ଜାତୀୟ

ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା ସିବିଆଇ

କୋଲକାତା,୧୫।୯: ଶିକ୍ଷକ ନିଯୁକ୍ତି ଦୁର୍ନୀତି ତଥା ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ଗୁରୁବାର କୋଲକାତା କୋର୍ଟରେ ଆବେଦନ କରିଛି। ମାମଲାର ଯାଞ୍ଚ କରିବା ସହ ଚାଟାର୍ଜୀଙ୍କୁ ଅଧିକ...

‘କଂଗ୍ରେସ ଯୋଗୁ ମୋଦି ୨ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି’

ଜୟପୁର,୧୫।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏଆଇଏମଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଘୋଷଣା କରିଛନ୍ତି। ଗୁରୁବାର ସେ ରାଜସ୍ଥାନର ଝୁଞ୍ଜୁନୁରେ ପହଞ୍ଚି କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା...

ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ଚେନ୍ନାଇ,୧୫।୯: ଚେନ୍ନାଇର ଆଭାଡି ବାୟୁ ସେନା ବେସ୍‌ରେ ପୋଷ୍ଟିଂ ହୋଇଥିବା ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜଣଙ୍କ ହେଲେ ୨୨ ବର୍ଷୀୟ ଯବାନ ଜଣକ ହେଲେ ନୀରବ ଚୌହାନ। ଗୁରୁବାର...

ଦଲେର୍‌ ମେହେନ୍ଦିଙ୍କୁ ଆଶ୍ୱସ୍ତି

ଚଣ୍ଡିଗଡ,୧୫।୯: ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଥିବା ପଞ୍ଜାବୀ ଗାୟକ ଦଲେର୍‌ ମେହେନ୍ଦିଙ୍କୁ ଗୁରୁବାର ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଦେଇଥିବା ଦଣ୍ଡକୁ ପଞ୍ଜାବ ଏବଂ ହରିୟାଣା...

ଉଜବେକିସ୍ତାନ ଯିବା ପୂର୍ବରୁ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଜବେକିସ୍ତାନ ଯିବା ପୂର୍ବରୁ ତାଙ୍କର ଏକ ବୟାନ ଜାରି କରିଛନ୍ତି । ମୋଦି କହିଛନ୍ତି, ମୁଁ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ରେ ରାଷ୍ଟ୍ରାଧ୍ୟକ୍ଷଙ୍କ ପରିଷଦର ଏକ ବୈଠକରେ ଯୋଗ ଦେବାକୁ ଉଜବେକିସ୍ତାନ ରାଷ୍ଟ୍ରପତି...

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର...

ଲଖିମପୁର ମାମଲା: ବଳାତ୍କାର ପରେ ଦୁଇ ଭଉଣୀଙ୍କୁ କରାଯାଇଛି ହତ୍ୟା

ଲଖିମପୁର,୧୫ ।୯: ଉତ୍ତର ପ୍ରଦେଶର ଲଖିମପୁର ଖେରି ମାମଲାରେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି । ଲଖିମପୁର ଖେରି ଜିଲାର ନିଘାସନ ଥାନା ଅଞ୍ଚଳରେ ଥିବା ଏକ ଗାଁରେ ବୁଧବାର ପାଖାପାଖି ସନ୍ଧ୍ୟା ୬ଟାରେ ଦଳିତ ସମ୍ପ୍ରଦାୟର ଦୁଇ ଭଉଣୀଙ୍କ...

ସ୍ବତନ୍ତ୍ର ବିମାନରେ ଭାରତ ଆସିବେ ୮ ଚିତାବାଘ

ନୂଆଦିଲ୍ଲୀ,୧୫।୯: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଖାସ୍‌ ହେବାକୁ ଯାଉଛି। ଏହି ଦିନ ଦେଶରେ ବିଲୁପ୍ତ ୮ ଚିତାବାଘ ନାମ୍ବିଆରୁ ଭାରତ ଅଣାଯିବ। ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚିଛି।...

ଖାଲକୁ ଖସିଲା ବସ୍‌: ଚାଲିଗଲା ୫ ଜୀବନ, ୨୫ ଆହତ

ଶ୍ରୀନଗର,୧୫।୯: ୨୫ ଘଣ୍ଟା ମଧ୍ୟରେ ଜମ୍ମୁକଶ୍ମୀରରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାଜୋରିରେ ଏକ ବସ ଖାଲରେ ଖସିପଡିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା...

ସିସୋଡିଆଙ୍କ ଚ୍ୟାଲେଞ୍ଜ, ୪ ଦିନ ମଧ୍ୟରେ ମତେ ଗିରଫ କର…

ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ପ୍ରକାଶିତ ଷ୍ଟିଙ୍ଗ ଭିଡିଓକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ସିବିଆଇ ଏହାର ତଦନ୍ତ କରିବା ଉଚିତ। ଭାଜପା ଏହାକୁ...

ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ…

ଶ୍ରୀନଗର, ୧୫।୯ : ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି। ଏହା ସହ ଏକ ପୋଷ୍ଟର ମଧ୍ୟ ପ୍ରକାଶ ପାଇଥିବା ଜଣାଯାଇଛି। ଏଥି ସହିତ ଆଜାଦଙ୍କର...

ଦଶମ ବୋର୍ଡ ପରୀକ୍ଷାରେ ୯୩.୪% ନମ୍ବର ରଖି ପାସ୍‌ କଲେ ୩ ସନ୍ତାନର ମା’

ଶ୍ରୀନଗର,୧୫।୯: କୁହାଯାଏ ମନରେ ଯଦି ଇଚ୍ଛାଶକ୍ତି ଅଛନ୍ତି ତେବେ କିଛି ବି କାର୍ଯ୍ୟ ଅସମ୍ଭବ ନୁହେଁ। କଶ୍ମୀରର ଜଣେ ମହିଳା ଏହି ଉକ୍ତିର ଯଥାର୍ଥତା ପ୍ରତିପାଦିତ କରିଛନ୍ତି। ବିବାହର ଦଶ ବର୍ଷ ପରେ ଅଧ୍ୟୟନ ଆରମ୍ଭ କରି ଏବେ ଦଶମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri