ଜାତୀୟ

‘ଆମ୍ବେଡ୍‌କର ଆଣ୍ଡ୍‌ ମୋଦି: ରିଫର୍ମର୍ସ ଆଇଡିଆଜ୍‌ ପର୍ଫର୍ମର୍ସ ଇମ୍ପି୍ଲମେଣ୍ଟେଶନ’ ପୁସ୍ତକ ଉନ୍ମୋଚିତ

ନୂଆଦିଲ୍ଲୀ,୧୭।୯: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ନୂଆଦିଲ୍ଲୀରେ ‘ଆମ୍ବେଡ୍‌କର ଆଣ୍ଡ୍‌ ମୋଦି: ରିଫର୍ମର୍ସ ଆଇଡିଆଜ୍‌, ପର୍ଫର୍ମର୍ସ ଇମ୍ପି୍ଲମେଣ୍ଟେଶନ’ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକ ଉନ୍ମୋଚନ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ ସିଜେଆଇ କେ.ଜି. ବାଲକ୍ରିଷ୍ଣନ, କେନ୍ଦ୍ର ସୂଚନା ଓ...

ନରେନ୍ଦ୍ର ଗିରିଙ୍କ କୋଠରୀରୁ ମିଳିଲା ୩ କୋଟି ଟଙ୍କା, ୫୦ କିଲୋ ସୁନା

ପ୍ରୟାଗରାଜ,୧୭।୯: ଅଖିଳ ଭାରତୀୟ ଆଖଡ଼ା ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ବନ୍ଦ ଥିବା ପ୍ରକୋଷ୍ଠରୁ ନଗଦ ୩ କୋଟି ଟଙ୍କା, ୫୦ କିଲୋଗ୍ରାମ ସୁନା, ଜମିଜମା କାଗଜପତ୍ର ମିଳିଛି। ଗତବର୍ଷ ସେପ୍ଟେମ୍ବର ୨୦ରେ ମହନ୍ତଙ୍କ ମୃତଦେହ ଝୁଲନ୍ତା...

ୟୁପି: ପ୍ରବଳ ବର୍ଷାରେ ୨୨ ମୃତ

ଲକ୍ଷ୍ନୌ,୧୭।୯: ଉତ୍ତରପ୍ରଦେଶରେ ଗୁରୁବାର ରାତିଠାରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ମୋଟ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ଲକ୍ଷ୍ନୌର ଦିଲକୁଶ ଅଞ୍ଚଳରେ ଏକ ନିର୍ମାଣାଧୀନ ପାଚେରି ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିବାରୁ ୩ ଶିଶୁଙ୍କ...

୭୪ ବର୍ଷ ପରେ ଭାରତ ଫେରିବ ଚିତା, ଜନ୍ମଦିନରେ ସ୍ୱାଗତ କରିବେ ମୋଦି

ନୂଆଦିଲ୍ଲୀ,୧୭ ।୯: ଭାରତ ସ୍ୱାଧିନତା ପରେ ଯାହାକୁ ହରାଇଥିଲା ତାହା ହେଉଛି ଜଙ୍ଗଲର ଉସେନ ବୋଲ୍ଟ ‘ଚିତା’ । ୧୯୪୮ରେ ଦେଶରେ ଶେଷ ଚିତାକୁ ଦେଖିବାକୁ ମିଳିଥିଲା । ଏହାପରେ ଚିତା ବିଲୁପ୍ତ ହୋଇଯାଇଥିଲେ । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

‘ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ’ ମୋଦିଙ୍କ ସହ ସାକ୍ଷାତ୍ ସମୟରେ କହିଲେ ପୁଟିନ

ନୂଆଦିଲ୍ଲୀ/ସମରକନ୍ଦ,୧୭ ।୯: ଉଜବେକିସ୍ତାନର ସମରକନ୍ଦରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ପୁଟିନ କହିଥିଲେ ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ । ହେଲେ ରୁଷିଆ ପରମ୍ପରା...

୭୨ ବର୍ଷରେ ପଦର୍ପଣ କଲେ ମୋଦି

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଜନ୍ମଦିନ ଅବସରରେ ମୋଦି ୪ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ପ୍ରଥମେ ଶନିବାର ମୋଦି ନାମିବିୟାରୁ ୮ ଚିତାଙ୍କୁ ଭାରତ ଅଣାଯାଉଥିବା ଅବସରରେ...

ଟ୍ରେନ୍‌ ଝରକାରେ ଓହଳି ୧୦ କି.ମି. ଗଲେ

ପାଟନା, ୧୭ା୯: ଅନେକ ସମୟରେ ଟ୍ରେନ୍‌ ଯାତ୍ରୀଙ୍କଠାରୁ ଜିନିଷ ଲୁଟ ହେଉଥିବା ଖବର ଆମେ ଖବରକାଗଜ ବା ନ୍ୟୁଜ୍‌ରେ ଦେଖିଛେ। ବିହାରରେ ଜଣେ ଚୋରଙ୍କୁ ତାଙ୍କ ଆପରାଧିକ କାର୍ଯ୍ୟ ପାଇଁ ହଟହଟା ହେବାକୁ ପଡ଼ିଛି। ବିହାରରେ ଦେଖିବାକୁ ମିଳିଛି ଏକ...

ରୁଷିଆ-ତୁର୍କି ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି; ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା

ସମରକନ୍ଦ,୧୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏଠାରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଶିଖର ସମ୍ମିଳନୀରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଦଗାନ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ଭେଟିଛନ୍ତି। ଏହି ସମୟରେ ମୋଦି ଉଭୟ ନେତାଙ୍କ ସହ...

ଆଜମଙ୍କୁ ଭେଟିଲେ ଏସ୍‌ପି ମୁଖ୍ୟ ଅଖିଳେଶ

ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍‌ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଆଜମଙ୍କ ହୃଦ୍‌ଘାତ ହେବାରୁ...

ଅମାନତୁଲ୍ଲାହଙ୍କ ଘରେ ଏସିବି ଚଢ଼ାଉ: ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍‌ ବ୍ୟୁରୋ(ଏସିବି)ର ଟିମ୍‌ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ ଚଢ଼ାଉ କରିଛି। ଅମାନତୁଲ୍ଲାହଙ୍କ ବାସଭବନ ସମେତ ଜାମିଆ, ଓଖଲା ଓ ଗଫୁର ନଗର...

ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର: ଭାଜପା ସହ ମିଶିବ ପଞ୍ଜାବ ଲୋକ କଂଗ୍ରେସ

ନୂଆଦିଲ୍ଲୀ,୧୬।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଭାଜପାରେ ଯୋଗଦେବେ। ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଅମରିନ୍ଦର ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ଏନେଇ ଦଳର ମୁଖପାତ୍ର ପ୍ରୀତପାଲ...

ଏସସିଓ ସମ୍ମିଳନୀ: ମୋଦିଙ୍କ ଫଟୋକୁ ନେଇ ଆରମ୍ଭ ହେଲା ରାଜନୀତି

ନୂଆଦିଲ୍ଲୀ,୧୬ ।୯: ଉଜବେକିସ୍ତାନର ସମରକନ୍ଦରେ ଆରମ୍ଭ ହୋଇଛି ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀରେ ଯୋଗ ଦେବାକୁ ଉଜବେକିସ୍ତାନ ପହଞ୍ଚିଛନ୍ତି । ଏବେ ଏହାର ଫଟୋକୁ ନେଇ ଭାରତରେ ରାଜନୀତି ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri