ଜାତୀୟ

ଜମ୍ମୁ-କଶ୍ମୀରର ସୁଫି ପରମ୍ପରାକୁ ନଷ୍ଟ କରିଛି ଭାଜପା: ମେହବୁବାଙ୍କ ଅଭିଯୋଗ…

ଶ୍ରୀନଗର, ୨୦।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ସଭାପତି ମେହବୁବା ମୁଫତି ମଙ୍ଗଳବାର ଭାଜପା ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଜମ୍ମୁ-କଶ୍ମୀରର ସମସ୍ତ ଧାର୍ମିକ ତଥା ସୁଫି ପରମ୍ପରାକୁ ଭାଜପା ନଷ୍ଟ କରି ଦେଇଥିବା ସେ...

ସବକା ସାଥ୍‌-ସବକା ବିଶ୍ୱାସ ଭାଜପାକୁ ଅନ୍ୟ ଦଳଠାରୁ ପୃଥକ କରୁଛି: ପ୍ରଧାନମନ୍ତ୍ରୀ…

ଗାନ୍ଧିନଗର, ୨୦।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଶାସିତ ମ୍ୟୁନିସିପାଲିଟି କର୍ପୋରେଶନର ମେୟରମାନଙ୍କୁ ସେମାନଙ୍କ ସହରର ସର୍ବଦଳୀୟ ବିକାଶ ପାଇଁ ଯୋଜନା କରିବାକୁ ଆହ୍ବାନ ଦେଇଛନ୍ତି ଏବଂ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚିତ ପ୍ରତିନିଧୀଙ୍କ...

ହିଜାବ୍‌ ଇସଲାମର ଅନିବାର୍ଯ୍ୟ ଅଂଶ ନୁହେଁ, କହିଲେ ସରକାର…

ନୂଆଦିଲ୍ଲୀ, ୨୦।୯ : ମଙ୍ଗଳବାର ସୁପ୍ରିମକୋର୍ଟରେ କର୍ନାଟକ ହାଇକୋର୍ଟଙ୍କ ଶିକ୍ଷାନୁଷ୍ଠାନରେ ହିଜାବ୍‌କୁ ନିଷିଦ୍ଧ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ପିଟିଶନଗୁଡ଼ିକର ଶୁଣାଣି ହୋଇଥିଲା। ସର୍ବୋଚ୍ଚ ଅଦାଲତରେ ଶୁଣାଣିର ଅଷ୍ଟମ ଦିନରେ କର୍ନାଟକ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା...

ମାନ୍‌ଙ୍କ ଘଟଣାର ହେବ ଯାଞ୍ଚ୍‌, କହିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ନୂଆଦିଲ୍ଲୀ, ୨୦।୯ : ମଦ୍ୟପାନ ଅଭିଯୋଗରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ଜର୍ମାନରେ ଲୁଫଥାନ୍ସା ଏୟାର ଲାଇନ୍ସ ବିମାନ ଅବତରଣ କରିବା ଘଟଣାର ଯାଞ୍ଚ କରାଯିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କହିଛନ୍ତି ଯେ...

ଦୁଇ ଦିନିଆ ଗୁଜରାଟ ଗସ୍ତରେ ମୋଦି: ମେଟ୍ରୋ ସେବାର କରିବେ ଉଦ୍‌ଘାଟନ

ଅହମଦାବାଦ,୨୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେପ୍ଟେମ୍ବର ୨୯ ଏବଂ ୩୦ରେ ସେ ଗୁଜରାଟ ଗସ୍ତ କରିବେ। ଏହି ସମୟରେ ସେପ୍ଟେମ୍ବର ୩୦ରେ ମୋଦି ଅହମଦାବାଦରେ ମେଟ୍ରୋ ରେଳ ସେବା ଉଦ୍‌ଘାଟନ କରିବେ ବୋଲି...

ମାୟାବତୀଙ୍କ ଟୁଇଟ୍‌ ନେଇ ରାଜନୈତିକ ଉଷ୍ଣତା ବୃଦ୍ଧି…

ଲକ୍ଷ୍ନୌ, ୨୦।୯ : ଉତ୍ତରପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ସମାଜବାଦୀ ପାର୍ଟିର ବିଧାୟକମାନେ ଗୃହ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସୋମବାର ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ଆଇନ ଶୃଙ୍ଖଳା, ମୁଦ୍ରାସ୍ଫୀତି ଭଳି...

କାହାର ନକଲ କଲେ ହେବନି ଭାରତର ବିକାଶ: ମୋହନ ଭାଗଓ୍ବତ…

ନୂଆଦିଲ୍ଲୀ, ୨୦।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ କହିଛନ୍ତି ଯେ ବିକାଶ ପାଇଁ ଭାରତକୁ ଅନ୍ୟ କୌଣସି ଦେଶର ନକଲ କରିବା ପରିବର୍ତ୍ତେ ଭାରତ ଭଳି ରହିବାକୁ ପଡ଼ିବ। ଭାରତ ନିଜ ଉପରେ ବିଶ୍ୱାସ କରିବା ଉଚିତ ।...

ଚଣ୍ଡିଗଡ଼ ଭିଡିଓ ଭାଇରାଲ ପଛରେ ରହିଛି ବିଦେଶୀ ଲିଙ୍କ୍‌

ଚଣ୍ଡିଗଡ଼,୨୦।୯: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଓ୍ବାଶ୍‌ରୁମ୍‌ରୁ ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ଅଭିଯୋଗର ତଦନ୍ତ ପାଇଁ ପଞ୍ଜାବ ପୋଲିସ ୩ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛି। ବରିଷ୍ଠ ଆଇପିଏସ୍‌ ଅଫିସର ଗୁରପ୍ରୀତ୍‌ କୌର ଦେଓଙ୍କ...

ବୈବାହିକ ପରମ୍ପରାରେ ମୂଳ ଉଦ୍ଦେଶ୍ୟ ପରିବାର ବୃଦ୍ଧି, ହାଇକୋର୍ଟଙ୍କ ଟିପ୍ପଣୀ…

ଚେନ୍ନାଇ,୨୦।୯ : ମାଡ୍ରାସ ହାଇକୋର୍ଟ କହିଛନ୍ତି ଯେ ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ଏହାର ମୂଳ ଉଦ୍ଦେଶ୍ୟ ହେଉଛି ସନ୍ତାନ ପ୍ରସବ କରିବା। ଜଷ୍ଟିସ କୃଷ୍ଣନ ରାମାସ୍ବାମୀ ଦମ୍ପତିଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶୁଣାଣି କରି...

ଦୈନିକ ମୃତ୍ୟୁ ସଂଖ୍ୟା ୧୦ ତଳେ…

ନୂଆଦିଲ୍ଲୀ, ୨୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୭ ହଜାର ଉପରେ ରହିଛି।...

ମାନଙ୍କ ମଦ୍ୟପାନ ଯୋଗୁ ବିମାନ ଉଡାଣରେ ହୋଇଥିଲା କି ବିଳମ୍ବ: ଲୁଫଥାନ୍ସା ଏୟାରଲାଇନ୍ସ ରଖିଲା ପ୍ରତିକ୍ରିୟା

ଚଣ୍ଡିଗଡ଼,୨୦।୯: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଦ୍ୟପାନ ଯୋଗୁ ଜର୍ମାନର ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ଉଡ଼ାଣରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଟୁଇଟ...

ଆସନ୍ତା ବର୍ଷ ଦିଲ୍ଲୀରେ ହେବନି ଆର୍ମି ଡେ’ ପରେଡ

ନୂଆଦିଲ୍ଲୀ,୨୦।୯: ସେନା ଦିବସ ଅବସରରେ ପ୍ରତିବର୍ଷ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେଉଥିବା ସେନା ଦିବସ ପରେଡ ଆସନ୍ତା ବର୍ଷ ଦିଲ୍ଲୀ ବାହାରେ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭାରତୀୟ ସେନାଙ୍କ ଆର୍ମି ଡେ’ ପରେଡକୁ ସାଉଥ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri