟିଆ ନମାଜ ପଢିବା ବାତିଲ କରିବାକୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହା ଉତ୍ପାଦନ...

ତେଜସ୍ବୀଙ୍କ ଭିତରେ ଆସିଛି ଶାମ ପିଟ୍ରୋଡାଙ୍କ ଆତ୍ମା

ନୂଆଦିଲ୍ଲୀ,୧।୯: ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଚାଇନିଜ ଭର୍ସନ ବାଲା ମନ୍ତବ୍ୟ ଉପରେ ଭାଜପା କଡା ପ୍ରତିକ୍ରିୟା ଦେଇଛି। ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି ଯେ ‘ସାମ ପିଟ୍ରୋଡାଙ୍କ ଆତ୍ମା’ ତେଜସ୍ବୀ ଯାଦବଙ୍କ ଭିତରେ ପ୍ରବେଶ କରିଛି। ବାସ୍ତବରେ ତେଜସ୍ବୀ...

ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା…

କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ...

ପଦ ଛାଡ଼ିଲେ କେସି ତ୍ୟାଗୀ

ପାଟ୍‌ନା,୧ା୯: ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ ରବିବାର ଦଳର ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲେଖିଥିବା ପତ୍ରରେ ତ୍ୟାଗୀ ତାଙ୍କ ଇସ୍ତଫା ପାଇଁ ବ୍ୟକ୍ତିଗତ କାରଣ ଉଲ୍ଲେଖ କରିଛନ୍ତି। ତେବେ ବିଭିନ୍ନ ପ୍ରସଙ୍ଗରେ...

ଆଜିଠାରୁ ଲାଗୁ ହେଲା ୫ ନୂଆ ନିୟମ, ଖାଉଟିଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ, ଜାଣି ନିଅନ୍ତୁ ନ ହେଲେ ପସ୍ତେଇବେ…

ନୂଆଦିଲ୍ଲୀ,୧।୯: ସେପ୍ଟେମ୍ବର ୧ ୨୦୨୪ ଅର୍ଥାତ ଆଜିଠାରୁ ଦେଶରେ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଲପିଜି ସିଲିଣ୍ଡର ମୂଲ୍ୟ ଠାରୁ ଆରମ୍ଭ କରି କ୍ରେଡିଟ କାର୍ଡ...

ଗୋଟିଏ ଦିନ ପାଇଁ ବନ୍ଦ ରହିବ ଗେଟ୍‌ଓ୍ବେ ଅଫ୍‌ ଇଣ୍ଡିଆ, ଜାଣନ୍ତୁ କାରଣ

ମୁମ୍ବାଇ,୧ା୯: ଲୋକଙ୍କ ପାଇଁ ଗୋଟିଏ ଦିନ ବନ୍ଦ ରହିବ ଗେଟ୍‌ ଓ୍ବେ ଅଫ୍‌ ଇଣ୍ଡିଆ ବା ଇଣ୍ଡିଆ ଗେଟ୍‌। ରବିବାର ସକାଳ ୧୦ଟାଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିବ। ଏହାର କାରଣ ହେଉଛି ମହାବିକାଶ...

ମାଲୟାଲମ୍‌ ସିନେମାର କଳା ଅଧ୍ୟାୟ: ଗୁପ୍ତ କ୍ୟାମେରାରେ ହେଉଥିଲା ନଗ୍ନ ଭିଡିଓ

ଥିରୁଭାନନ୍ଥପୁରମ୍‌,୧ା୯: ଜଷ୍ଟିସ୍‌ ହେମା କମିଟି ରିପୋର୍ଟ ମାଲୟାଲମ୍‌ ଚଳଚ୍ଚିତ୍ର ଶିଳ୍ପର ପାଣ୍ଡୋରା ବାକ୍ସ ଖୋଲିଥିବାବେଳେ ଅଭିନେତ୍ରୀମାନଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବାର ନୂଆ ନୂଆ ଘଟଣା ପ୍ରତିଦିନ ପ୍ରଘଟ ହେବାରେ ଲାଗିଛି। ଖ୍ୟାତନାମା ଅଭିନେତ୍ରୀ ରାଧିକା ଶରଥକୁମାର ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ...

ଆନ୍ଦୋଳନ ବେଳେ ବଳ ପ୍ରୟୋଗ, କୋଲକାତା ପୋଲିସ ମୁଖ୍ୟଙ୍କୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ,୧ା୯ (ପି.ଟି.): କୋଲକାତାର ଆର୍‌.ଜି. କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବିକରି ଛାତ୍ରୀଛାତ୍ର ଗତ ୨୭ ତାରିଖରେ ନବାନ୍ନ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରାରେ ଯାଉଥିବାବେଳେ ସେମାନଙ୍କ ଉପରେ ବର୍ବରତା ଓ ଅତ୍ୟଧିକ...

ରୁବିନା ଫ୍ରାନ୍ସିସ୍‌ଙ୍କୁ ବ୍ରୋଞ୍ଜ

ଚାଟେରକ୍ସ,୧ା୯(ପି.ଟି.): ପ୍ୟାରିସ୍‌ରେ ଅନୁଷ୍ଠିତ ପାରାଲିମ୍ପିକ୍ସ ୨୦୨୪ରେ ଶନିବାର ଭାରତ ପାଇଁ ପଞ୍ଚମ ପଦକ ବିଜୟୀ ହୋଇଛନ୍ତି ପିସ୍ତଲ ଶୁଟର ରୁବିନା ଫ୍ରାନ୍ସିସ୍‌। ଏସ୍‌ଏଚ୍‌୧ ବର୍ଗର୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ରୁବିନା ୨୧୧.୧ ପଏଣ୍ଟ ସ୍କୋର କରିବା ସହ...

ବଢ଼ିଲା ଗ୍ୟାସ୍‌ ଦର, ଜାଣନ୍ତୁ କେତେ ବଢ଼ିଲା…

ନୂଆଦିଲ୍ଲୀ,୧ା୯:  ନୂଆ ମାସର ପ୍ରଥମ ଦିନରେ ସାଧାରଣ ଲୋକମାନେ ମୁଦ୍ରାସ୍ଫୀତିର ଏକ ନୂଆ ଝଟ୍‌କା ଟକା ପାଇଛନ୍ତି। ସରକାରୀ ତୈଳ ଏବଂ ଗ୍ୟାସ୍‌ ମାର୍କେଟିଂ କମ୍ପାନୀଗୁଡ଼ିକ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ପରିବର୍ତ୍ତନ କରିଛନ୍ତି। ଏହି...

ପିଟି ମାରୁଛନ୍ତି ଗୋରକ୍ଷକ

ଚଣ୍ଡିଗଡ଼/ ମୁମ୍ବାଇ/ଗୁଆହାଟୀ, ୧ା୯: ଗୋମାଂସ ଖାଉଥିବା ସନ୍ଦେହରେ ପଶ୍ଚିମବଙ୍ଗର ଜଣେ ଦାଦନ ଶ୍ରମିକଙ୍କୁ ହରିୟାଣା ଗୋରକ୍ଷକ ସଙ୍ଗଠନର ସଦସ୍ୟମାନେ ପିଟି ହତ୍ୟା କରିଛନ୍ତି। ଗତ ୨୭ ତାରିଖରେ ହରିୟାଣାର ଚର୍‌ଖି ଦାଦ୍ରି ଜିଲାରେ ଘଟିଥିବା ଏହି ହତ୍ୟା ମାମଲାରେ ୨...

ଦିଲ୍ଲୀରେ ଚାଞ୍ଚଲ୍ୟ: ୫ ବର୍ଷର ଶିଶୁଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୩୧ା୮: ଦିଲ୍ଲୀର କାପାଶେରା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଜଣେ ୧୪ ବର୍ଷର ବାଳକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶିଶୁଟି ଘରେ ଏକୁଟିଆ ଥିବାବେଳେ ପଡୋଶୀ ଘରର ନାବାଳକ ତାଙ୍କ ଯୌନ ନିର୍ଯାତନା ଦେଇଥିବା ପୋଲିସ କହିଛି। ନାବାଳକଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri