ଜାତୀୟ

୩୨ ବର୍ଷ ପରେ କଶ୍ମୀରରେ ଖୋଲିଲା ସିନେମା ହଲ୍‌

ଶ୍ରୀନଗର,୨୦।୯: କଶ୍ମୀରବାସୀ ବଡ ପରଦାରେ ଫିଲ୍ମ ଦେଖିବାର ଅପେକ୍ଷା ଏବେ ଶେଷ ହୋଇଛି। ମଙ୍ଗଳବାର ଶ୍ରୀନଗରର ସୋନମାର୍ଗଠାରେ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପ୍ରଥମ ମଲ୍ଟିପ୍ଲେକ୍ସ ସିନେମା ହଲ୍‌ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ସ୍ବର୍ଗତ ଅଭିନେତା ଶ୍ୟାମି...

ଅକ୍ଟୋବର ୧୧ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦି

ଭୋପାଳ,୨୦।୯: ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ କରିବେ। ଏ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି। ଟୁଇଟ୍‌ କରି...

ଭୁଶୁଡିଲା ନିର୍ମାଣାଧୀନ ପାଚେରି: ଚାଲିଗଲା ୪ ଜୀବନ

ନୋଏଡା,୨୦।୯: ନୋଏଡାର ସେକ୍ଟର ୨୫ରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଅନେକ ଲୋକ ପାଚେରି ତଳେ ଫସି ରହିଥିବା ସୂଚନା ମିଳିଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ସ୍ଥାନୀୟ...

ରାହୁଲଙ୍କ ଫେସବୁକ୍‌ ପୋଷ୍ଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୯: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ଆଉ ମାତ୍ର କିଛି ଦିନ ମଧ୍ୟରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ଗୋଟିଏ ପଟେ,ଏହି ପଦ ପାଇଁ ଗାନ୍ଧୀ ପରିବାରର ବିଶ୍ୱସ୍ତ ଅଶୋକ ଗେହଲୋଟ ନାମ ସାମ୍ନାକୁ ଆସୁଥିବାବେଳେ, ଶଶି...

କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୦।୯: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୦୪୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ...

ପଞ୍ଚାୟତ ନିର୍ବାଚନରେ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା

ମୁମ୍ବାଇ,୨୦ ।୯: ମହାରାଷ୍ଟ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଫଳାଫଳରେ ରାଜ୍ୟର ଶାସକ ଶିନ୍ଦେ-ଭାଜପା ମେଣ୍ଟକୁ ବଡ ସଫଳତା ମିଳିଥିବା ଦାବି କରାଯାଇଛି । ମହାରାଷ୍ଟ୍ର ଭାଜପା ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ କହିଛନ୍ତି, ରାଜ୍ୟର ଜନତା ଶିନ୍ଦେ-ଫଡ଼ନାଭିସ ସରକାରଙ୍କ ଉପରେ ମୋହର...

ସିବିଆଇ, ଇଡିର ଦୁରୁପଯୋଗ ପଛରେ ମୋଦିଙ୍କ ହାତ ଥିବା ବିଶ୍ୱାସ ହେଉନି: ମମତା

କୋଲକାତା,୨୦।୯: ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଦୁରୁପଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟୀ ବୋଲି ସେ ବିଶ୍ୱାସ କରୁ ନ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି। ତେବେ କେତେଜଣ ଭାଜପା ନେତା ନିଜ ସ୍ବାର୍ଥକୁ ଚରିତାର୍ଥ କରିବା...

ଅଜଣା ରାଜନୈତିକ ଚାନ୍ଦାକୁ ୨୦ ହଜାର ଟଙ୍କାରୁ ୨ ହଜାରକୁ ହ୍ରାସ କରାଯାଇପାରେ, ମୁଖ୍ୟ ନିର୍ବାଚନ କମିଶନ ପଠାଇଛନ୍ତି ପ୍ରସ୍ତାବ

ନୂଆଦିଲ୍ଲୀ,୨୦ ।୯: ମୁଖ୍ୟ ନିର୍ବାଚନ କମିଶନ(ସିଇସି) ରାଜୀବ କୁମାର ରାଜନୈତିକ ଦଳ ଗୁଡିକ ନଗଦ ଦାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନ ଆଇନ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଛନ୍ତି । ଆଇନ ମନ୍ତ୍ରୀ...

ତିନି ଦଶକ ପରେ ଘାଟିରୁ ହଟିବ ଭୟ, କଶ୍ମୀରରେ ପ୍ରଥମ ମଲି୍ଟପ୍ଲେକ୍ସର ହେବ ଉଦ୍‌ଘାଟନ

ଜମ୍ମୁ,୨୦ ।୯: ନିକଟରେ କିଛି ବର୍ଷ ମଧ୍ୟରେ କଶ୍ମୀରର ଏକ ନୂଆ ରୂପ ସାମ୍ନାକୁ ଆସିବାକୁ ଯାଉଛି । ଏବେ ପ୍ରାୟ ଦୀର୍ଘ ୩ଦଶକ ପରେ ଘାଟିରେ ପୁଣିଥରେ କିଛି ଏମିତି ହେବାକୁ ଯାଉଛି ଯାହାକୁ ଲୋକେ ବଡ ଉତ୍କଣ୍ଠାର...

୨୧ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ

ନୂଆଦିଲ୍ଲୀ,୨୦ା୯: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ ଦିନରେ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିବାକୁ ଯାଉଛି। ଏନେଇ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ମୌସୁମୀ ଫେରିଯିବା ନେଇ ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହା ଉତ୍ତରପଶ୍ଚିମ...

ସେପ୍ଟେମ୍ବର ପରେ ମାଗଣା ରାଶନ ଯୋଗାଣକୁ ନେଇ ଶୀଘ୍ର ନିଆଯିବ ନିଷ୍ପତ୍ତି, ୮୦ କୋଟି ଗରିବ ପାଉଛନ୍ତି ଲାଭ

ନୂଆଦିଲ୍ଲୀ,୨୦ ।୯: ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି । ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୋମବାର କହିଛନ୍ତି ଯୋଜନାର ସମୟ ସୀମା...

କଶ୍ମୀରରେ ଇମ୍ରାନ ହାସମିଙ୍କ ଉପରେ ପଥର ମାଡ, ଅଭିଯୁକ୍ତ ଗିରଫ

ଶ୍ରୀନଗର,୨୦ ।୯: ବଲିଉଡ ଅଭିନେତା ଇମ୍ରାନ ହାସମି ଏବେ ଜମ୍ମୁ-କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂ କରୁଛନ୍ତି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା ଯେତେବେଳେ ତାଙ୍କ ଫିଲ୍ମ ଶୁଟିଂ ସରିବା ପରେ ବାହାରକୁ ଆସିଥିଲେ ସେତେବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri