ଜାତୀୟ

‘ଚିକିତ୍ସା ସୁବିଧା ପାଇବା ବନ୍ଦୀଙ୍କ ମୌଳିକ ଅଧିକାର’

ନୂଆଦିଲ୍ଲୀ, ୨୯।୯: ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ଜେଲ୍‌ରେ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ମୁମ୍ବାଇର ଯଶଲୋକ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା ସୁବିଧା ପାଇବା...

ଭାଜପାରେ ମିଶିଲେ ଜେକେପିପିର ପୂର୍ବତନ ବିଧାୟକ

ନୂଆଦିଲ୍ଲୀ, ୨୯।୯: ଦିନକୁ ଦିନ ଭାଜପାର ସଦସ୍ୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁଜରାଟର ହୀରା ବ୍ୟବସାୟୀ ଭାଜପାରେ ଯୋଗଦେବାର ଗୋଟିଏ ଦିନ ପରେ ଜେକେପିପିର ପୂର୍ବତନ ବିଧାୟକ ବଲୱନ୍ତ ସିଂ ମାନକୋଟିଆ ମଧ୍ୟ ଏହି ଦଳରେ ଯୋଗଦେଇଛନ୍ତି। ଗୁରୁବାର ବଲଓ୍ବନ୍ତ...

ରାଜଧାନୀରେ ବଢ଼ୁଛି ମଙ୍କିପକ୍ସ ମାମଲା: ପୁଣି ୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୯।୯: କରୋନା ପରେ ଏବେ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ କାୟା ମେଲାଇଲାଣି। ଗୁରୁବାର ନୂଆ ୩ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ...

ବିଜୟା ଦଶମୀରେ କେସିଆର୍‌ କରିପାରନ୍ତି ବଡ଼ ଘୋଷଣା

ହାଇଦ୍ରାବାଦ,୨୯।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍‌ ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ଆସନ୍ତା ଅକ୍ଟୋବର ୫ ବିଜୟା ଦଶମୀରେ ତାଙ୍କର ଜାତୀୟ ଦଳ ଶୁଭାରମ୍ଭ କରିବେ ବୋଲି ଆଶା କରାଯାଉଛି। ସେଦିନ ଟିଆର୍‌ସି ବିଧାୟକ ଦଳ ବୈଠକ ବସି...

୬୭ ପର୍ନ ଓ୍ବେବ୍‌ସାଇଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯ା୯: କେନ୍ଦ୍ର ସରକାର ୬୭ଟି ପର୍ନ ଓ୍ବେବ୍‌ସାଇଟ୍‌ ବ୍ଲକ୍‌ କରିବାକୁ ଇଣ୍ଟରନେଟ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଗତବର୍ଷ ଜାରି କରାଯାଇଥିବା ନୂଆ ଆଇଟି ନିୟମକୁ ଉଲ୍ଲଂଘନ ଓ କୋର୍ଟ ରାୟ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଣେ ସ୍ଥିତ ଏକ...

୩୬ତମ ନ୍ୟାଶନାଲ ଗେମ୍ସକୁ ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୨୯।୯: ଗୁଜରାଟରେ ୩୬ତମ ନ୍ୟାଶନାଲ ଗେମ୍ସକୁ ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତିଷ୍ଠିତ ଗେମ୍ସକୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଆୟୋଜିତ କରାଯାଇଛି। ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ...

ଜଷ୍ଟିସ୍‌ ମୁରଲୀଧରଙ୍କ ମାଡ୍ରାସ ହାଇକୋର୍ଟକୁ ବଦଳି ନେଇ ସୁପାରିସ

ନୂଆଦିଲ୍ଲୀ,୨୯ା୯: ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇ ଯିବେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ୟୁ.ୟୁ. ଲଳିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କ ବଦଳି ନେଇ କେନ୍ଦ୍ର ସରକାରଙ୍କୁ ସୁପାରିସ...

ମୁକେଶ ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ମୁମ୍ବାଇ,୨୯।୯: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଅମ୍ବାନୀଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅମ୍ବାନୀଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଥିବା ଗୁରୁବାର ସୂଚନା ମିଳିଛି। ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ...

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ?

ନୂଆଦିଲ୍ଲୀ,୨୯ ।୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସ ଭବନ ୧୦ ଜନପଥରେ ଭେଟିଥିଲେ । ଏହାଥିଲା ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ୍‌କାର । ଏହାପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏକ...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆସନ୍ତା କାଲି ପ୍ରାର୍ଥି ପତ୍ର ଦାଖଲ କରିବେ ଥରୁର

ନୂଆଦିଲ୍ଲୀ,୨୯ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ତଥା ଏମପି ଶଶି ଥରୁର ଆସନ୍ତା କାଲି ଅର୍ଥାତ୍ ଶୁକ୍ରବାର ସେପ୍ଟେମ୍ବର ୩୦ରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା...

ବନ୍ଧୁତ୍ୱର ଲଢେଇ: ପରସ୍ପରକୁ କୋଳାଗ୍ରତ କଲେ ଦିଗ୍‌ବିଜୟ-ଥରୁର

ନୂଆଦିଲ୍ଲୀ,୨୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି। ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗେହଲଟ ଓହରିବା ପରେ ଏହି ନିର୍ବାଚନରେ ଶଶି ଥରୁର...

ଆଲିଗଡ଼ ମିଟ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ, ଅଧିକାଂଶ କର୍ମଚାରୀ ଚେତାଶୂନ୍ୟ, ୫୦ ହସ୍ପିଟାଲରେ ଭର୍ତ୍ତି

ଆଲିଗଡ,୨୯ ।୯: ଉତ୍ତର ପ୍ରଦେଶର ଆଲିଗଡ଼ ଲୋଧା ଥାନା ଅଞ୍ଚଳରେ ଅଲ ଦୁଆ ମିଟ ଫ୍ୟାକ୍ଟ୍ରିରେ ଗୁରୁବାର ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ପ୍ୟାକେଜିଂ ଡିପାର୍ଟମେଣ୍ଟରେ ଆମୋନିଆ ଗ୍ୟାସ ଲିକ ହେବାରୁ ସେଠାରେ କାମ କରୁଥିବା ମହିଳା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri