ଜାତୀୟ

ମୋହାଲି ଏମଏମଏସ ମାମଲା: ଛାତ୍ରଙ୍କ ଧାରଣା ପ୍ରଦର୍ଶନ ଶେଷ, ହଟିଲେ ୱାର୍ଡନ, ୬ ଦିନ ପାଇଁ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ

ମୋହାଲି,୧୯ ।୯: ଚଣ୍ଡିଗଡ଼ର ଏକ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ବିରୋଧ ପ୍ରଦର୍ଶନ ରବିବାର ବିଳମ୍ବିତ ରାତିରେ ଶେଷ ହୋଇଛି । ଛାତ୍ରଙ୍କ ଦାବି ପୂରଣ ହେବାରୁ ବିରୋଧ ପ୍ରଦର୍ଶନ ଶେଷ ହୋଇଛି । ଡିସି ଓ ଆଇଜିଙ୍କ ଉପସ୍ଥିତିରେ ସମସ୍ତ ଦାବିକୁ...

୫ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ବଢ଼ି ପୁଣି ୪୮ ହଜାର ଉପରେ ରହିଛି।...

ମୋଦି ଗୋଟିଏ ଚିତାର ନାମ ରଖିଲେ ଆଶା, ଅନ୍ୟମାନଙ୍କର ବି ହେଲା ନାମକରଣ

ନୂଆଦିଲ୍ଲୀ,୧୯ ।୯: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ୮ ଚିତାଙ୍କୁ ସ୍ୱାଗତ କରାଯାଇ ସାରିଛି । ୭୦ ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଚିତାଙ୍କ ବଂଶ ବୃଦ୍ଧି କରିବାକୁ ପ୍ରୟାସ କରାଯାଇ ସମସ୍ତ ଚିତାଙ୍କୁ ନାମିବିୟାରୁ ଭାରତ ଅଣାଯାଇଛି ।...

କଂଗ୍ରେସ ଛାଡି ଭାଜପାରେ ସାମିଲ ହେଲେ ୮ ବିଧାୟକ, ଆଜି ଭେଟିବେ ପ୍ରଧାନମନ୍ତ୍ରୀଙ୍କୁ

ପଣଜୀ,୧୯ ।୯: ଗତ ସପ୍ତାହ ଆରମ୍ଭରୁ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା ଗୋଆର ୮ ଜଣ ବିଧାୟକ ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଭାଜପାର ଜଣେ ବରିଷ୍ଠ ନେତାଙ୍କ...

ଧର୍ମାନ୍ତରୀକରଣ ନିରୋଧୀ ଆଇନରେ ୫ ବର୍ଷ ଜେଲ

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶ ବେଆଇନ ଧର୍ମାନ୍ତରୀକରଣ ନିରାକରଣ ଆଇନ, ୨୦୨୧ରେ ପ୍ରଥମ ଥର ଲାଗି ଜଣେ ୨୬ ବର୍ଷୀୟ କାଠମିସ୍ତ୍ରୀଙ୍କୁ ଦୋଷୀସାବ୍ୟସ୍ତ କରାଯାଇଛି। ଆମ୍ରୋହାର ଏକ ଅଦାଲତ ଶନିବାର ତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।...

ଇଣ୍ଟରପୋଲ୍‌ ସାଧାରଣ ସଭାର ଲୋଗୋ କୋଣାର୍କ ଚକ

ନୂଆଦିଲ୍ଲୀ,୧୯।୯(ପି.ଟି.): ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭାରେ କୋଣାର୍କ ସୂର୍ଯ୍ୟମନ୍ଦିରର ରଥ ଚକ ପ୍ରେରଣାଦାୟୀ ଲୋଗୋ ହେବାକୁ ଯାଉଛି। ଅକ୍ଟୋବର ୧୮ରୁ ଆରମ୍ଭ ହେବାକୁ ଥିବା ଏହି ୩ ଦିନିଆ ଜେନେରାଲ ଆସେମ୍ବ୍ଲିରେ ୧୯୫ଟି ଦେଶର ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଯୋଗଦେବେ।...

ପିଏଫ୍‌ଆଇ ମାମଲା: ୪୦ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ନୂଆଦିଲ୍ଲୀ,୧୯।୯ : ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କ୍ୟାଡର ମାମଲାରେ ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ) ରବିବାର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିବା ସହ ୪ ଜଣଙ୍କୁ ଅଟକ ରଖିଛି। ତେଲଙ୍ଗାନାର ନିଜାମାବାଦ ଜିଲାର...

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ରାୟପୁର/ନୂଆଦିଲ୍ଲୀ,୧୯।୯ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ନାମାଙ୍କନପତ୍ର ଦାଖଲର ସପ୍ତାହେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ମୁଖ୍ୟ କରିବା ଲାଗି ଛତିଶଗଡ଼ କଂଗ୍ରେସରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଅନୁଷ୍ଠିତ ଦଳୀୟ ବୈଠକରେ ପ୍ରଦେଶ କଂଗ୍ରେସ...

ଏଏପି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମ ଉପରେ ଚାପ ପକାଉଛନ୍ତି ମୋଦି

ନୂଆଦିଲ୍ଲୀ,୧୯।୯: ଗୁଜରାଟ ବିଧାନସଭା ନିର୍ବାଚନରେ ହାରିଯିବା ଭୟ ଏବେ ଭାଜପା ନେତାମାନଙ୍କୁ ବିଚଳିତ କରିଛି। ସେମାନେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନଙ୍କ ବିରୋଧରେ ମିଛ ଦୁର୍ନୀତି ଅଭିଯୋଗ ଆଣି ଦଳକୁ ବଦନାମ କରିବାକୁ ଉଦ୍ୟମ ଚଳାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

୨୫ କୋଟି ଲଟେରି ଜିତିଲେ ଅଟୋଚାଳକ

ଥିରୁଭାନନ୍ତପୁରମ୍‌,୧୯।୯: କେରଳର ଜଣେ ଅଟୋ ଚାଳକ ୨୫ କୋଟି ଟଙ୍କାର ଲଟେରି ଜିତିଛନ୍ତି। ଅଟୋରୁ ରୋଜଗାର ଭଲ ହେଉ ନ ଥିବାରୁ କେରଳର ଶ୍ରୀବରହାମରେ ରହୁଥିବା ଅନୂପ ମାଲେସିଆରେ ରୋଷେୟା ଚାକିରି କରିବାକୁ ମନସ୍ଥିର କରିଥିଲେ। ଏଥିଲାଗି ବ୍ୟାଙ୍କରେ ୩...

ଚିତା ଆସିଲା, ଜାଗା ଯିବ: କୁନୋ ପାର୍କ ଅଞ୍ଚଳରେ ବିସ୍ଥାପନ ଭୟ

ଶେଓପୁର,୧୯ା୯: ମଧ୍ୟପ୍ରଦେଶର ଶେଓପୁର ଜିଲା କୁନୋ ଜାତୀୟ ଉଦ୍ୟାନ (କେଏନ୍‌ପି)କୁ ଶନିବାର ଅଣାଯାଇଥିବା ୮ ଚିତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଅତିଥିଙ୍କ ଯୋଗୁ ଏହି ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏଥିସହ...

ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍‌ପି ପତ୍ନୀ ରହିବେ କଂଗ୍ରେସରେ

ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳର ପ୍ରାଥମିକ ସଦସ୍ୟତା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri