ଜାତୀୟ

କୋଲକାତା କାଣ୍ଡକୁ ନେଇ ମମତାଙ୍କ ଉପରେ କ୍ରୋଧ ପ୍ରକାଶ କରିଛି ଦୁର୍ଗାପୂଜା କମିଟି, ସରକାରୀ ଚାନ୍ଦା ନେବାକୁ କରିଦେଲା ମନା

କୋଲକାତା,୩୧।୮: କୋଲକାତା ଆର୍‌.ଜି କର ହସ୍ପିଟାଲ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଏଥି ସହିତ, ରାଜ୍ୟର ମମତା ସରକାର ଏହି ପ୍ରସଙ୍ଗରେ ନେଇଥିବା ପଦକ୍ଷେପକୁ ନେଇ ଲୋକମାନେ କ୍ରୋଧିତ ଥିବା ଜଣାପଡିଛି।...

ଗର୍ଲସ ହଷ୍ଟେଲ ଓ୍ବାଶରୁମରେ ହିଡନ କ୍ୟାମେରା ଲଗାଇବା ପଛରେ ଯୁବତୀଙ୍କ ହାତ! ସାମ୍ନାକୁ ଆସୁଛି ନୂଆ ନୂଆ କଥା

ଅମରାବତୀ,୩୧।୮: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାର ଇଞ୍ଜିନିୟରିଂ କଲେଜର ଗର୍ଲସ ହଷ୍ଟେଲର ୱାଶରୁମରେ ଲୂଚାଇ ରଖାଯାଇଥିବା କ୍ୟାମେରାର ଏକ ମାମଲା ସାମ୍ନାକୁ ଆସିଛି। ୱାଶରୁମରେ ଏକ ଲୁକ୍କାୟିତ କ୍ୟାମେରା ମିଳିବା ପରେ ଏଠାରେ ଉତ୍ତେଜନା ଦେଖାଦେଇଥିଲା। ଏହି ଘଟଣା ଗୁଦଲାଭାଲେରୁ କଲେଜ...

ଜେଲରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ପସନ୍ଦ ଆସିଲାନି ରୁଟି-ତରକାରୀ, ଡିମାଣ୍ଡ କଲେ ଏହି ଖାଇବା, ଯାହାକୁ ଶୁଣି…

କୋଲକାତା,୩୧।୮: କୋଲକାତା ଆର୍‌.ଜି କର ହସ୍ପିଟାଲ ମହିଳା ଟ୍ରେନିି ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ତଦନ୍ତ କରୁଛି। ଶୁକ୍ରବାର ସିବିଆଇ ଟିମ କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି। ସନ୍ଦୀପ ଘୋଷଙ୍କ...

ପ୍ରଥମଥର ପାଇଁ ଏହି ମଧ୍ୟ-ପୂର୍ବ ଦେଶ ଗସ୍ତ କରୁଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ଏପରି କରିଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ-ପୂର୍ବ ଦେଶ ବ୍ରୁନେଇ ଗସ୍ତ କରିବାକୁ ଯାଉଛନ୍ତି। ଏହା ପରେ ସେ ସିଙ୍ଗାପୁର ଯିବେ।...

ପାର୍ବଣ ଋତୁ ପୂର୍ବରୁ ବଡ଼ ଉପହାର ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୩୧।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେକ ଇନ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ ଅଧୀନରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପ୍ରଦାନ କରିଛି। ଉତ୍ତରପ୍ରଦେଶ, କର୍ନାଟକ ଏବଂ ତାମିଲନାଡୁରେ ତିନୋଟି...

ଶେଖ ହସିନାଙ୍କୁ ବାଂଲାଦେଶ ପଠାଇବ ଭାରତ! ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୧।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶରୁ କୌଣସି ସମ୍ଭାବ୍ୟ ଦାବି ସମ୍ପର୍କରେ ବିସ୍ତୃତ ଭାବେ କହିବାକୁ ଭାରତ ମନା କରିଦେଇଛି। ତେବେ ପଡୋଶୀ ଦେଶରେ ଅଶାନ୍ତି ହେତୁ ବିକାଶ ପ୍ରକଳ୍ପର କାର୍ଯ୍ୟ ବନ୍ଦ ହୋଇଯାଇଥିବା...

ମମତାଙ୍କ ଚିଠିର ଉତ୍ତର ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୩୧।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ଅଡୁଆରେ ପଡିଛି। ବଳାତ୍କାର ଓ ହତ୍ୟା ଭଳି ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ଦାବି କରି...

ଇଏ ହେଉଛନ୍ତି ଭାରତରୁ ସବୁଠୁ ଧନୀ ଆତ୍ମନିର୍ଭରଶୀଳ ମହିଳା, ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩୧।୮: ଭାରତର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ‘ଜୋହୋ’ର ସହ-ପ୍ରତିଷ୍ଠାତା ରାଧା ଭେମ୍ବୁ ଚଳିତ ବର୍ଷ ଚମତ୍କାର କାର୍ଯ୍ୟ କରିଛନ୍ତି। ହୁରୁନ ଇଣ୍ଡିଆ ରିଚ ଲିଷ୍ଟ ୨୦୨୪ରେ ତାଙ୍କୁ ଦେଶର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା ଭାବରେ ବର୍ଣ୍ଣନା କରାଯାଇଛି। ରାଧା...

ତେଜୁଛି ରାଜନୀତି, ଥମୁନି ବଳାତ୍କାର

ନୂଆଦିଲ୍ଲୀ,୩୧ା୮: ୨୦୧୨ ଡିସେମ୍ବର ୧୬ ରାତି ପ୍ରାୟ ୯ଟାରେ ଦକ୍ଷିଣ ଦିଲ୍ଲୀ ମୁନିରକାରେ ଜଣେ ୨୩ ବର୍ଷୀୟା ଫିଜିଓଥେରାପିଷ୍ଟ ଛାତ୍ରୀ ବସ୍‌ରେ ଚଢ଼ିଥିଲେ ଘରକୁ ଯିବା ପାଇଁ। ସେହି ଚଳନ୍ତା ବସ୍‌ରେ ଡ୍ରାଇଭର ଓ ତାଙ୍କ ସହଯୋଗୀମାନେ ପାରାମେଡିକ୍‌ ଛାତ୍ରୀଙ୍କୁ ଗଣବଳାତ୍କାର...

ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ

ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍‌ ଏୟାର ସମିଟ୍‌ (ଆଇସିଏଏସ୍‌),...

ଆସାମ ବିଧାନସଭାରେ ୨ ଘଣ୍ଟିଆ ନମାଜ ବିରତି ବନ୍ଦ

ଗୁଆହାଟୀ,୩୧ା୮(ପି.ଟି.): ଆସାମ ବିଧାନସଭାରେ ମୁସଲମାନ ବିଧାୟକମାନଙ୍କ ନମାଜ ପାଠ ପାଇଁ ଶୁକ୍ରବାର ଦିଆଯାଉଥିବା ୨ ଘଣ୍ଟା ବିରତିକୁ ଉଠାଇ ଦିଆଯାଇଛି। ବିଧାନସଭାର ଆଗାମୀ ଅଧିବେଶନରୁ ଏହା କାର୍ଯ୍ୟକାରୀ ହେବ। ବିଧାନସଭାର ଏହି ନିଷ୍ପତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଐତିହାସିକ ବୋଲି...

ଅମିତ୍‌ ଶାହାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ନୂଆଦିଲ୍ଲୀ,୩୦ା୮: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍‌ କରିଛନ୍ତି। ଏହି ଅବସରରେ ସେ କୋଲକାତାର ଆର୍‌.ଜି. କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri