ଜାତୀୟ

ପିଏଫ୍‌ଆଇ ଉପରେ ଏନ୍‌ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ: ୧୫ରାଜ୍ୟରୁ ୧୦୬ ଗିରଫ

ନୂଆଦିଲ୍ଲୀ,୨୨।୯: ଦେଶରେ ଆତଙ୍କବାଦୀଙ୍କୁ ସଫା କରିବା ପାଇଁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ) ଏବଂ ପ୍ରବର୍ତ୍ତନ ନିିର୍ଦ୍ଦେଶାଳୟ (ଇଡି) ଗୁରୁବାର ତାମିଲନାଡୁ ଏବଂ କେରଳ ସମେତ ମୋଟ ୧୫ଟି ରାଜ୍ୟର ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୯୩ଟି ସ୍ଥାନରେ...

୨୭ରେ ଜାପାନ ଯିବେ ମୋଦି

ନୂଆଦିଲ୍ଲୀ, ୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୭ରେ ଜାପାନ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବେ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଗୁରୁବାର ସୂଚନା...

‘ପେ ସିଏମ୍‌’ ପୋଷ୍ଟର ବିବାଦ ମାମଲାରେ ୨ଗିରଫ

ବେଙ୍ଗାଲୁରୁ,୨୨।୯: ‘ପେ ସିଏମ୍‌ ପୋଷ୍ଟର’ ବିବାଦ ମାମଲାରେ କନର୍ର୍ାଟକ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏହି ପୋଷ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଏବଂ ଶାସକ ଦଳ ଭାଜପାକୁ ଟାର୍ଗେଟ କରାଯାଇଥିଲା। ତେବେ ଗିରଫ ହୋଇଥିବା ଉଭୟ ବ୍ୟକ୍ତି...

ପିଏଚ୍‌ଡି କରୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୨୨।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଆଜିକାଲି ଆମେରିକାରେ ତାଙ୍କର ପିଏଚଡି ଥେସିସ୍‌ ଲେଖୁଛନ୍ତି। ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ପ୍ରାୟ ଦୁଇ ମାସ ପରେ ଚାନ୍ନି ମାର୍ଚ୍ଚ ୧୦ରେ ଭାରତ ଛାଡିଥିଲେ। ତାଙ୍କ ଦଳର...

ଜ୍ଞାନବ୍ୟାପି-ଶୃଙ୍ଗାର ଗୌରୀ ମାମଲା: ୨୯ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଣାଣି

ବାରାଣସୀ,୨୨।୯: ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ମାମଲାରେ ଗୁରୁବାର ଶୁଣାଣି ଶେଷ ହୋଇଛି। ଏହି ବିବାଦ ମାମଲାରେ ବାରାଣସୀ ଜିଲା କୋର୍ଟରେ ଶୁଣାଣି ହୋଇଥିଲା। ଏଠାରେ ଉଭୟ ପକ୍ଷ ମତ ରଖିଥିଲେ। ଆଠ ସପ୍ତାହ ପରେ ଶୁଣାଣି ପାଇଁ ଦାବି ଉପରେ...

‘କଂଗ୍ରେସର ଅଧ୍ୟକ୍ଷ ହେବା କେବଳ ଏକ ପଦବୀ ନୁହେଁ, ବରଂ ବିଶ୍ୱାସର ପ୍ରତୀକ’

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୪ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଦଳର ନେତା ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦ ଦୌଡ଼ରେ ଜଡିତ ନେତାମାନଙ୍କୁ ଉପଦେଶ ଦେଇଛନ୍ତି। ଭାରତ ଯୋଡୋ ଯାତ୍ରାରେ ଥିବା...

ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌ ଟିକେଟ୍‌ କିଣିବାକୁ ଦଳଚକଟା: ଲାଠିଚାର୍ଜ କଲା ପୋଲିସ

ହାଇଦ୍ରାବାଦ,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସେପ୍ଟେମ୍ବର ୨୫ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ପୂର୍ବରୁ ଟିକେଟ...

ଖାଲଖମା ରାସ୍ତାରେ ଫଟୋଶୁଟ୍‌ କଲେ କନ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଥିରୁଭାନନ୍ତପୁରମ,୨୨।୯: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଖାଲ ରାସ୍ତା ଓ ଗଳିରେ ପାଣି ଜମା ହୋଇରହିଛି। ସମସ୍ତଙ୍କ ପାଇଁ ନିଜ ସହରର ସମସ୍ୟାକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବା ସହଜ ନୁହେଁ, କିନ୍ତୁ...

ୟୁପି ବିଧାନସଭାରେ ସିଆରପିସି ସଂଶୋଧନ ବିଲ ଆଗତ, ମହିଳାଙ୍କ ପ୍ରତି ଗୁରୁତର ଅପରାଧ ମାମଲାରେ ମିଳିବନି ଆଗୁଆ ଜାମିନ…

ଲକ୍ଷ୍ନୌ, ୨୨।୯ : ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଗୁରୁବାର ସିଆରପିସି ସଂଶୋଧନ ବିଲ ଆଗତ ହୋଇଛି। ଏହି ବିଲ ଅନୁସାରେ ଗୁରୁତର ମହିଳା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଆଉ ଆଗୁଆ ଜାମିନ ମିଳିବନି। ମହିଳାଙ୍କ ଉପରେ ହୋଇଥିବା ଗୁରୁତର...

ହିଜାବ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୨।୯ : କର୍ନାଟକରେ ହିଜାବ ନିଷେଧାଦେଶ ବିରୋଧରେ ଆବେଦନ ଉପରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଶୁଣାଣି ହୋଇଛି। ଶୁଣାଣି ପରେ ସୁପ୍ରିମକୋର୍ଟ ଏହି ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣି ସମୟରେ କର୍ନାଟକ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପ୍ରଭୁଲିଙ୍ଗ...

ଶିବାଜୀ ପାର୍କ ଦଶହରା ରାଲି ପାଇଁ କାହାକୁ ମିଳିଲାନି ଅନୁମତି…

ମୁମ୍ବାଇ, ୨୨।୯ : ମହାରାଷ୍ଟ୍ରରେ ଶିବାଜୀ ପାର୍କ ଦଶହରା ରାଲି ପାଇଁ ଉଦ୍ଧବ ଠାକରେ ଅବା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମର୍ଥକ କାହାକୁ ମଧ୍ୟ ଅନୁମତି ମିଳିନାହିଁ। ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ(ବିଏମ୍‌ସି) ଏନେଇ ଗୁରୁବାର ସୂଚନା ପ୍ରଦାନ କରିଛି। ଅକ୍ଟୋବର...

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ,୨୨।୯: କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତା ମଧୁସୂଦନ ମିସ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷିତ କାର୍ଯ୍ୟସୂଚୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri