ଜାତୀୟ

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା ଶକ୍ତି ପ୍ରଦର୍ଶନ କରିଛି। ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସ, ଜାହାଜ ବିରୋଧୀ ଯୁଦ୍ଧ...

ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା ନବାଳିକାଙ୍କର ୪ ଯୁବକଙ୍କ ସହ ଯୁକ୍ତିତର୍କ ହେଉଥିବା ଆର୍‌ପିଏଫ୍‌ ଦେଖିବା ପରେ ଘଟଣା...

ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ...

କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର ବ୍ୟବହାର କରାଯାଉଛି। ଏହି ପଦ୍ଧତିକୁ କର୍ଣ୍ଣ ବେଧନ କୁହାଯାଉଛି। ଏହି ପଦ୍ଧତି ୬୦...

ଭାଇଚାରା: ଆଗ୍ରାର ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ରାବଣ ମୂର୍ତ୍ତି…

ଆଗ୍ରା, ୨୫।୯ : ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଏକ ଉଦାହରଣ ସୃଷ୍ଟି କରୁଛି। ଆଗ୍ରା ରେ, ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୂର୍ତ୍ତିଗୁଡ଼ିକ ମଥୁରାର କୋସି କଳାର ମୁସଲମାନ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି।...

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀ ନିହତ…

ଶ୍ରୀନଗର, ୨୫।୯ : ଭାରତୀୟ ଯବାନମାନେ କଶ୍ମୀର ଡିଭିଜନର କୁପୱାରା ଜିଲାର ମାଛିଲ ସେକ୍ଟରରେ ଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। କୁହାଯାଉଛି ଯେ ସୁରକ୍ଷା ବାହିନୀ ଲାଇନ ଅଫ କଣ୍ଟ୍ରୋଲ ନିକଟରେ ଦୁଇଜଣ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି।...

ରାଷ୍ଟ୍ରପତିଙ୍କ ପ୍ରେସ ସଚିବଙ୍କ କାର୍ଯ୍ୟକାଳ ବଢ଼ିଲା ୨ ବର୍ଷ…

ନୂଆଦିଲ୍ଲୀ, ୨୫।୯ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସଚିବ ଅଜୟ କୁମାର ସିଂଙ୍କ କାର୍ଯ୍ୟକାଳ ଦୁଇ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଫଳରେ ଏବେ ଅଜୟ କୁମାରଙ୍କ କାର୍ଯ୍ୟକାଳ ୨୫ ସେପ୍ଟେମ୍ବର...

ପାକିସ୍ତାନରୁ ଆସିଥିବା ପ୍ରଦୀପ ଜ୍ୟୋତି ପୂଜା ଉପରେ ରୋକ ଲଗାଇଲେ ଗେହଲୋଟ ସରକାର …

ଜୟପୁର, ୨୫।୯ : ରାଜସ୍ଥାନର ସୀମାନ୍ତ ବାଡମେର ଜିଲାରେ ଅବସ୍ଥିତ ହିଙ୍ଗଲାଜ ମାତା ମନ୍ଦିରରେ ନବରାତ୍ରୀ ସମୟରେ ପୂଜାପାଠ ଉପରେ ଲାଗିଥିବା ନିଷେଧାଦେଶକୁ ନେଇ ବିବାଦ ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ସରକାରଙ୍କୁ ଭାଜପା...

ସ୍କୁଟିରେ ଭର୍ତ୍ତି କଲେ ୫୫ ହଜାର ଟଙ୍କାର ପେଟ୍ରୋଲ…

ଥାଣେ, ୨୫।୯ : ପେଟ୍ରୋଲ ପମ୍ପରେ କମ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଛି, କିନ୍ତୁ ମହାରାଷ୍ଟ୍ରର ଥାଣେରେ ଏହାର ଓଲଟା ଘଟିଛି। ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କଠାରୁ ୫୫ ହଜାର ଟଙ୍କା ଆଦାୟ...

ଚିତାଙ୍କ ନାମକରଣ ପାଇଁ ପରାମର୍ଶ ଲୋଡିଲେ ମୋଦି…

ଲକ୍ଷ୍ନୌ, ୨୫।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ୯୩ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଚିତାବାଘ ଫେରିବାରେ ଦେଶ ବାସୀ ଖୁସି ଅଛନ୍ତି।...

ପାର୍ବଣରେ ୨.୫ ଲକ୍ଷ କୋଟି ଖର୍ଚ୍ଚ କରିବେ ଭାରତୀୟ

ନୂଆଦିଲ୍ଲୀ,୨୫।୯: ଗତ ୨ ବର୍ଷ ହେବ କୋଭିଡ୍‌ ମହାମାରୀ ପାଇଁ ପାର୍ବଣ ବଜାର ମାନ୍ଦା ପଡ଼ିଯାଇଥିଲା। ବିଶେଷକରି ୨୦୨୦ ଏବଂ ୨୦୨୧ରେ ପାର୍ବଣର ମଜା ଉଠାଇପାରି ନ ଥିଲେ। ଫଳରେ ଚଳିତ ବର୍ଷ ପାର୍ବଣରେ ଲୋକମାନେ କିଣାକିଣି ସାଙ୍ଗକୁ ପୂଜା...

ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରର ସମ୍ପତ୍ତି ରିପୋର୍ଟ: ବ୍ୟାଙ୍କରେ ୧୪୦୦୦ କୋଟି-୧୪ ଟନ୍‌ ସୁନା-୭,୧୨୩ ଏକର ଜମି…

ତିରୁପତି, ୨୫।୯ : ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ପୂଜା ସ୍ଥଳ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଘୋଷଣା କରିଛି ଯେ ଏହାର ସମଗ୍ର ଦେଶରେ ୯୬୦ଟି ସମ୍ପତ୍ତି ରହିଛି। ଯାହାର ମୂଲ୍ୟ ୮୫,୭୦୫ କୋଟି ଟଙ୍କା। ଗଣମାଧ୍ୟମ ରିପୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri